*ବିକଶିତ ଦେଶମାନଙ୍କରେ ତୃତୀୟ ତରଙ୍ଗର ହାରାହାରି ଅବଧି ୯୮ ଦିନ ଥିଲା ଓ ଦ୍ୱିତୀୟ ତରଙ୍ଗ ୧୦୮ ଦିନ ଚାଲିଥିଲା । ଯଦି ଭାରତ ତୃତୀୟ ତରଙ୍ଗ ପାଇଁ ଭଲ ଭାବରେ ପ୍ରସ୍ତୁତ ହୁଏ, ତେବେ ଗୁରୁତର ମାମଲା ସଂଖ୍ୟା ହ୍ରାସ ପାଇପାରେ ବୋଲି ଏସ୍.ବି.ଆଇ. ଇକୋରାପ୍ (SBI Ecowrap) ପ୍ରକାଶ କରିଥିବା ଏହି ରିପୋର୍ଟରେ କୁହାଯାଇଛି ।