Home » photogallery » coronavirus-latest-news » PATANJALI LAUNCHES FIRST AYURVEDIC MEDICINE CORONIL KNOW HOW IT WORKS WHAT PRICE 1AD 2306

ପତଞ୍ଜଳିର ‘କୋରୋନିଲ୍’ କରିବ କରୋନା ଚିକିତ୍ସା! ଏହା କେମିତି କାମ କରେ ଓ କେତେ ଦାମ୍ ଜାଣନ୍ତୁ

ଯୋଗ ଗୁରୁ ବାବା ରାମଦେବ କୋଭିଡ-୧୯ ପାଇଁ ଆୟୁର୍ବେଦିକ ଔଷଧ ଲଞ୍ଚ୍ କରିଛନ୍ତି । ଏହି ଟ୍ୟାବଲେଟର ନାମ ‘କୋରୋନିଲ୍’ ରଖାଯାଇଛି । ପରୀକ୍ଷାରେ ଏହା ସାତ ଦିନରେ ୧୦୦ ପ୍ରତିଶତ ରୋଗୀଙ୍କୁ ସୁସ୍ଥ କରିଛି ବୋଲି ସେ କହିଛନ୍ତି ।

  • |

തത്സമയ വാര്‍ത്തകള്‍