Home » photogallery » coronavirus-latest-news » CORONAVIRUS VACCINE KEEP THESE 7 PRECAUTIONS BEFORE AND AFTER TAKING THE VACCINE 2JDB

Coronavirus Vaccine: ଟିକା ନେବା ପୂର୍ବରୁ ଓ ପରେ ଏହି ୭ଟି ସତର୍କତା ଅବଲମ୍ବନ କରନ୍ତୁ

ଟିକା ଗ୍ରହଣ କରୁଥିବା ଅନେକ ଲୋକ ଟିକାକରଣକୁ ନେଇ ଅନେକ ଅଭିଯୋଗ ଓ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଜାଣନ୍ତୁ ଟିକା ନେବା ପୂର୍ବରୁ ଓ ପରେ ଆପଣଙ୍କୁ କେଉଁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

  • |