୨୫ ପଇସାର ଏହି ମୁଦ୍ରା ଆପଣଙ୍କୁ ବନାଇଦେବ ଧନୀ; ଘରେ ବସି ହୋଇଯିବେ ମାଲାମାଲ!

ଯଦି ଆପଣଙ୍କ ପାଖରେ ୨୫ ପଇସାର ଏହି ବିଶେଷ ମୁଦ୍ରା ଅଛି ତେବେ ଆପଣଙ୍କୁ ସିଧାସଳଖ ୧.୫ ଲକ୍ଷ ଟଙ୍କା ମିଳିବ । ଆପଣଙ୍କୁ କେବଳ ଏହି ପୁରାତନ ମୁଦ୍ରାର ଫଟୋ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ ।

୨୫ ପଇସାର ଏହି ମୁଦ୍ରା ଆପଣଙ୍କୁ ବନାଇଦେବ ଧନୀ; ଘରେ ବସି ହୋଇଯିବେ ମାଲାମାଲ!
୨୫ ପଇସାର ଏହି ମୁଦ୍ରା ଆପଣଙ୍କୁ ବନାଇଦେବ ଧନୀ
  • News18 Odia
  • Last Updated: October 21, 2020, 9:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଜି ଆପଣଙ୍କ ପାଖରେ ମୁଦ୍ରା ବିକ୍ରି କରି ରୋଜଗାର କରିବାର ଏକ ଭଲ ସୁଯୋଗ ଅଛି । ଏହି ମୁଦ୍ରା ଗୁଡ଼ିକ ମାଧ୍ୟମରେ ଆପଣ ସହଜରେ ଲକ୍ଷପତି ହୋଇପାରିବେ ... ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ କିଛି କରିବା ଆବଶ୍ୟକ ନାହିଁ । ଆପଣ ପାଖରେ କେବେଳ ଏହି ୨୫ ପଇସାର ବିଶେଷ ମୁଦ୍ରା ରହିବା ଉଚିତ୍ । ଯଦି ଆପଣଙ୍କର ମଧ୍ୟ ଏହା ଅଛି ତେବେ ଆପଣ ସିଧାସଳଖ ୧.୫ ଲକ୍ଷ ଟଙ୍କା ପାଇବେ । ଆପଣଙ୍କୁ ଏହି ଆଣ୍ଟିକ୍ ମୁଦ୍ରା ଫଟୋ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ । ଯାହା ପରେ ଲୋକମାନେ ଆପଣଙ୍କ ମୁଦ୍ରା ପାଇଁ ଟଙ୍କା ବିଡ୍ କରିବେ ଓ ଆପଣ ଏହି ମୁଦ୍ରାକୁ ଯାହାକୁ ଚାହିଁବେ ତାହାକୁ ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆପଣଙ୍କୁ ଜଣାଉଛୁ ଯେ କେଉଁ ପ୍ରକାର ୨୫ ପଇସା ମୁଦ୍ରା ଦରକାର ...ଓ ଆପଣ କିପରି ରୋଜଗାର କରିପାରିବେ-

କେଉଁ ମୁଦ୍ରା ବନାଇବା ଲକ୍ଷପତି?
ମିଡିଆ ରିପୋର୍ଟ ଅନୁଯାୟୀ ଇଣ୍ଡିଆ ମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଓ ନୋଟ୍ ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଛନ୍ତି ତେବେ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ଲକ୍ଷପତି କରିପାରେ । ଏଥିପାଇଁ ଆପଣଙ୍କୁ ୨୫ ପଇସା ସେହି ମୁଦ୍ରା ଦରକାର ଯାହା ରୂପା ରଙ୍ଗର ହେବା ଉଚିତ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

କେତେ ଟଙ୍କା ରୋଜଗାର କରିପାରିବେ?
ଏହି ମୁଦ୍ରାକୁ ନିଲାମରେ ବିକ୍ରି କରି ଆପଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହା ବ୍ୟତୀତ ଆପଣ ଏହି ମୁଦ୍ରାଗୁଡ଼ିକର ବିଡିଂ ସମୟରେ ମଧ୍ୟ ମୂଲଚାଲ କରିପାରିବେ ।

ଆପଣ ଏହି ମୁଦ୍ରାଗୁଡ଼ିକୁ କେଉଁଠାରେ ବିକ୍ରି କରିପାରିବେ?
ଜାଣି ରଖନ୍ତୁ ଯେ ଇଣ୍ଡିଆ ମାର୍ଟରେ ଏହି ନୋଟ୍ ଗୁଡିକ ଘରେ ବସି ଭଲ ମୂଲ୍ୟରେ ବିକ୍ରି ହୋଇପାରିବ । ଏହି ପ୍ଲାଟଫର୍ମଗୁଡିକରେ ମଧ୍ୟ ଆପଣ ଏହି ନୋଟ୍ ପାଇଁ ଏକ ବଡ଼ ମୂଲ୍ୟ ପାଇବେ । ଏହି କମ୍ପାନୀର ସାଇଟ୍ ପରିଦର୍ଶନ କରି ଆପଣ ଏହି ନୋଟ୍ ବିକ୍ରି କରିପାରିବେ । ଏହାର ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।

ଏହା ବି ପଢ଼ନ୍ତୁ | Viral: ଏହି ବ୍ୟକ୍ତି ମାଛିକୁ ମାରିବାକୁ ଯାଇ ନିଜ ଘରକୁ ବି ପୋଡ଼ି ଦେଲେ

ବୈଷ୍ଣୋ ଦେବୀଙ୍କ ୫ ଓ ୧୦ ଟଙ୍କା ମୁଦ୍ରା ମଧ୍ୟ ରୋଜଗାର କରନ୍ତୁ
ଯଦି ଆପଣଙ୍କର ମାତା ବୈଷ୍ଣୋ ଦେବୀଙ୍କର (Mata Vaishno Devi) ୫ ଓ ୧୦ ଟଙ୍କାର ମୁଦ୍ରା ଅଛି ତେବେ ଆପଣ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା । ମାତା ରାଣୀଙ୍କ ଛବି ଯୋଗୁଁ ଲୋକମାନେ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି । ମାତା ବୈଷ୍ଣୋ ଦେବୀଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଏ । ତେଣୁ ଲୋକମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।



ଏହି ନୋଟ୍ ବିକ୍ରୟ କରି ଆପଣ ୨୫ ହଜାର ଟଙ୍କା ରୋଜଗାର କରିପାରିବେ
ବ୍ରିଟିଶ ଭାରତରେ ଏପରି ଅନେକ ନୋଟ୍ ଚାଲୁଥିଲା ଯାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନଥିବେ । ଅଶୋକା ସ୍ତମ୍ଭ ପ୍ରଥମ ୧୦ ଟଙ୍କିଆ ନୋଟରେ ରହିଆସୁଥିଲା । ୩ ମୁଖର ସିଂହର ଏହି ନୋଟ୍ ବର୍ତ୍ତମାନ ବିରଳ କିନ୍ତୁ ଯଦି ଆପଣଙ୍କର ଏହି ନୋଟ୍ ଅଛି ତେବେ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ । ଏହାର ଗୋଟିଏ ନୋଟ୍ ପାଇଁ ଆପଣ ୨୦ରୁ ୨୫ ହଜାର ଟଙ୍କା ପାଇପାରିବେ । ଭଲ କଥା ହେଉଛି ଆପଣ ଏହି ନୋଟକୁ ଘରେ ରହି ଅନଲାଇନରେ ବିକ୍ରି କରିପାରିବେ ।

ଏହି ୱେବସାଇଟ୍ ଗୁଡିକରେ କରିପାରିବେ ବିକ୍ରି -
https://dir.indiamart.com/impcat/old-coins.html
https://in.pinterest.com/080841052o/sell-old-coins/
http://www.indiancurrencies.com/
Published by: Jagdish Barik
First published: October 21, 2020, 9:35 AM IST
corona virus btn
corona virus btn
Loading