୧୨ ଜିବି ରାମ ସହ ଆସୁଛି ବିଶ୍ବର ପ୍ରଥମ ଫୋନ୍ OnePlus 8 Pro, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

ଓ୍ବାନପ୍ଲସର ଏହି ନୂଆ ୧୨ଜିବି ସ୍ମାର୍ଟ ଫୋନରେ ଗ୍ରାହକଙ୍କ ଲାଗି ଅନେକ ପ୍ରକାର ଫିଚର ରହିଛି । ଜାଣନ୍ତୁ କଣ ରହିଛି ଏହାର ଫିଚର ସମ୍ପର୍କରେ ।

୧୨ ଜିବି ରାମ ସହ ଆସୁଛି ବିଶ୍ବର ପ୍ରଥମ ଫୋନ୍ OnePlus 8 Pro, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ
ପତୀକାତ୍ମକ ଫଟୋ
  • News18 Odia
  • Last Updated: January 16, 2020, 2:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଓ୍ବାନପ୍ଲସ ଜଲଦି ନିଜର ନୂଆ ସ୍ମାର୍ଟ ଫୋନ 8Pro ଆଣିବାକୁ ପ୍ରସ୍ତୁତି ଚଳାଇଛି । ଏହି ଫୋନରେ ପ୍ରଥମ କରି ୧୨ଜିବି ରାମ ରହିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ସ୍ମାର୍ଟ ଫୋନ ଶ୍ରେଣୀରେ ସବୁଠୁ ଅଧିକ ରାମ ଅଟେ । ଏହି  ଫୋନରେ ଗିକବେଞ୍ଚ ଲିଷ୍ଟିଂ ଅନୁସାରେ ଏହା ଜଣାପଡ଼ିଛି କି ଏଥିରେ ଆଣ୍ଡ୍ରୋଏଡ ୧୦ ସହ କ୍ବାଲକମ୍ ସ୍ନାପଡ୍ରାଗ ୮୬୫ ପ୍ରୋସେସର ରହିବ । ଏହାଛଡ଼ା ସ୍ମାର୍ଟ ଫୋନରେ ସୁପର ସ୍ମଥ ୧୨୦ଏଚଜେଡ ଡିସପ୍ଲେ ଦିଆଯାଇଛି । ରିପୋର୍ଟ ଅନୁସାରେ ଫୋନରେ ପଞ୍ଚହୋଲ ଯୁକ୍ତ ଫ୍ରଣ୍ଟ କ୍ୟାମେରା ସହିତ ଫୁଲ୍ ସ୍କ୍ରିନ୍ ଡିଜାଇନ ଯେଉଁଥିରେ ୬.୬୫ ଇଞ୍ଚର ଫ୍ଲଇଡ ଡିସପ୍ଲେ ଦିଆଯାଇଛି । ଓ୍ବାନପ୍ଲସ ୮ପ୍ରୋର ଏକ ପ୍ରୋଟ ଟାଇପ ହାଲକୁ ନିକଟେ ଦେଖାଯାଇଥିଲା ଯେଉଁଥିରେ ଡୁଆଲ ପଞ୍ଚ ହଲ ଡିସପ୍ଲେ ସହିତ ଓ୍ବାନପ୍ଲସ ପ୍ରୋ ଭଳି ଏକ କ୍ବାର୍ଡ଼ ଡିସପ୍ଲେ ଦିଆଯାଇଛି ।

ଏହା ଛଡ଼ା ସାଓମି ମଧ୍ୟ  ବହୁତ ଜଲଦି ୧୨ଜିବି ବାଲା ସ୍ମାର୍ଟ ଫୋନ ଆଣିପାରେ । କେତେକ ରିପୋର୍ଟରେ କୁହାଯାଇଛି କି କମ୍ପନୀର ଏହି ଫୋନ ‘ବ୍ଲାକ ସାର୍କ-୩’ ହେବ ଯେଉଁଥିରେ ୫ଜି ଟେକ୍ନୋଲଜି ରହିବ ।

 

 
First published: January 16, 2020, 2:08 AM IST