ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ହୁଏତ ଆଣ୍ଡ୍ରୋଜେନ୍, ଅର୍ଥାତ ଟେଷ୍ଟୋଷ୍ଟେରନ୍ ପରି ପୁରୁଷ ଯୌନ ହରମୋନ୍, କରୋନା ଭାଇରସର କୋଷ (cells) ଉପରେ ଆକ୍ରମଣ କରିବାର କ୍ଷମତା ବଢ଼ାଇଥାଏ । ଏହାର ଅର୍ଥ ହେଉଛି ବାଳ ପାଇଁ ଚିକିତ୍ସା, ଯାହା ଏହି ହରମୋନଗୁଡ଼ିକୁ ଦବେଇ ରଖେ, ତାହା କରୋନା ଭାଇରସ୍ ସହ ଲଢ଼ିବାରେ ସହାୟକ ହୁଏ ।