Money Mantra; କଣ ଅଛି ଆପଣଙ୍କ ଭାଗ୍ୟରେ; ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜି କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ଏବଂ କଣ ରହିଛି ଶୁଭ ରଙ୍ଗ ।

ପଢ଼ନ୍ତୁ ଆଜିର ରାଶିଫଳ

ପଢ଼ନ୍ତୁ ଆଜିର ରାଶିଫଳ

  • Share this:
News 18 Odia Digital

17 August 22 Money Mantra

Bhoomika kalam

ଜାଣନ୍ତୁ ଆଜି କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି ଏବଂ କଣ ରହିଛି ଶୁଭ ରଙ୍ଗ

ମେଷ: ଶାରୀରିକ ସମସ୍ୟା ବଢିପାରେ। ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ ପାଇଁ ଟଙ୍କା ଋଣ କରିବାକୁ ପଡିପାରେ। ସମସ୍ୟା ହେତୁ କାର୍ଯ୍ୟ ପ୍ରଭାବିତ ମଧ୍ୟ ହୋଇପାରେ, ଯେଉଁ କାରଣରୁ ମାନସିକ ଚାପ ବୃଦ୍ଧି ପାଇବାର ଆଶଙ୍କା ଅଛି।

ଶୁଭ ସଂଖ୍ୟା: ୩
ଶୁଭ ରଙ୍ଗ: ଗୋଲାପି
ପ୍ରତିକାର: ଭୈରବ ମନ୍ଦିରରେ ନଡ଼ିଆ ଅର୍ପଣ କରନ୍ତୁ

ବୃଷ: ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଅଧିକ ଖର୍ଚ୍ଚ ହୋଇପାରେ । ସମୟ ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ଭବିଷ୍ୟତରେ ଅସୁବିଧା ବଢିପାରେ ।

ଶୁଭ ସଂଖ୍ୟା:୧
ଶୁଭ ରଙ୍ଗ: ଲାଲ
ପ୍ରତିକାର: ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ

ମିଥୁନ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିପାରେ, ଯେଉଁଥିପାଇଁ ଘରର ପରିବେଶ ଅଶାନ୍ତି ରହିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ସ୍ଥଗିତ କାର୍ଯ୍ୟଗୁଡ଼ିକ ବିଷୟରେ ଚିନ୍ତା ଲାଗି ରହିବ ।

ଶୁଭ ସଂଖ୍ୟା: ୭
ଶୁଭ ରଙ୍ଗ: ସବୁଜ
ପ୍ରତିକାର: ଗାଈମାନଙ୍କୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ

କର୍କଟ: ଚାକିରିରେ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଚିନ୍ତା କରନ୍ତୁ ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅନୁତାପ କରିବାକୁ ପଡିବ ।

ଶୁଭ ସଂଖ୍ୟା: ୨
ଶୁଭ ରଙ୍ଗ: ବାଇଗଣୀ
ପ୍ରତିକାର: ହଳଦିଆ ଖାଇବା ଜିନିଷ ଦାନ କରନ୍ତୁ

ସିଂହ: ଶାରୀରିକ ସମସ୍ୟା ହେତୁ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ଅଛି ।

ଶୁଭ ସଂଖ୍ୟା:୭
ଶୁଭ ରଙ୍ଗ: ନୀଳ
ପ୍ରତିକାର: କୃଷ୍ଣ ମନ୍ଦିରରେ ବଂଶୀ ଅର୍ପଣ କରନ୍ତୁ

କନ୍ୟା: କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ କରିବେ, ଯାହାର ଫଳାଫଳ ଭବିଷ୍ୟତରେ ସୁଖଦ ହେବ । ସ୍ୱାସ୍ଥ୍ୟରେ ଉନ୍ନତିର ସମ୍ଭାବନା ରହିବ; ଆପଣ କୌଣସି କ୍ରୋନିକ ରୋଗରୁ ମୁକ୍ତି ପାଇପାରିବେ ।

ଶୁଭ ସଂଖ୍ୟା: ୫
ଶୁଭ ରଙ୍ଗ: ହଳଦିଆ
ପ୍ରତିକାର: ହନୁମାନ ଚାଳିଶା ପଢନ୍ତୁ

ତୁଳା: କାର୍ଯ୍ୟରେ ସଫଳ ହେବେ ଏବଂ ଆପଣଙ୍କ ମନୋବଳ ବଢିବ । ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ଅଛି । ପୁରୁଣା ସାଙ୍ଗମାନଙ୍କୁ ଆଜି ଦିନରେ ଭେଟି ପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖମୟ ରହିବ ।

ଶୁଭ ସଂଖ୍ୟା: ୪
ଶୁଭ ରଙ୍ଗ: ମାଟିଆ
ପ୍ରତିକାର: ଶିବଙ୍କୁ ପୂଜା କରନ୍ତୁ

ବିଛା:ନବ୍ୟବସାୟ କାରବାରରେ ଲାଭ ମିଲିବ । ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ଏକାଥରକେ ଦୁଇଟି ଜିନିଷ କରନ୍ତୁ ନାହିଁ । ପରିବାରରେ ଏକ ଉତ୍ସବର ପରିବେଶ ରହିବ ।

ଶୁଭ ସଂଖ୍ୟା: ୨
ଶୁଭ ରଙ୍ଗ:
ପ୍ରତିକାର: ବଦମାନଙ୍କ ଆଶୀର୍ବାଦ ନିଅନ୍ତୁ

ଧନୁ: ଶାରୀରିକ ସମସ୍ୟା ବଢ଼ିପାରେ । ଅଟକି ରହିଥିବା କାର୍ଯ୍ୟ ବିଷୟରେ ଚିନ୍ତା କରିବା ସ୍ୱାଭାବିକ । ଆର୍ଥିକ କ୍ଷତି ହୋଇପାରେ, ସାବଧାନ ରୁହନ୍ତୁ ।

ଶୁଭ ସଂଖ୍ୟା: ୭
ଶୁଭ ରଙ୍ଗ: ଧଳା
ପ୍ରତିକାର: ୧୦୮ ଥର 'ଓମ୍ ନମଃ ଶିବାୟ' ଜପ କରନ୍ତୁ।

କୁମ୍ଭ: ଆପଣଙ୍କ ରୁଟିନ୍ ରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ଆଜିର ଦିନରେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନ ହେବ । ପ୍ରିୟଜନଙ୍କ ସହିତ ଭଲ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ ।

ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା:୫
ପ୍ରତିକାର:ଦେବୀ ସରସ୍ୱତୀଙ୍କୁ ପୂଜା କରନ୍ତୁ

ମୀନ: ସମସ୍ତଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତୁ । ପରିବର୍ତ୍ତନ ବିଷୟରେ ଚିନ୍ତା କରିପାର । ଭାଇମାନଙ୍କ ମଧ୍ୟରେ କିଛି ବିଷୟରେ ଟେନସନ ବଢ଼ିପାରେ । ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ସହଜରେ ପୁନରୁଦ୍ଧାର ହୋଇପାରିବ ।

ଶୁଭ ସଂଖ୍ୟା: ୮
ଶୁଭ ରଙ୍ଗ: ଗୋଲାପି
ପ୍ରତିକାର: ଧଳା ଜିନିଷ ଦାନ କରନ୍ତୁ
Published by:Soumyashree Mishra
First published: