ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଘରର ସବୁ ଝରକା ଓ କବାଟ ସେ ମହିଳା ବନ୍ଦ କରିଦେଇଥିଲେ । ଏତିକି ବେଳେ ଟିକି ଝିଅଟିର ଉଚ୍ଚ ସ୍ୱରର କାନ୍ଦ ଶୁଣିବା ପରେ ପଡ଼ୋଶୀମାନେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଲେ । ସେମାନେ ଅଳ୍ପ କିଛି ମିନିଟରେ ଆସି ପହଞ୍ଚିଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ / ନୂଆ ଦିଲ୍ଲୀ: ପିଲାମାନେ ଯେ ନିଜ ପିତାମାତାଙ୍କ ଜୀବନ ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଜଣେ ମହିଳା ନିଜ ଜୀବନ ଉପରେ ବିତୃଷ୍ଣ ହୋଇ ଆତ୍ମହତ୍ୟା କରିବାକୁ ସବୁ ଆୟୋଜନ କରିସାରିଥିଲେ । ଆଉ ଗୋଟିଏ ମିନିଟ ପରେ ହୁଏତ ସେ ଆଉ ଏ ଦୁନିଆରେ ନ ଥାନ୍ତେ । ହେଲେ ନିଜ କୁନି ଝିଅଟି ଯୋଗୁଁ ତାଙ୍କ ପ୍ରାଣ ରକ୍ଷା ହୋଇଛି ।

ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଘଟିଛି । ନୱି ମୁମ୍ବାଇରେ ତିନି ବର୍ଷର କୁନି ପିଲାଟି କାନ୍ଦି ଉଠିବାରୁ (kids crying) ତା’ ମା’ଙ୍କ ଜୀବନ ରକ୍ଷା ହୋଇଯାଇଥିଲା । ଝିଅଟିର ମା’ ନିଜକୁ ଫାଶି ଲଗାଇବାକୁ ଯାଉଥିଲେ । ଠିକ୍‌ ସେତିକି ବେଳେ ତାଙ୍କର ତିନି ବର୍ଷର ଝିଅଟି କାନ୍ଦିବାକୁ ଲାଗିଲା ।

ଘରର ସବୁ ଝରକା ଓ କବାଟ ସେ ମହିଳା ବନ୍ଦ କରିଦେଇଥିଲେ । ଏତିକି ବେଳେ ଟିକି ଝିଅଟିର ଉଚ୍ଚ ସ୍ୱରର କାନ୍ଦ ଶୁଣିବା ପରେ ପଡ଼ୋଶୀମାନେ ସଚେତନ ହେଲେ ଓ ସେମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଲେ । ସମୟ ଥିବା ବେଳେ ସେମାନେ ସେଠି ପହଞ୍ଚିଥିଲେ ଓ ମହିଳାଙ୍କୁ ଓହ୍ଲାଇ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ ।

ଲିଭିଂ ରୁମରେ କାନ୍ଦୁଥିଲା ଝିଅଟି

ଖବର ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସକୁ ଏକ କଲ୍‌ ଆସିଲା ​​ଯେଉଁଥିରେ କୁହାଯାଇଥିଲା ଯେ ଗୋଟେ ଫ୍ଲାଟରୁ ଏକ କୁନି ପିଲାର କାନ୍ଦିବାର ଶବ୍ଦ ଆସୁଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଝିଅଟି ଲିଭିଂ ରୁମରେ କାନ୍ଦୁଥିଲା ।

ପୋଲିସ୍‌ ଅଧିକାରୀ ଜଣକ ଝିଅଟିକୁ ଉଠେଇ କାଖେଇଲେ । ସେ ତାଙ୍କୁ ଶୋଇବା ଘର ଆଡ଼କୁ ଦେଖାଇ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ଯେତେବେଳେ ଝିଅଟି ଶୋଇବା ଘରକୁ ଦେଖାଇଲା, ପୋଲିସକୁ କିଛି ଗଡ଼ବଡ଼ ଲାଗିଲା ।

ପୋଲିସ କର୍ମଚାରୀମାନେ ବେଡ ରୁମର କବାଟ ଭାଙ୍ଗିଲେ

ପୋଲିସ୍‌ କର୍ମୀମାନେ ଯେତେବେଳେ ଶୋଇବା ଘରର କବାଟକୁ ଧକ୍କା ଦେଲେ, ତାହା ଭିତରୁ ବନ୍ଦ ହୋଇଥିବା ଜଣାପଡ଼ିଲା ।​ ଏହା ପରେ ସେମାନେ ଶୋଇବା ଘରର କବାଟ ଭାଙ୍ଗିଥିଲେ । କବାଟ ଭାଙ୍ଗିବା ମାତ୍ରେ ପୋଲିସ କର୍ମଚାରୀମାନେ ଦେଖିଥିଲେ ଯେ ଝିଅଟିର ମା’ ଫ୍ୟାନ୍‌ରେ ଝୁଲୁଛନ୍ତି। ଯେତେବେଳେ ମହିଳାଙ୍କ ଶରୀରକୁ ଫାଶି ଦଉଡ଼ିରୁ ଅଲଗା କରାଗଲା, ପୋଲିସ୍‌ କର୍ମୀମାନେ ଦେଖିଲେ ଯେ ତାଙ୍କର ନିଶ୍ୱାସ ଚାଲୁଥିଲା । ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍ ମହିଳାଙ୍କୁ ଖୁବ୍‌ ଶୀଘ୍ର ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ ।

ମହିଳା କାହିଁକି ଏପରି ପଦକ୍ଷେପ ନେଲେ?

ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ଏହି ଫ୍ଲାଟରେ ନିଜ ତିନି ବର୍ଷର ଝିଅ ସହିତ ରହୁଥିଲେ । ତାଙ୍କ ସ୍ୱାମୀ ମୁମ୍ବାଇ ବାହାରେ କାମ କରନ୍ତି । ତେବେ ସେ କାହିଁକି ଏମିତି ପଦକ୍ଷେପ ନେଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେହି ମହିଳାଙ୍କ ପରିସ୍ଥିତି ବର୍ତ୍ତମାନ ହସପିଟେଲରେ ଠିକ୍‌ ହୋଇଆସୁଛି । ପୋଲିସ୍‌ ଏହି ମାମଲାର ତଦନ୍ତ ଜାରି ରଖିଛି ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: