News 18 Odia Digital
Puja Chandra
ମେଷ: ଆଜି ଆପଣଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ ହୋଇପାରେ । ଆଜି ଆପଣଙ୍କ ଖାଦ୍ୟ ଖାଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଧନ ସମ୍ୱନ୍ଧିତ କୌଣସି ବିବାଦ ଦେଖାଦେଇପାରେ ।
ଶୁଭ ସଙ୍କେତ: ଏକ ଜସ୍ମିନ୍ ଫୁଲ
ବୃଷ: ଆପଣଙ୍କ ଜଣେ ଘନିଷ୍ଠ ବନ୍ଧୁ ହୁଏତ କିଛି ଶୁଭ ଖବର ଆଣିପାରନ୍ତି । ଧ୍ୟାନରେ ରଖନ୍ତୁ ଯେ ଆପଣ ଯାହାକିଛି ସ୍ଥଗିତ ରଖିଛନ୍ତି ତାହା ବର୍ତ୍ତମାନ କାର୍ଯ୍ୟରେ ଆସିପାରେ ।
ଶୁଭ ସଙ୍କେତ: ଏକ ନୀଳ ବୋଟଲ
ମିଥୁନ: ଯଦି ଆପଣ ସାବଧାନ ରହିବେନି ତେବେ ଆପଣ ଏକ ମୂଲ୍ୟବାନ ଜିନିଷ ହରାଇ ପାରନ୍ତି । ଚାକିରି ପରିବର୍ତ୍ତନ କିମ୍ବା କାର୍ଯ୍ୟ ସ୍ଥାନରେ କିଛି ପରିବର୍ତ୍ତନ ଦେଖାଯିବ ।
ଶୁଭ ସଙ୍କେତ: ଏକ ଲୁହା ଟାୱାର
କର୍କଟ: ନିଜର ନକରାତ୍ମକ ଭାବନାକୁ ଉପରେ ନିଅନ୍ତ୍ରଣ ରଖନ୍ତୁ | ଆପଣଙ୍କ ପୁରୁଣା ଚିନ୍ତା ଧାରା ଆପଣଙ୍କ ପ୍ରଗତିରେ ବାଧା ହୋଇ ପାରେ।
ଶୁଭ ସଙ୍କେତ: ଏକ ନୀଳ ବସ୍ତୁ
ସିଂହ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି।
ଶୁଭ ସଙ୍କେତ: କଳା ସିପର୍
କନ୍ୟା: ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି। ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ। ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି।
ଶୁଭ ସଙ୍କେତ: ଫୁଲ ଗଛ
ତୁଳା: ଛାତ୍ର ମାନଙ୍କ ପାଇଁ ବହୁତ ଉତ୍ତମ ଦିନ | ସେମାନେ ପରୀକ୍ଷାରେ ବଢ଼ିଆ ପ୍ରଦର୍ଶନ କରିବେ।କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ।
ଶୁଭ ସଙ୍କେତ: ନୂଆ ଫୋନ
ବିଛା: ଆଜି ଦିନଟା ଖୁସିରେ ଭରା ରହିବ। ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ।
ଶୁଭ ସଙ୍କେତ: ଏକ ଛତା
ଧନୁ: ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି।
ଶୁଭ ସଙ୍କେତ: ଏକ ବାଛୁରୀ
ମକର: ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ।ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରିବାଠୁ ଦୁରେଇ ରୁହନ୍ତୁ।
ଶୁଭ ସଙ୍କେତ: ଏକ ନୀଳ କଭର୍
କୁମ୍ଭ: ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ।
ଶୁଭ ସଙ୍କେତ: ଏକ ଗ୍ଲାସ୍ ବଟଲ
ମୀନ: କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ। ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ।
ଶୁଭ ସଙ୍କେତ: ପୁସ୍ତକ ଦୋକାନ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।