ସେକ୍ସ ରାକେଟରେ ଜଡିତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଏକାଧିକ ଭାରତୀୟ ଅଭିନେତ୍ରୀ! ଏହି ସାତ ଜଣ ସିନେମା ହିରୋଇନ୍ ଅଭିନୟ ସହିତ ଦେହ ବ୍ୟବସାୟରେ ଜଡି଼ତ ଥିବା ଅଭିଯୋଗ ସାମନା କରିଥିଲେ । ଯମୁନା – ଅନେକ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯମୁନା । ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ୨୦୧୧ ମସିହାରେ ବେଙ୍ଗାଲୁରୁ ପୋଲିସ ଗିରଫ କରିଥିଲା । ସାଇରା ବାନୁ – ସାଇରା ବାନୁ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଜଣେ ଲୋକପ୍ରିୟ ଅଭିନେତ୍ରୀ । ୨୦୧୦ ମସିହାରେ ହାଇଦ୍ରାବାଦରେ ପୋଲିସର ଏକ ଚଢ଼ାଉ ବେଳେ ତାଙ୍କୁ ଦେହ ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା । କିନ୍ନରା – ଅନେକ ତେଲୁଗୁ ଚଳଚ୍ଚିତ୍ରର ହିରୋଇନ୍ ହୋଇଥିବା କିନ୍ନରା ଦେହ ବ୍ୟବସାୟରେ ଜଡି଼ତ ଥିଲେ । ଭୁବନେଶ୍ୱରୀ – ଚେନ୍ନାଇରେ ଦେହ ବ୍ୟବସାୟ ରାକେଟ୍ ଚଳାଉଥିବା ଅଭିଯୋଗରେ ତାଙ୍କୁ ଏକାଧିକ ଥର ଗିରଫ କରାଯାଇଛି । ଆଇଶ ଅନସାରୀ – ତାମିଲ ସିନେମାର ହିରୋଇନ୍ ଓ ଆଇଟମ୍ ଗାର୍ଲ ଆଇଶ୍ ୨୦୧୧ ମସିହାରୁ ଦେହ ବ୍ୟବସାୟରେ ଜଡିତ ଅଛନ୍ତି । ଶେର୍ଲିନ୍ ଚୋପ୍ରା – ଦୁଇ ବର୍ଷ ପୂର୍ବେ ନିଜ ଟ୍ୱିଟର୍ ଆକାଉଣ୍ଟ ମାଧ୍ୟମରେ ଶେର୍ଲିନ୍ ପ୍ରକାଶ କରିଥିଲେ ଯେ ସେ ଟଙ୍କା ପାଇଁ ଯୌନ ସମ୍ପର୍କୀୟ କାର୍ଯ୍ୟକଳାପ କରିଥିଲେ । ଶ୍ୱେତା ବସୁ ପ୍ରସାଦ – 'ମକଡ଼ୀ' ଫିଲ୍ମର ଏହି ଅଭିନେତ୍ରୀ ମଧ୍ୟ ଦେହ ବ୍ୟବସାୟରେ ଜଡି଼ତ ଥିବା ଜଣାପଡ଼ିଥିଲା । ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra) ଶେର୍ଲିନ୍ ଚୋପ୍ରା (Sherlyn Chopra)