Today Horoscope: କେମିତି କଟିବ ଆଜି ଆପଣଙ୍କ ଦିନ; ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ'ଣ ସୂଚନା ଦେଉଛନ୍ତି ସିତାରା ୱେଲନେସ୍ ଷ୍ଟୁଡିଓର ପ୍ରତିଷ୍ଠାତା ପୂଜା ଚନ୍ଦ୍ରା।

ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ ବିଷୟରେ

ଜାଣନ୍ତୁ ଆଜିର ରାଶିଫଳ ଓ ଶୁଭ ସଙ୍କେତ ବିଷୟରେ

  • Share this:
News 18 Odia Digital

Puja Chandra

ମେଷ: ଆଜି ଆପଣଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ ହୋଇପାରେ । ଆଜି ଆପଣଙ୍କ ଖାଦ୍ୟ ଖାଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଧନ ସମ୍ୱନ୍ଧିତ କୌଣସି ବିବାଦ ଦେଖାଦେଇପାରେ ।

ଶୁଭ ସଙ୍କେତ: ଏକ ଜସ୍ମିନ୍ ଫୁଲ

ବୃଷ: ଆପଣଙ୍କ ଜଣେ ଘନିଷ୍ଠ ବନ୍ଧୁ ହୁଏତ କିଛି ଶୁଭ ଖବର ଆଣିପାରନ୍ତି । ଧ୍ୟାନରେ ରଖନ୍ତୁ ଯେ ଆପଣ ଯାହାକିଛି ସ୍ଥଗିତ ରଖିଛନ୍ତି ତାହା ବର୍ତ୍ତମାନ କାର୍ଯ୍ୟରେ ଆସିପାରେ ।

ଶୁଭ ସଙ୍କେତ: ଏକ ନୀଳ ବୋଟଲ

ମିଥୁନ: ଯଦି ଆପଣ ସାବଧାନ ରହିବେନି ତେବେ ଆପଣ ଏକ ମୂଲ୍ୟବାନ ଜିନିଷ ହରାଇ ପାରନ୍ତି । ଚାକିରି ପରିବର୍ତ୍ତନ କିମ୍ବା କାର୍ଯ୍ୟ ସ୍ଥାନରେ କିଛି ପରିବର୍ତ୍ତନ ଦେଖାଯିବ ।

ଶୁଭ ସଙ୍କେତ: ଏକ ଲୁହା ଟାୱାର

କର୍କଟ: ନିଜର ନକରାତ୍ମକ ଭାବନାକୁ ଉପରେ ନିଅନ୍ତ୍ରଣ ରଖନ୍ତୁ | ଆପଣଙ୍କ ପୁରୁଣା ଚିନ୍ତା ଧାରା ଆପଣଙ୍କ ପ୍ରଗତିରେ ବାଧା ହୋଇ ପାରେ।

ଶୁଭ ସଙ୍କେତ: ଏକ ନୀଳ ବସ୍ତୁ

ସିଂହ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି।

ଶୁଭ ସଙ୍କେତ: କଳା ସିପର୍

କନ୍ୟା: ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି। ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ। ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି।

ଶୁଭ ସଙ୍କେତ: ଫୁଲ ଗଛ

ତୁଳା: ଛାତ୍ର ମାନଙ୍କ ପାଇଁ ବହୁତ ଉତ୍ତମ ଦିନ | ସେମାନେ ପରୀକ୍ଷାରେ ବଢ଼ିଆ ପ୍ରଦର୍ଶନ କରିବେ।କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ।

ଶୁଭ ସଙ୍କେତ: ନୂଆ ଫୋନ

ବିଛା: ଆଜି ଦିନଟା ଖୁସିରେ ଭରା ରହିବ। ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ।

ଶୁଭ ସଙ୍କେତ: ଏକ ଛତା

ଧନୁ: ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି।

ଶୁଭ ସଙ୍କେତ: ଏକ ବାଛୁରୀ

ମକର: ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ।ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରିବାଠୁ ଦୁରେଇ ରୁହନ୍ତୁ।

ଶୁଭ ସଙ୍କେତ: ଏକ ନୀଳ କଭର୍

କୁମ୍ଭ: ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ।

ଶୁଭ ସଙ୍କେତ: ଏକ ଗ୍ଲାସ୍ ବଟଲ

ମୀନ: କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ। ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ।

ଶୁଭ ସଙ୍କେତ: ପୁସ୍ତକ ଦୋକାନ
Published by:Soumyashree Mishra
First published: