Home » photogallery » coronavirus-latest-news » SONU SOOD TOOK LOAN OF RS 10 CRORE TO HELP PEOPLE PLEDGED VALUABLE THINGS 2JDB 0912

ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧୦ କୋଟି ଟଙ୍କା ଋଣ ନେଲେ; ଏହି ମୂଲ୍ୟବାନ ଜିନିଷ ବନ୍ଧକ ରଖିଲେ

ଖବର ଆସିଛି ଯେ ସୋନୁ ସୁଦ (Sonu Sood) ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୮ଟି ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି । ଏଥିରୁ ସେ ୧୦ କୋଟି ଟଙ୍କା ଋଣ ନେଇଥିଲେ ଓ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ହାତ ବଢ଼ାଇଥିଲେ ।

  • |