ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
Car Racer Renee Gracie: ରେନି ଗ୍ରେସି କିଛି ବର୍ଷ ପୂର୍ବେ ପ୍ରଥମ ଫୁଲ୍ ଟାଇମ୍ ମହିଳା ସୁପରକାର୍ ରେସର୍ ହୋଇଥିଲେ । ବର୍ତ୍ତମାନ ଅଷ୍ଟ୍ରେଲିଆର ଏହି ୨୫ ବର୍ଷୀୟା ଯୁବତୀ କରିଅର୍ ସୁଇଚ୍ କରି ଅନଲାଇନରେ ବୟସ୍କ ଭିଡିଓ (adult video) ବିକ୍ରି କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କର କୌଣସି ଦୁଃଖ ନାହିଁ।
3/ 5

‘‘ଆର୍ଥିକ ସ୍ଥିତିରେ ମୁଁ ଏବେ ଖୁବ୍ ଭଲ ଅଛି । ଏହା ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି । ମୁଁ ଏହାକୁ ଉପଭୋଗ କରୁଛି,’’ କହିଛନ୍ତି ରେନି ।
4/ 5

ସୁପରକାର୍ ରେସିଂରେ ରେନିଙ୍କ ସବୁ ଠୁ ସଫଳ ସମୟ ୨୦୧୫ରେ ଆସିଥିଲା ଯେତେବେଳଏ ସେ ବାଥର୍ଷ୍ଟ ୧୦୦୦ରେ ସ୍ୱିସ୍ ରେସର୍ ସିମୋନା ଡି ସିଲଭରଷ୍ଟ୍ରୋଙ୍କ ସହ ମିଶି ରେସିଂ କରିଥିଲେ ।