ଜଳୁଛି ସାରା ଓଡ଼ିଶା; ୧୧ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
କଟକ ବିଡାନାସୀ ଥାନାରେ ଖୋଲିଲା ରାଜ୍ୟର ପ୍ରଥମ ଚିଲଡ୍ରେନ୍ ଜୋନ
ଚନ୍ଦନଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର; ଆରମ୍ଭ ହୋଇଛି ପ୍ରସ୍ତୁତି
ବ୍ରହ୍ମପୁରରେ ମନ୍ଥର ଗତିରେ ଚାଲିଛି ସ୍ମାର୍ଟ ରୋଡ଼ କାର୍ଯ୍ୟ;ବଢୁଛି ଟ୍ରାଫିକ ସମସ୍ଯା
ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଲା ଯୋଜନା 'ଖୁସି';ଖୋଲିଲା ପ୍ରଥମ କଲେକ୍ଟେରେଟ କ୍ୟାଣ୍ଟିନ
ଭୂତ କୋଠି ପାଲଟିଛି ବାଲାଜି ସୂତାକଳ; ଶହଶହ ଶ୍ରମିକ କାମ ନ ପାଇ ଦାଦନ ମୁହାଁ
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ; ନବ ଉତ୍କଳ ନିର୍ମାଣର ପ୍ରମୁଖ ବିନ୍ଧାଣୀ ସେ
ଆସନ୍ତା କାଲିଠାରୁ ଯୁକ୍ତ ୨ ବୋର୍ଡ଼ ପରୀକ୍ଷା; ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ
ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରିଛି ଆୟକର ବିଭାଗ
CM ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ
କଂଗ୍ରେସ ପାର୍ଟିରେ କମ୍ପନ: ପିସିସି ସଭାପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା
ଗିରଫ ହେଲେ ଜିଆରଏସ ବାବୁଲି ପଢ଼ିଆରୀ; ପତ୍ନୀଙ୍କ ନାମରେ ବି ମାମଲା ରୁଜ୍ଜୁ
ପ୍ରଚଣ୍ଡ ଖରାରେ ସିଝୁଛି ଗଞ୍ଜାମ; ଜମୁଛି ଆଖୁ ରସ ସାଙ୍ଗକୁ ତାଳ ବେପାର
‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ରେ ନୂଆ ପରିବର୍ତ୍ତନ କଲେ CM
୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର;୭ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି
ରାଜ୍ୟରେ ସ୍ଥାପନ ହେବ ମଡେଲ ମଣ୍ଡି; ରହିବ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ
ନିଶା କାରବାରରେ ଲେଡି ମାଫିଆ; ସପ୍ତାହ ମଧ୍ୟରେ ଗିରଫ ହେଲେଣି ୫ ମହିଳା
ନିଜେ ଚାଲିବାରେ ଅକ୍ଷମ ହେଲେ ଚଲାଉଥିଲେ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟ
Ration Card: ଆଗାମୀ ୫ ମାସ ପାଇଁ ଫ୍ରି'ରେ ଦରକାର ରାସନ; ତେବେ ଫଟାଫଟ କରନ୍ତୁ ଏହି କାମ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି
ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ
ଦରମା ୮୫୦୦ ହେଲେ ଅମାପ ସମ୍ପତ୍ତିର ମାଲିକ; ଆଗାମୀ ୨ ଦିନ ପର୍ଯ୍ୟନ୍ତ ଚାଲିବ ରେଡ଼
ମହଙ୍ଗା ପଡ଼ିଲା ରାଲି ନାଁରେ ହିଂସାକାଣ୍ଡ; ଗିରଫ ହେଲେ ଡ୍ରାଇଭର ମହାସଂଘର ୨ ଡ୍ରାଇଭର
ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି
ହିନ୍ଦୁ ସୁରକ୍ଷାର ସଂକଳ୍ପ ପାଇଁ ଆରମ୍ଭ ହେବ ହିନ୍ଦୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ
କୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା; ଆପଣେଇଛନ୍ତି ବିରାଟଙ୍କ ଷ୍ଟାଇଲ
ନବ ନିର୍ବାଚିତ ମେୟର ଓ ପୌରାଧକ୍ଷଙ୍କୁ ପାଠ ପଢ଼ାଇଲେ CM ନବୀନ ପଟ୍ଟନାୟକ
ହାତୀଙ୍କ ପାଇଁ ତିଆରି ହେବ ଓଭରପାସ; ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଜଙ୍ଗଲ ଓ ରେଳ ବିଭାଗ
୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜନୈତିକ ଦଳ
ପୁରୀ ବୋମାମାଡ ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଲାଗିପଡ଼ିଛି ପୋଲିସ
Shani Jayanti: ଶନି ଜୟନ୍ତୀରେ ରାଶି ଅନୁସାରେ କରନ୍ତୁ ଦାନ; ସଫଳ ହେବ କାମ
Modi@8 ମୟୁର ହ୍ଯାଟ୍ଠୁ ନେଇ କଲରଫୁଲ୍ ପଗଡି଼; ସବୁଥିରେ ଛାଇଛି ମୋଦିଙ୍କ ଯାଦୁ
SBIରୁ ନେଇ ICICI ପର୍ଯ୍ୟନ୍ତ; ବ୍ୟାଙ୍କ ଲକର ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଜାଣନ୍ତୁ