ଏହି ଦେଶରେ ବିଶ୍ୱ ଜନସଂଖ୍ୟାର ମାତ୍ର ୧୩ ପ୍ରତିଶତ ବାସ କରନ୍ତି । ଏଥି ସହିତ ଅବଶିଷ୍ଟ ୨.୬ ବିଲିୟନ ଟିକା ସପ୍ଲିମେଣ୍ଟ ଭାରତ, ବାଂଲାଦେଶ ଓ ଚୀନ୍ ଭଳି ଦେଶ ବୁକ୍ କରିଛନ୍ତି । ଏଥି ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ସେ ଆସନ୍ତା ମାସରେ ଆମେରିକାରେ କରୋନା ଟିକା ବାହାର କରିବା ଆରମ୍ଭ କରିଦେବେ । ତେବେ ତାଙ୍କ ପ୍ରଶାସନରେ ଉପସ୍ଥିତ ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୨୦୧୧ ମଧ୍ୟଭାଗରେ କରୋନା ଟିକା ଆସିପାରେ। (ଫୋଟୋ ସୋ- ନିଉଜ ୧୮ ଇଂରାଜୀ)