Home » photogallery » coronavirus-latest-news » MODI GOVERNMENT GIFT TO THE UNEMPLOYED HALF THE SALARY WILL BE GIVEN FOR 3 MONTHS KNOW HOW YOU WILL GET BENEFIT 2JDB 2108

ବେରୋଜଗାରୀଙ୍କୁ ମୋଦି ସରକାରଙ୍କ ଉପହାର ! ୩ ମାସ ପର୍ଯ୍ୟନ୍ତ ମିଳିବ ଅଧା ଦରମା; ଜାଣନ୍ତୁ କିପରି ଲାଭ ପାଇବେ

ସରକାର ESIC ଯୋଜନାର ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ପ୍ରାୟ ୪୧ ଲକ୍ଷ ଶିଳ୍ପ କର୍ମଚାରୀ ଉପକୃତ ହେବେ । ଏହି ପ୍ରସ୍ତାବକୁ ESIC ବୋର୍ଡ ଅନୁମୋଦନ କରିଛି । ତେବେ ଏହାର ଆନୁଷ୍ଠାନିକ ବିବୃତ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସିବା ବାକି ଅଛି ।

  • |

തത്സമയ വാര്‍ത്തകള്‍