କେହିଜଣେ ଭାଗ୍ୟଶାଳୀ ଭାରତୀୟ ଜିତି ପାରନ୍ତି 11,4 ବିଲିୟନ୍‍ ର ବିଶାଳ ରାଶି ୟୁରୋ-ମିଲିୟନ୍‍‍ସ ସୁପର-ଡ୍ର ଜ୍ୟାକପଟ୍‍‍

ଏହି ଶୁକ୍ରବାର: ୟୁରୋ-ମିଲିୟନ୍‍‍ସ ସୁପର-ଡ୍ର, ଭାରତକୁ ଆସୁଛି ଏକ ଅଭୂତପୂର୍ବ ଲଟେରୀ ଡ୍ର. ଏହି ଶୁକ୍ରବାର, ନଭେମ୍ବର 20 ତାରିଖ ଦିନ ସମଗ୍ର ୟୁରୋପ୍‌ର ସବୁଠାରୁ ବଡ଼ ଏହି ଡ୍ର ପ୍ରଦାନ କରିବାକୁ ଯାଉଛି ଏକ ବିରାଟ ଜ୍ୟାକପଟ୍ ଯାହାର ମୂଲ୍ୟ ହେଉଛି 11,4 ବିଲିୟନ୍ ଟଙ୍କା (€130 ମିଲିୟନ୍).

କେହିଜଣେ ଭାଗ୍ୟଶାଳୀ ଭାରତୀୟ ଜିତି ପାରନ୍ତି 11,4 ବିଲିୟନ୍‍ ର ବିଶାଳ ରାଶି  ୟୁରୋ-ମିଲିୟନ୍‍‍ସ ସୁପର-ଡ୍ର ଜ୍ୟାକପଟ୍‍‍
କେହିଜଣେ ଭାଗ୍ୟଶାଳୀ ଭାରତୀୟ ଜିତି ପାରନ୍ତି 11,4 ବିଲିୟନ୍‍ ର ବିଶାଳ ରାଶି
  • News18 Odia
  • Last Updated: November 17, 2020, 5:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଏହି ଶୁକ୍ରବାର: ୟୁରୋ-ମିଲିୟନ୍‍‍ ସୁପର-ଡ୍ର, ଭାରତକୁ ଆସୁଛି ଏକ ଅଭୂତପୂର୍ବ ଲଟେରୀ ଡ୍ର. ଏହି ଶୁକ୍ରବାର, ନଭେମ୍ବର 20 ତାରିଖ ଦିନ ସମଗ୍ର ୟୁରୋପ୍‌ର ସବୁଠାରୁ ବଡ଼ ଏହି ଡ୍ର ପ୍ରଦାନ କରିବାକୁ ଯାଉଛି ଏକ ବିରାଟ ଜ୍ୟାକପଟ୍ ଯାହାର ମୂଲ୍ୟ ହେଉଛି 11,4 ବିଲିୟନ୍ ଟଙ୍କା (€130 ମିଲିୟନ୍).

* ଶୁଭ ଦିପାବଳୀ! ପ୍ରଥମ ଥର ଟିକେଟ୍ କିଣିବା ଉପରେ  30% କ୍ୟାଶବ୍ୟାକ୍ ପାଆନ୍ତୁ . ଏହି ଅଫର୍ ଶେଷ ତାରିଖ ହେଉଛି 19/11/2020.

ୟୁରୋ-ମିଲିୟନ୍‌ସ ହେଉଛି ୟୁରୋପର ସବୁଠାରୁ ବଡ଼ ଲଟେରୀ ଏବଂ ଏହାର ଟିକେଟ୍ ନଅଟି ଦେଶରେ କିଣାଯାଇ ପାରିବ. କିନ୍ତୁ ଭାରତବାସୀମାନେ ଏଥିପାଇଁ ମନଦୁଃଖ କରନ୍ତୁ ନାହିଁ. କାରଣ ୟୁରୋ-ମିଲିୟନ୍‌ସର ଟିକେଟ୍ Lottosmile.in ରେ ଅନଲାଇନ୍ ରେ କିଣାଯାଇପାରିବ.



ଖୁବ୍ କମ୍ ଦିନ ମଧ୍ୟରେ, ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ଵର ଏକ ସର୍ବାଧିକ ଆକର୍ଷଣୀୟ ଲଟେରୀ କାର୍ଯ୍ୟକ୍ରମ ଏବଂ ଚମତ୍କାର ଭାବରେ ଏହା ଭାରତର ଖେଳାଳୀମାନଙ୍କ ପାଇଁ ଉନ୍ମୁକ୍ତ ରହିଛି. ୟୁରୋ-ମିଲିୟନ୍ ସୁପର-ଡ୍ର, ସମଗ୍ର ୟୁରୋପ୍‌ର ସବୁଠାରୁ ବଡ଼ ଡ୍ର, ଶୁକ୍ରବାର, ନଭେମ୍ବର 20, 2020 ତାରିଖରେ ଅନୁଷ୍ଠିତ ହେବ. ଏହି ଡ୍ର ର ଶ୍ରେଷ୍ଠ ପୁରସ୍କାର ଭାବରେ ରହିଛି ଏକ ବିରାଟ ଜ୍ୟାକପଟ୍ ଯାହାର ମୂଲ୍ୟ ହେଉଛି 11,4 ବିଲିୟନ୍ ଭାରତୀୟ ମୁଦ୍ରା (€130 ମିଲିୟନ୍).

ଭାରତରେ ରହି ସୁପର-ଡ୍ର କିପରି ଖେଳାଯାଇ ପାରିବ?

ୟୁରୋ-ମିଲିୟନ୍‌ସ ସୁପର-ଡ୍ର ଟିକେଟ୍ କିଣିବାକୁ ଆପଣଙ୍କୁ ଅନ୍ୟ କେଉଁଠାକୁ ଯିବାକୁ ପଡ଼ିବ ନାହିଁ. ଏହାକୁ ଅନଲାଇନରେ, ସୁରକ୍ଷିତ ଭାବରେ ଏବଂ ନିରାପଦରେ ବିଶ୍ଵର ଅଗ୍ରଣୀ ଲଟେରୀ କ୍ରୟ ସେବା ସଂସ୍ଥା, Lottosmile ମାଧ୍ୟମରେ କିଣାଯାଇ ପାରିବ. ଭାରତରେ ରହି ଆପଣ କିପରି ଭାବରେ €130 ମିଲିୟନ୍ ଜ୍ୟାକପଟ୍ ଜିତିପାରିବେ ତାହାର ଉପାୟ ନିମ୍ନରେ ପ୍ରଦତ୍ତ:

ବିଶ୍ଵର ଅଗ୍ରଣୀ ଲଟେରୀ କ୍ରୟ ସେବା ସଂସ୍ଥା, Lottosmile ରେ ସାଇନ୍-ଅପ୍ କରନ୍ତୁ.

ସାଇଟ୍ ରେ ଉପଲବ୍ଧ 50 ରୁ ଅଧିକ ଲଟେରୀଗୁଡ଼ିକ ମଧ୍ୟରୁ ୟୁରୋ-ମିଲିୟନ୍‌ସ ସୁପର-ଡ୍ର ଲଟେରୀ ଚୟନ କରନ୍ତୁ.

ଆପଣଙ୍କର ମନପସନ୍ଦ ସଂଖ୍ୟା ଜରିଆରେ ଟିକେଟ୍ ବାଛନ୍ତୁ କିମ୍ବା କମ୍ପ୍ୟୁଟର୍ ତିଆରି ଯେ କୌଣସି ଏକ ଟିକେଟ୍ ନିଅନ୍ତୁ.

ଆପଣ କେତେ ଥର ଖେଳିବାକୁ ଚାହୁଁଛନ୍ତି ତାହା ଦର୍ଶାନ୍ତୁ, କିମ୍ବା ଲଟେରୀ ସିଣ୍ଡିକେଟ୍ ଜରିଆରେ ଖେଳିବା ଚୟନ କରି ଜିତିବାର ଅଧିକ ସୁଯୋଗ ପ୍ରାପ୍ତ କରନ୍ତୁ.

ଆପଣଙ୍କର ଟିକେଟ୍ କିଣା କନଫର୍ମ କରନ୍ତୁ ତଥା ଆଗାମୀ ଡ୍ର ରେ ପୁରସ୍କାର ଜିତିବାକୁ ଯୋଗ୍ୟତା ହାସଲ କରନ୍ତୁ.

Lottosmile ଭାଗ୍ୟଶାଳୀ ବିଜେତାମାନଙ୍କୁ 2002 ମସିହାରୁ ଯୋଗାଯୋଗ କରି କହୁଛି: “ଆଜ୍ଞା, ନମସ୍କାର, ଆପଣ ଲଟେରୀ ଜିତି ଯାଇଛନ୍ତି!”

ଆଡ୍ରିଆନ୍ କୁରେମାନ୍‌ସ, Lottosmile ର ପ୍ରବକ୍ତାଙ୍କ ଭାଷାରେ: “Lottosmile ବିଶ୍ଵର ସର୍ବବୃହତ ଏବଂ ସର୍ବାଧିକ ଆକର୍ଷଣୀୟ ଲଟେରୀଗୁଡ଼ିକରେ ଖେଳାଳୀମାନଙ୍କୁ ଅଂଶଗ୍ରହଣ କରିପାରିବାର ସୁଯୋଗ ପ୍ରଦାନ କରିଥାଏ. ଏବଂ ସବୁଠାରୁ ଭଲ କଥା କଣ ଜାଣନ୍ତି? ଆମର କଷ୍ଟମରମାନେ କେବଳ ଲଟେରୀ ଖେଳି ନଥାନ୍ତି – ବରଂ ଲଟେରୀ ଜିତିଥାଆନ୍ତି ମଧ୍ୟ!”

“Lottosmile ର ଅନେକ ଖେଳାଳୀ ବିଗତ ବର୍ଷଗୁଡ଼ିକରେ ୟୁରୋ-ମିଲିୟନ୍‌ସ ପୁରସ୍କାର ଜିତି ସାରିଛନ୍ତି ଏବଂ ଲକି-ଡ୍ର ରେ ଆମର କେତେକ ଖେଳାଳୀଙ୍କର ପାଞ୍ଚଟି ମୁଖ୍ୟ ସଂଖ୍ୟା ମେଳ ଖାଇବା ଫଳରେ ସେମାନେ ୟୁରୋ-ମିଲିୟନ୍‌ସ ମିଲିୟନିଅର୍ସ ହୋଇପାରିଛନ୍ତି.”

“ଏବଂ ହଁ, ଭାରତରୁ ମଧ୍ୟ ଆମର ବିଜେତାମାନେ ଅଛନ୍ତି!” କୁରେମାନ୍‌ସ କହିଛନ୍ତି. “ଜଣେ ଭାରତୀୟ ଖେଳାଳୀ 2018 ମସିହା ନଭେମ୍ବର ମାସରେ €32,161 ରାଶି ବିଶିଷ୍ଟ ଅଷ୍ଟ୍ରିଆ ଲୋଟୋ ଦ୍ଵିତୀୟ ପୁରସ୍କାର ପାଇଛନ୍ତି ଏବଂ ଏହା ସହିତ ଅନେକ ଭାରତୀୟ ଛୋଟ ଛୋଟ ପୁରସ୍କାର ମଧ୍ୟ ପାଇଛନ୍ତି. ଅବଶ୍ୟ ଏପର୍ଯ୍ୟନ୍ତ ଭାରତରୁ କେହି ଜ୍ୟାକପଟ୍ ପୁରସ୍କାର ପାଇ ନାହାଁନ୍ତି, କିନ୍ତୁ ହୁଏତ ଏହା ଏହି ଶୁକ୍ରବାରରେ ଅନୁଷ୍ଠିତ ହେବାକୁ ଯାଉଥିବା ୟୁରୋ-ମିଲିୟନ୍‌ସ ସୁପର-ଡ୍ର ରେ ସମ୍ଭବ ହୋଇଯାଇପାରେ!”



ଲଟେରୀରେ ବଡ଼ ବଡ଼ ରାଶି ଜିତିଥିବା ବିଜେତାମାନଙ୍କ କାହାଣୀ ଏଠାରେ ପଢ଼ନ୍ତୁ, ଏବଂ ଆପଣ ନିଜେ ଏହିଭଳି ଏକ ବିଶାଳ ରାଶି ଜିତିଯାଇଥିବାର ଖବର ଯେ ଖୁବ୍ ଶୀଘ୍ର ନପାଇବେ ତାହା କିଏ କହିପାରେ?

€130 ମିଲିୟନ୍ ରାଶି ବିଶିଷ୍ଟ ୟୁରୋ-ମିଲିୟନ୍‌ସ ସୁପର-ଡ୍ର ରେ ଭାଗ ନେବା ପାଇଁ ଏଠାରେ କ୍ଲିକ୍ କରନ୍ତୁ.

Lottosmile ହେଉଛି ବିଶ୍ଵର ଅଗ୍ରଣୀ ଅନଲାଇନ୍ ଟିକେଟ୍ ମେସେଞ୍ଜର ସର୍ଭିସ୍. ସାରା ଦୁନିଆଁର ଲଟେରୀ ପ୍ରେମୀମାନେ ଏହି ସାଇଟ୍କୁ ଏକ ସୁରକ୍ଷିତ ତଥା ନିରାପଦ ସାଇଟ୍ ଭାବରେ ବିଶ୍ଵାସ କରିଥାଆନ୍ତି ତଥା ବଡ଼ ବଡ଼ ଲଟେରୀର ଅଫିସିଆଲ୍ ଲଟେରୀ ଟିକେଟ୍ କିଣି ସହଜରେ ଖେଳରେ ଭାଗ ନେଇପାରନ୍ତି. ବିଗତ ବର୍ଷଗୁଡ଼ିକରେ Lottosmile ବିଶ୍ଵର ବିଭିନ୍ନ ସ୍ଥାନରେ ରହୁଥିବା 5.5 ମିଲିୟନ୍ ରୁ ଅଧିକ ବିଜେତାଙ୍କୁ $100 ମିଲିୟନ୍ ରୁ ଅଧିକ ପୁରସ୍କାର ରାଶି ପ୍ରଦାନ କରିସାରିଛି.

ସମସ୍ତ ଭାରତବାସୀ ୟୁରୋ-ମିଲିୟନ୍‌ସ ସୁପର-ଡ୍ର ଅନଲାଇନ୍ ରେ ଅଂଶଗ୍ରହଣ କରି ଖେଳିପାରିବେ. ଏହି ଚମତ୍କାର ଲଟେରୀ ଡ୍ର ରେ ଅଂଶଗ୍ରହଣ କରି €130 ମିଲିୟନ୍ ଜ୍ୟାକପଟ୍ ଜିତିବାର ଅପୂର୍ବ ସୁଯୋଗ ଲାଭ କରିବା ପାଇଁ ଆଜି ହିଁ Lottosmile ରେ ଆପଣଙ୍କର ସୁପର-ଡ୍ର ଟିକେଟ୍ କିଣନ୍ତୁ.
Published by: Jagdish Barik
First published: November 17, 2020, 4:36 PM IST
corona virus btn
corona virus btn
Loading