ଆପଣଙ୍କ ପାଖରେ ଏହି ପ୍ରକାର ୧୦ ଟଙ୍କିଆ ନୋଟ୍ ଅଛି ତେବେ ଆଜି ହିଁ ମିଳିବ ୨୫ ହଜାର; କେବଳ ଘରେ ବସି ଏହି କାମ କରନ୍ତୁ

ଯଦି ଆପଣଙ୍କ ପାଖରେ ପୁରୁଣା ୧୦ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ରୋଜଗାର କରିପାରିବେ । ଏହାର ଗୋଟିଏ ନୋଟ୍ ବଦଳରେ ଆପଣଙ୍କୁ ୨୦ ରୁ ୨୫ ହଜାର ଟଙ୍କା ମିଳିପାରେ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ଅନଲାଇନରେ ବିକ୍ରି କରିପାରିବେ ।

ଆପଣଙ୍କ ପାଖରେ ଏହି ପ୍ରକାର ୧୦ ଟଙ୍କିଆ ନୋଟ୍ ଅଛି ତେବେ ଆଜି ହିଁ ମିଳିବ ୨୫ ହଜାର; କେବଳ ଘରେ ବସି ଏହି କାମ କରନ୍ତୁ
ଯଦି ଆପଣଙ୍କ ପକ୍ଷରେ ପୁରୁଣା ୧୦ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ରୋଜଗାର କରିପାରିବେ ।
  • News18 Odia
  • Last Updated: October 18, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ମଧ୍ୟ କରୋନା ସଙ୍କଟରେ ଟଙ୍କା ରୋଜଗାର କରିବାର ସୁଯୋଗ ଖୋଜୁଛନ୍ତି । ତେବେ ଘରେ ବସି ୨୫ ହଜାର ଟଙ୍କା ରୋଜଗାର କରିବାର ସୁଯୋଗ ଅଛି ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଆପଣ କେବଳ ଗୋଟିଏ ୧୦ ଟଙ୍କିଆ ନୋଟ୍ ରହିବା ଉଚିତ୍ ... ଓ ୨୫ ହଜାର ଟଙ୍କା ଆପଣଙ୍କର ହେବ । ଜାଣନ୍ତୁ ଆପଣଙ୍କୁ କେଉଁ ପ୍ରକାର ୧୦ ଟଙ୍କିଆ ନୋଟ୍ ଦରକାର ଓ ଆପଣ କିପରି ରୋଜଗାର କରିପାରିବେ ।

ଗୋଟିଏ ନୋଟ୍ ଆପଣଙ୍କୁ ଧନୀ କରିବ
ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ୍ ମିଳୁଛି କିନ୍ତୁ ପୁରୁଣା ନୋଟ୍ ବଜାରରୁ ଅଦୃଶ୍ୟ ହୋଇଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ପୁରୁଣା ୧୦ ଟଙ୍କା ନୋଟ୍ ଅଛି ତେବେ ଆପଣ ରୋଜଗାର କରିପାରିବେ । ଯେଉଁ 10 ଟଙ୍କିଆ ନୋଟ୍ ବିଷୟରେ ଆମେ କହୁଛୁ ତାହା ବହୁ ବର୍ଷ ପୂର୍ବେ ଭାରତରେ ଚାଲୁଥିଲା ।

କେଉଁ ନୋଟ୍ ?
ବ୍ରିଟିଶ ଭାରତରେ ଏପରି ଅନେକ ନୋଟ୍ ଚାଲୁଥିଲା । ଯାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନଥିବେ । ଅଶୋକା ସ୍ତମ୍ଭ ପ୍ରଥମ ୧୦ ଟଙ୍କିଆ ନୋଟରେ ରହିଆସୁଥିଲା । ୩ ମୁଖର ସିଂହର ଏହି ନୋଟ୍ ବର୍ତ୍ତମାନ ବିରଳ, କିନ୍ତୁ ଯଦି ଆପଣଙ୍କର ଏହି ନୋଟ୍ ଅଛି, ତେବେ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ ।

ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼

କେତେ ଟଙ୍କା ମିଳିବ ?
ଏହାର ଗୋଟିଏ ନୋଟ୍ ପାଇଁ ଆପଣ ୨୦ ରୁ ୨୫ ହଜାର ଟଙ୍କା ପାଇପାରିବେ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ଅନଲାଇନରେ ବିକ୍ରି କରିପାରିବେ ।

ଏହା ବି ପଢ଼ନ୍ତୁ | ଅପରାଜିତାଙ୍କ ଅଫିସ୍ ସିଲିଂ: ସୁର ରାଉତରାୟ କହିଲେ, ‘‘ସେ ନାଚିଲେ, ଗାଇଲେ, କ’ଣ ଭାସିଗଲା ସେଇଠୁ?’’

ଆପଣ ଏହି ନୋଟ୍ ଗୁଡିକ କେଉଁଠାରେ ବିକ୍ରି କରିପାରିବେ
ଏହି ନୋଟ୍ ଗୁଡିକ ଘରେ ରହି ଇଣ୍ଡିଆ ମାର୍ଟ, ଶପ୍ କ୍ଲୁସ୍ ଓ ମାରୁଧର ଆର୍ଟରେ ଭଲ ମୂଲ୍ୟରେ ବିକ୍ରି ହୋଇପାରିବ । ଏହି ପ୍ଲାଟଫର୍ମଗୁଡିକରେ ମଧ୍ୟ, ଆପଣ ଏହି ନୋଟ୍ ପାଇଁ ଏକ ବଡ଼ ଅର୍ଥ ପାଇବେ । ଏହି କମ୍ପାନୀର ସାଇଟ୍ ଭିଜିଟ କରି ଆପଣ ଏହି ନୋଟ୍ ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ୨୫ ହଜାର ଟଙ୍କା ପାଇବେ ।



୧୯୪୩ ମସିହାରେ ଜାରି ହୋଇଥିଲା ଏହି ନୋଟ୍
ଏହି ନୋଟ୍ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ୧୯୪୩ ମସିହାରେ ଜାରି କରାଯାଇଥିଲା । ଏହି ନୋଟ୍ ଉପରେ ଭାରତୀୟ ସିଡି ଦେଶମୁଖଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ୧୦ ଟଙ୍କାର ଏହି ପୁରୁଣା ନୋଟରେ ଗୋଟିଏ ପାର୍ଶ୍ୱରେ ଅଶୋକା ସ୍ତମ୍ଭ ଓ ଅନ୍ୟ ପଟେ ଗୋଟିଏ ଡଙ୍ଗା ଅଛି । ଓ ଏହି ନୋଟର ପଛ ପଟେ ଉଭୟ ପାର୍ଶ୍ୱରେ ୧୦ ଟଙ୍କା ଇଂରାଜୀରେ ଲେଖାଯାଇଛି ।
Published by: Jagdish Barik
First published: October 18, 2020, 3:39 PM IST
corona virus btn
corona virus btn
Loading