Home » photogallery » coronavirus-latest-news » HOW DANGEROUS CAN CORONAVIRUS BE FOR BABY IN WOMB PREGNANCY 1AD 120421

ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ବର୍ତ୍ତମାନର କରୋନା ଭାଇରସ ସଂକ୍ରମଣ କାଳରେ ଅପରିପକ୍ୱ ପ୍ରସବର (premature delivery) ମାମଲା ବୃଦ୍ଧି ପାଇଛି, କିନ୍ତୁ ତାହା କରୋନା କାରଣରୁ ହେଉଛି କି ନା ତାହା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । ଏହି ପ୍ରସଙ୍ଗରେ ଗବେଷଣା ଜାରି ରହିଛି ।

  • |

ସାମ୍ପ୍ରତିକ ଖବର