ଚେନ୍ନାଇର ଏକ ତେଲ କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ; ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ଗାଡ଼ି

Fire Broke Out in Chennai: ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ଘଟଣାସ୍ଥଳକୁ ୧୪ଟି ଦମକଳ ଗାଡ଼ି ପଠାଯାଇଛି।

ଚେନ୍ନାଇର ଏକ ତେଲ କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ

ଚେନ୍ନାଇର ଏକ ତେଲ କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ

  • Share this:
News18 Odia Digital

Fire Broke Out in Chennai: ଚେନ୍ନାଇର ଭନଗରମରେ ଥିବା ଏକ ତୈଳ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି।



ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ଘଟଣାସ୍ଥଳକୁ ୧୪ଟି ଦମକଳ ଗାଡ଼ି ପଠାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଦଳ ଯଥାସମ୍ଭବ ଚେଷ୍ଟା କରୁଛି।
Published by:Lipina Das
First published: