Home » photogallery » coronavirus-latest-news » JENBURKT PHARMACEUTICALS LAUNCHES CHEAPEST CORONAVIRUS MEDICINE IN INDIA 1AD 2507

ଭାରତରେ ଲଞ୍ଚ୍ ହେଲା କରୋନାର ଏ ପର୍ଯ୍ୟନ୍ତ ସବୁ ଠୁ ଶସ୍ତା ଔଷଧ; କେତେ ଦାମ୍ ଜାଣନ୍ତୁ

ଭାରତରେ କରୋନାର ଆଉ ଏକ ଶସ୍ତା ଔଷଧ ଲଞ୍ଚ କରାଯାଇଛି । ଏହି ଔଷଧକୁ ଜେନବର୍କ୍ଟ ଫାର୍ମାସ୍ୟୁଟିକାଲ୍ସ (Jenburkt Pharmaceuticals) କମ୍ପାନୀ ପ୍ରସ୍ତୁତ କରିଛି । ଏହି ଔଷଧର ନାମ ଫାଭିଭେଣ୍ଟ (Favivent) । ଏହାକୁ ଫାଭିପିରାଭିର (Favipiravir) ନାମରେ ବଜାରରେ ବିକ୍ରି କରାଯାଉଛି ।

  • |
)}