News 18 Odia Digital
Pooja Chandra
ମେଷ: ଆଜି ସନ୍ଧ୍ୟାରେ ଆପଣ ବାହରକୁ ବୁଲିବାକୁ ଯାଇପାରନ୍ତି। କାର୍ଯ୍ୟ ଚାପ ଶୀଘ୍ର ବଢ଼ିବାର ସମ୍ଭାବନା ଅଛି କିନ୍ତୁ ଭଲ ଭାବରେ ପରିଚାଳିତ ହେବ।
ଶୁଭ ସଙ୍କେତ - ଏକ ଚପଲ
ବୃଷ: ଯଦି ଆପଣ ଘରକୁ କୁଣିଆ ଡାକିବାକୁ ଭାବିଛନ୍ତି, ଆଜି ଏକ ଭଲ ଦିନ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।ଏକ ବ୍ୟବସାୟ ପ୍ରସ୍ତାବ ଆପଣଙ୍କ ନିକଟକୁ ଆସିପାରେ, ଏହା ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ।
ଶୁଭ ସଙ୍କେତ - ଏକ ହଳଦିଆ ନୀଳମଣି
ମିଥୁନ: ଆଜି ଆପଣଙ୍କ ଦିନର ଅଧିକାଂଶ ସମୟ ଭଲରେ କଟିବ। ଅଭିନବ ଯୋଜନାଗୁଡିକ ସୃଷ୍ଟି ହୋଇପାରେ ଏବଂ ସଫଳତା ମିଳିପାରେ। ଏହା ଉପରେ ଅଗ୍ରଗତି କରିବାକୁ ଆପଣଙ୍କ ଅନୁମୋଦନ ମଧ୍ୟ ରହିବ।
ଶୁଭ ସଙ୍କେତ - ଏକ କଳା କୁକୁର
କର୍କଟ: ଆପଣଙ୍କ ଜୀବନରେ ଏକ ନୂଆ ବନ୍ଧୁ ସହ ଭେଟ ହୋଇପାରେ ସେମାନଙ୍କୁ ସହ ବେଶି ମିଶନ୍ତୁ ନାହିଁ । କିଛି ବାହାର ଲୋକଙ୍କ କଥାବାର୍ତ୍ତା ଆପଣଙ୍କୁ ବିରକ୍ତ କରିପାରେ।
ଶୁଭ ସଙ୍କେତ - ଏକ ଦୀପ
ସିଂହ: ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା' ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ।
ଶୁଭ ସଙ୍କେତ: ରବର ଗଛ
କନ୍ୟା: କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ କରିବେ, ଯାହାର ଫଳାଫଳ ଭବିଷ୍ୟତରେ ସୁଖଦ ହେବ। ସ୍ୱାସ୍ଥ୍ୟରେ ଉନ୍ନତିର ସମ୍ଭାବନା ରହିବ।
ଶୁଭ ସଙ୍କେତ: ଏକ ରୂପା ଚାମଚ
ତୁଳା: ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ। ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ।
ଶୁଭ ସଙ୍କେତ - ଏକ ପଲିଥିନ୍
ବିଛା: ଆପଣଙ୍କୁ ଆପଣଙ୍କର ଅଭିବ୍ୟକ୍ତି ଦକ୍ଷତା ଉପରେ କାର୍ଯ୍ୟ କରିବାକୁ ପଡିପାରେ। ଆପଣ ଯାହା ଭାବିଥିବେ, ତାହା ହୁଏତ ସଂପୂର୍ଣ୍ଣ ଯୋଗାଯୋଗ ହୋଇନପାରେ।
ଶୁଭ ସଙ୍କେତ - ଏକ ତୂଳୀ
ଧନୁ: ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ।
ଶୁଭ ସଙ୍କେତ - ଏକ ସ୍ମରଣୀୟ ଫଟୋ
ମକର : ଯଦି ଆପଣ ଏକ ନୂତନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ଏହା ଉପଯୋଗୀ ହୋଇପାରେ। ଜଣେ ପୁରୁଣା ସମ୍ପର୍କୀୟ ଆପଣଙ୍କୁ ଭଲପାଇ ମନେ ରଖିପାରନ୍ତି। ବ୍ୟବସାୟୀମାନଙ୍କ କିଣିବା ଏବଂ ବିକ୍ରୟ କରିବା ପାଇଁ ଏକ ଭଲ ଦିନ।
ଶୁଭ ସଙ୍କେତ - ଏକ ପକ୍ଷୀ
କୁମ୍ଭ: କାର୍ଯ୍ୟରେ ଥିବା ସିନିୟରମାନେ ଆପଣଙ୍କ କାର୍ଯ୍ୟଦକ୍ଷତାକୁ ଚତୁରତାର ସହିତ ପ୍ରଶଂସା କରିପାରନ୍ତି। ଏକ ଅତିରିକ୍ତ ଦାୟିତ୍ଵ ଆପଣଙ୍କୁ ଦିନ ସାରା ବ୍ୟସ୍ତ ରଖିପାରେ। ନିଜକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ।
ଶୁଭ ସଙ୍କେତ: ଏକ ଟେବଲ
ମୀନ: ଆଗକୁ ଯୋଜନା କରିବାର ଦିନ। ଆଗକୁ ଏକ ବିସ୍ତାର ଯୋଜନା କରିବାକୁ ଆବଶ୍ୟକ କୌଶଳ ଶିଖନ୍ତୁ। ଆପଣ ଆଜି ଦିନରେ ବହୁତ୍ ପରିଶ୍ରମ ମଧ୍ୟ କରିପାରନ୍ତି। ଆଜି ଦିନରେ ଆପଣ ଜଣେ ବିଶ୍ୱସ୍ତ ବନ୍ଧୁଙ୍କଠାରୁ ପରାମର୍ଶ ନେବା ଭଲ।
ଶୁଭ ସଙ୍କେତ - ହୀରା ମୁଦି
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।