Home » photogallery » coronavirus-latest-news » BEFORE ODISHA ASSEMBLY SESSION 136 OF 757 SAMPLES TEST CORONAVIRUS POSITIVE 1AD 2709

କେମିତି ଚାଲିବ ବିଧାନ ସଭା ଅଧିବେଶନ? ୭୫୭ ନମୁନାରୁ ୧୩୬ ଜଣ ପଜିଟିଭ୍‌ ବାହାରିଲେଣି

ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଆସିଛି ପ୍ରଥମ କରୋନା ରିପୋର୍ଟ । ବିଧାନ ସଭାରେ ଟେଷ୍ଟ ହୋଇଥିବା ୭୫୭ ଜଣଙ୍କ ନମୁନାରୁ ୧୩୬ ଜଣ କରୋନା ପଜିଟିଭ୍‌ ଥିବା ଜଣାପଡିଛି ।

  • |