ଆସିଥିବା ରିପୋର୍ଟରେ ଦୁଇ ଜଣ ବିଧାୟକଙ୍କ ସହିତ କେତେକ ସାମ୍ବାଦିକ ଓ ବିଧାନ ସଭା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଫଟୋରେ କରୋନା ଟେଷ୍ଟ ସମୟରେ ଉପସ୍ଥିତ ଅଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (ବାମ), ବିଜେଡିର ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ ଓ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ।