SSC ସ୍କାମ ମାମଲାରେ CBIର ବଡ଼ ଆକ୍ସନ; ଦିଲ୍ଲୀ ଓ କୋଲକାତାର ପ୍ରାୟ ୧୦ଟି ସ୍ଥାନରେ କଲା ଚଢ଼ାଉ

SSC Scam: ମେ ୧୮ରେ ସିବିଆଇ ଏସଏସସି ସ୍କାମ ମାମଲାରେ ଏକ ମାମଲା ରୁଜୁ କରିଥିଲା। ଯାହା ପରେ ବର୍ତ୍ତମାନ ଏହି ମାମଲାରେ ଚଢ଼ାଉ ଆରମ୍ଭ ହୋଇଛି।

SSC ସ୍କାମ ମାମଲାରେ CBIର ବଡ଼ ଆକ୍ସନ

SSC ସ୍କାମ ମାମଲାରେ CBIର ବଡ଼ ଆକ୍ସନ

  • News18 Odia
  • Last Updated :
  • Share this:
News18 Odia Digital

SSC Scam: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ)ର କଡ଼ା କାର୍ଯ୍ୟାନୁଷ୍ଠାନ ଏସଏସସି ସ୍କାମ ମାମଲାରେ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଦିଲ୍ଲୀ ଓ କୋଲକାତାର ପ୍ରାୟ ୧୦ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି।

ଅନେକ ସଫ୍ଟୱେର୍ ଫାର୍ମଗୁଡିକର କାର୍ଯ୍ୟାଳୟରେ ଏହି ଚଢ଼ାଉ କରାଯାଉଛି। ମେ ୧୮ ରେ ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ଯାହା ପରେ ବର୍ତ୍ତମାନ ଏହି ମାମଲାରେ ଚଢ଼ାଉ ଆରମ୍ଭ ହୋଇଛି।
Published by:Lipina Das
First published: