Home » photogallery » coronavirus-latest-news » CORONAVIRUS ATTACKS MEN SEX HORMONES REDUCES SEX POWER FINDS STUDY 1AD 030321

କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି

ବିଶ୍ୱରେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ କରୋନା ପୁରୁଷମାନଙ୍କ ଦେହରେ ଥିବା ମୁଖ୍ୟ ଯୌନ ହରମୋନ୍ ଟେଷ୍ଟୋଷ୍ଟେରନ୍ (Testosterone) ଉପରେ ଆକ୍ରମଣ କରୁଛି ।

  • |

ସାମ୍ପ୍ରତିକ ଖବର