Home » photogallery » coronavirus-latest-news » BEAUTY QUEEN BHASHA MUKHERJEE RETURNS IN DOCTOR ROLE TO TREAT CORONAVIRUS PATIENTS

ବିୟୁଟି କ୍ୱିନ୍ ଡାକ୍ତର: କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ଡାକ୍ତର ବନିଲେ ଭାଷା ମୁଖାର୍ଜୀ

ଦୁଇ ଦୁଇଟି ମେଡିକାଲ୍ ଡିଗ୍ରୀ ହାସଲ କରିବା ପରେ ମଡେଲିଂରେ ନିଜ ଭାଗ୍ୟ ପରୀକ୍ଷା କରି ବିୟୁଟି କ୍ୱିନ୍ ହୋଇଥିଲେ ଭାଷା ମୁଖାର୍ଜୀ । ଏବେ ସେ କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ଆଗକୁ ଆସିଛନ୍ତି ।

  • |
)}