Questions & Answers: ଅନେକ ଲୋକ ଜାଣିନାହାଁନ୍ତି ଏହି ପ୍ରଶ୍ନର ଉତ୍ତର; ଆପଣ ଜାଣିଛନ୍ତି କି?

IAS Questions & Answers: ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର। ଯାହା IAS ପରୀକ୍ଷାରେ ଅନେକ ଥର ପ୍ରାର୍ଥୀଙ୍କୁ ପଚାରାଯାଇଛି। ଦେଖିବା ଆପଣ କେତେଟାର ଦେଉଛନ୍ତି ସଠିକ ଉତ୍ତର।

ଅନେକ ଲୋକ ଜାଣିନାହାଁନ୍ତି ଏହି ପ୍ରଶ୍ନର ଉତ୍ତର

ଅନେକ ଲୋକ ଜାଣିନାହାଁନ୍ତି ଏହି ପ୍ରଶ୍ନର ଉତ୍ତର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

IAS Questions & Answers: ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର। ଯାହା ସାଧାରଣ ପରୀକ୍ଷାଠୁ ନେଇ IAS ପରୀକ୍ଷାରେ ଅନେକ ଥର ପ୍ରାର୍ଥୀଙ୍କୁ ପଚାରାଯାଇଛି। କିଛି ପ୍ରାର୍ଥୀ ସଠିକ ଉତ୍ତର ଦେଇ ସଫଳତା ଅର୍ଜନ କରିପାରିଛନ୍ତି ତ ଆଉ କିଛି ଫେଲ୍ ମାରିଛନ୍ତି। ତାହାଲେ ଆସନ୍ତୁ ଆଜି କରିବା ଆପଣଙ୍କ ବୁଦ୍ଧିର ପରୀକ୍ଷା।

ଦେଖିବା କେତେ ପ୍ରଶ୍ନର ଉତ୍ତର ଅଛି ଆପଣଙ୍କ ପାଖରେ। ଏଥିରେ ଆପଣ ପାସ୍ ହେଉଛନ୍ତି ନା ଫେଲ୍ ମାରୁଛନ୍ତି। ହେଲେ ପ୍ରଶ୍ନ ପଢ଼ିବା ପରେ ଉତ୍ତର ନ ଦେଖି ନିଜ ଜବାବ ଦେବାକୁ ଚେଷ୍ଟା କରନ୍ତୁ।

୧- ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକ ଗୀତ ଗାଇବା ଆରମ୍ଭ କରନ୍ତି?

ଉତ୍ତର- ଜନ୍ମଦିନ କେକ୍‌କୁ

୨- ପୃଥିବୀକୁ ପହଞ୍ଚିବା ପାଇଁ ସୂର୍ଯ୍ୟ କିରଣ କେତେ ସମୟ ନେଇଥାଏ?

ଉତ୍ତର- ୫୦୦ ସେକେଣ୍ଡ୍

୩- ଫୁଲ ପରି ସେ ଅନେକ ଫୁଲ ରାତିରେ ଝଲକେ ଦିନରେ ନାହିଁ?

ଉତ୍ତର- ତାରା

୪- ଭାରତ କେବେ ଏବଂ କେଉଁଠାରେ ପ୍ରଥମ ପରମାଣୁ ପରୀକ୍ଷା କରିଥିଲା?

ଉତ୍ତର- ୧୯୪୭ ମେ ୧୪ ପୋଖରାନରେ (ରାଜସ୍ଥାନ)

୫- ଆବୁ ଆବୁକା ମୋଟା ଚମଡା ପାଣିରେ ମୋର ଘର ଭୂଇଁରେ ଶୁଏ ଗୋଡେଇ ଖାଏ ସଭିଙ୍କ ମନରେ ଡର?

ଉତ୍ତର- କୁମ୍ଭୀର

୬- କମ୍ପ୍ୟୁଟରର କେଉଁ ଅଂଶ ଆମେ ସ୍ପର୍ଶ କରିପାରିବା?

ଉତ୍ତର- ହାର୍ଡୱେର୍

୭- ତାହା କେଉଁ ଜିନିଷ ଯାହାକୁ ଝିଅମାନେ କେବଳ ବର୍ଷକୁ ଥରେ କିଣିଥାନ୍ତି?

ଉତ୍ତର- ରାକ୍ଷୀ

୮- କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ ଉତ୍କୃଷ୍ଟ ଗ୍ୟାସ୍ କ’ଣ?

ଉତ୍ତର- ରେଡାନ୍

୯- ନୂଆ ନୂଆ ଭାରି ଆଦର ନୂଆରୁ ପୁରୁଣା ହେଲେ ତୁଠ ପଥର?

ଉତ୍ତର- ନୂଆକରି ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ।

୧୦. ମୋନାଜାଇଟ୍ ବାଲିରେ କେଉଁ ଖଣିଜ ପଦାର୍ଥ ମିଳିଥାଏ?

ଉଚ୍ଚର-ଥୋରିୟମ୍

୧୧- ଘରେ ନ ପଶୁଣୁ ବାଜିଲା ଚାଳ ଆଉ କି ରହିବ ମୁଣ୍ଡରେ ବାଳ?

ଉତ୍ତର- କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖାଦେବା

୧୨- ଶରୀରର ସବୁଠାରୁ ବଡ଼ ଏଣ୍ଡୋକ୍ରାଇନ୍ ଗ୍ରନ୍ଥି କେଉଁଟି?

ଉତ୍ତର- ଥାଇରଏଡ୍

୧୩- ଆଶା କରିଥିଲି ତତେ କାଉକୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ?

ଉତ୍ତର- ସ୍ବାର୍ଥ ପାଇଁ ଠକିଦେଇ ଯିବା

୧୪- କଣ ଦାନ କଲେ ବଢ଼ିଥାଏ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର- ବିଦ୍ୟା ବା ଜ୍ଞାନ

୧୫- ମୋନାଜାଇଟ୍ ବାଲିରେ କେଉଁ ଖଣିଜ ପଦାର୍ଥ ମିଳିଥାଏ?

ଉତ୍ତର- ଥୋରିୟମ୍

୧୬- ଏମିତି କଣ ଅଛି ଯାହାକୁ ଝିଅମାନେ ଦେଖେଇକି ବୁଲନ୍ତି ପୁଅମାନେ ଲୁଚେଇକି ବୁଲନ୍ତି?

ଉତ୍ତର- ପର୍ସ

୧୭- ଦୁନିଆର ସବୁଠାରୁ ବଡ଼ ସ୍ତନ୍ୟପାୟୀ ପ୍ରାଣୀ କେଉଁ?

ଉତ୍ତର- ବାଘ

୧୮- ପାଣିରୁ ଜନମ ପାଣି ଛୁଏଁନି ଛୁଇଁ ଦେଲେ ତାକୁ ମୁଁ ରୁହେନି?

ଉତ୍ତର- ଲୁଣ

୧୯. କିଏ ରକ୍ତ ଗ୍ରୁପ ଆବିଷ୍କାର କରିଥିଲେ?

ଉତ୍ତର- ଲ୍ୟାଣ୍ଡ ସ୍କ୍ରିନର୍

୨୦- ହାତ ଅଛି ଗୋଡ ନାହିଁ ନାହିଁ ତାର ମଥା ମଣିଷକୁ ଗିଳି ଦଉଛି ଏ କି ବିଚିତ୍ର କଥା?

ଉତ୍ତର- ଟି-ସାର୍ଟ (T-Shirt)

୨୧. ଆଲୁମିନିୟମର ମୁଖ୍ୟ ପଥର କ’ଣ?

ଉତ୍ତର- ବକ୍ସାଇଟ୍

୨୨- ଏମିତି ଏକ ସ୍ଥାନ କୁହନ୍ତୁ ଯେଉଁଠି ଧନୀ ହେଉକି ଗରିବ ଗିନା ଧରି ଛିଡ଼ା ହୁଅନ୍ତି?

ଉତ୍ତର- ଗୁପଚୁପ୍ ଷ୍ଟାଣ୍ଡ

୨୩. ପ୍ରଥମ କୃତ୍ରିମ ଉପଗ୍ରହ କେଉଁଟି ଥିଲା?

ଉତ୍ତର- ସ୍ପୁଟନିକ୍ -୧

୨୪- କେତେବେଳେ ପିଏ କଳା କେତେବେଳେ ପିଏ ନାଲି ପେଟ ଶୁଖିଗଲେ ଆଉ ନପାରଇ ଚାଲି?

ଉତ୍ତର- କଲମ

୨୫. କେଉଁ ଉପକରଣ ଦ୍ୱାରା ଯାନ୍ତ୍ରିକ ଶକ୍ତି ବଦୁତିକ ଶକ୍ତିରେ ରୂପାନ୍ତରିତ ହୁଏ?

ଉତ୍ତର- ଡାଇନାମୋ

୨୬- ଗରମ ପାଇଲେ ଆକାଶେ ଉଡ଼େ ଶୀତଳ ପାଇଲେ ତଳକୁ ଖସେ?

ଉତ୍ତର- ବାଷ୍ପ

୨୭. ଏକ କମ୍ପ୍ୟୁଟରର ଅସ୍ଥାୟୀ ସ୍ମୃତି କ’ଣ?

ଉତ୍ତର- ରେମ -ରେଣ୍ଡମ ଏମେମୋରି

୨୮- ଟୋକିର ମୁଣ୍ଡ ଲାଣ୍ଡିଆ ବଣ ନଥାଇ ମୁଣ୍ଡିଆ?

ଉତ୍ତର- ପାହାଡ

୨୯. ରିଚ୍ଟର ସ୍କେଲ ଦ୍ୱାରା କ’ଣ ମାପ କରାଯାଏ?

ଉତ୍ତର- ଭୂକମ୍ପ ତୀବ୍ରତା

୩୦- ଗଛ ଲଗେଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ?

ଉତ୍ତର- ଭେଣ୍ଡି

୩୧-କେଉଁ ଧାତୁ ଭୂମିରେ ଅଧିକ?

ଉତ୍ତର- ଆଲୁମିନିୟମ୍

୩୨- କାଦୁଅରେ ଗଡା ପଡ଼ା ଆଠଗୋଟି ଗୋଡ଼ ତାର ଦୁଇ ଗୋଡ଼ ପାଙ୍କୁଡ଼ା?

ଉତ୍ତର- କଙ୍କଡା

୩୩. କେଉଁ ଗ୍ରହକୁ ସନ୍ଧ୍ୟା ତାରା କୁହାଯାଏ?

ଉତ୍ତର- ଶୁକ୍ର

୩୪- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହି କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ?

ଉତ୍ତର- ଅନ୍ଧ ଲୋକର ବାଡି

୩୫- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ?

ଉତ୍ତର- Mulberry

୩୬- ସ୍ବାମୀ ସ୍ତ୍ରୀକୁ ଦିଏ କିନ୍ତୁ ସ୍ତ୍ରୀ ସ୍ୱାମୀକୁ ଦିଏ ନାହିଁ ତାହା କଣ?

ଉତ୍ତର- Surename

୩୭- ବାୟୁମଣ୍ଡଳର ସର୍ବନିମ୍ନ ପୃଷ୍ଠକୁ କ’ଣ କୁହାଯାଏ?

ଉତ୍ତର- ଟ୍ରପୋସଫିସର

୩୮- ୧ ଡିଗ୍ରୀ ଦ୍ରାଘିମା ଘୂର୍ଣ୍ଣନ କରିବାକୁ ପୃଥିବୀ କେତେ ସମୟ ନେଇଥାଏ?

ଉତ୍ତର- ୪ ମିନିଟ୍

୩୯- କିଏ ପ୍ୟାରିସର ପ୍ଲାଷ୍ଟର ତିଆରି କରେ?

ଉତ୍ତର- ଜିପସମ୍

୪୦. ମାଛ କେଉଁ ସାହାଯ୍ୟରେ ନିଶ୍ୱାସ ନିଏ?

ଉତ୍ତର- ଗିଲ୍ସ

୪୧- ସବୁଜ ଉଦ୍ଭିଦ ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରିବାର ପ୍ରକ୍ରିୟା କ’ଣ?

ଉତ୍ତର- ଫଟୋସ

୪୨- କେଉଁ ପ୍ରକ୍ରିୟା ଦ୍ୱାରା କ୍ଷୀରରୁ କ୍ରିମ୍ ତିଆରି ହୁଏ?

ଉତ୍ତର- ସେଣ୍ଟ୍ରିଫୁଗୁଲ୍ ଫୋର୍ସ
Published by:Lipina Das
First published: