News18 Odia Digital
ପ୍ରଶ୍ନ: ମୁଁ ଓ ମୋର ସାଥୀ ଆମେ ପରସ୍ପରକୁ ଭଲପାଉ ଓ ଆମର ଯୌନ ସମ୍ପର୍କ ଅଛି । କିନ୍ତୁ ଆମେ ସବୁବେଳେ ଏହା କରିବାକୁ ସକ୍ଷମ ନାହୁଁ । କାରଣ ଅନ୍ୟ ଜିନିଷ ଆମ ମଧ୍ୟରେ ଆସେ ଓ ଆମେ ଅନ୍ୟ କୌଣସି ସ୍ଥାନରେ ବ୍ୟସ୍ତ ରହି ଆମର କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ଆରମ୍ଭ କରିଥାଉ । ଆମେ କିପରି ଆମର ଯୌନ ଜୀବନକୁ ଉନ୍ନତ କରିପାରିବୁ ?ଉତ୍ତର: ଏହା ଭଲ ଯେ ଆପଣ ଓ ଆପଣଙ୍କ ସାଥୀ ଅଧିକ ଯୌନ ଆନନ୍ଦ ଚାହୁଁଛନ୍ତି । ଏକ ଉତ୍ତମ ଯୌନ ଜୀବନ ପାଇଁ ଇଚ୍ଛା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଅନ୍ୟାନ୍ୟ ଜିନିଷ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ଆପଣ ଯେତେ ଚିନ୍ତିତ ଏହା ଜଣା ପଡୁଛି ଯେ ଆପଣ ଦୁହେଁ କାମ ଓ ଅନ୍ୟାନ୍ୟ ଦାୟିତ୍ୱବୋଧର ଭାରରେ ବଶବର୍ତ୍ତୀ ଅଛନ୍ତି ଓ ଆପଣ ପରସ୍ପରର ନିକଟତର ହେବାର ସୁଯୋଗ ପାଉନାହାନ୍ତି । ଏଥିପାଇଁ ଆପଣ ପରସ୍ପର ମଧ୍ୟରେ ଯେତିକି ସମୟ ପାଉଛନ୍ତି ଓ ଯେତିକି ଶକ୍ତି ସଞ୍ଚୟ କରିପାରୁଛନ୍ତି ସେତିକି ପରସ୍ପରର ନିକଟତର ହେବା ପାଇଁ ଚେଷ୍ଟା କରନ୍ତୁ । ଯୌନ ସମ୍ପର୍କ ପାଇଁ ନୁହେଁ । ଆପଣଙ୍କ ଧ୍ୟାନ ଆକର୍ଷଣ କରୁଥିବା ଜିନିଷ କ’ଣ ଓ ଆପଣ ଯୌନ ଜୀବନକୁ ପ୍ରଭାବିତ ନକରି ଆପଣ ଏହାକୁ କିପରି ଠିକ କରିପାରିବ ତାହା ଖୋଜନ୍ତୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେଏହାକୁ ଛୋଟ କଥାବାର୍ତ୍ତା ସହିତ ଆରମ୍ଭ କରନ୍ତୁ । ପରସ୍ପର ପାଇଁ 15 ମିନିଟ୍ ସମୟ ରଖନ୍ତୁ ଓ ପରସ୍ପରକୁ ଉତ୍ସାହିତ କରିବା ପାଇଁ ଏହି ସମୟକୁ ବ୍ୟବହାର କରନ୍ତୁ । ଅନେକ ଥର ଆମେ “କରିବା” ପାଇଁ ଏତେ ବ୍ୟାଘ୍ର ହେଇଯାଉ ଯେ ଆମେ ଏହାକୁ ବନ୍ଦ କରି କିଛି “ପ୍ରାପ୍ତ କରିବା” ଅବସ୍ଥାରେ ଆସି ପାରିନଥାଉ । ଯାହା ଆମର ଭାବପ୍ରବଣ ଓ ଶାରୀରିକ ପୋଷଣ ପାଇଁ ଆବଶ୍ୟକ । ଧୀରେ ଧୀରେ ଏହି ସମୟକୁ 15 ରୁ 30 ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ । ଅନେକ ଥର ଆମକୁ ଫସି ରହିଥିବା ଅଭ୍ୟାସରୁ ବାହାରିବା ପାଇଁ ଆମକୁ ବହୁତ ସମୟ ବିତାଇବାକୁ ପଡିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବଯେତେବେଳେ ଧ୍ୟାନ ବାଣ୍ଟିବା କଥା ଆସୁଛି ସେତେବେଳ ଏହାର ସମାଧାନ କର । ସୋସିଆଲ ମିଡିଆକୁ ବାରମ୍ବାର ଯିବା ଓ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ କୌଣସି ପ୍ରକାରର କାର୍ଯ୍ୟରେ ଆଦୌ ଲିପ୍ତ ରୁହନ୍ତୁ ନାହିଁ । ଆମ ଧ୍ୟାନକୁ ବିଭ୍ରାନ୍ତ କରୁଥିବା ପ୍ରତ୍ୟେକ ଜିନିଷ କିଛି ଭାବନା ସହିତ ଜଡିତ ଯାହା ଆମ ଶକ୍ତି ଆବଶ୍ୟକ କରେ । ଏହିପରି କାର୍ଯ୍ୟ କରିବାକୁ ଆମଭିତରୁ ପ୍ରେରଣା ମିଳିଥାଏ । ଯଦି ଆପଣ ଏହି ବିଭ୍ରାଟକୁ ଅଣଦେଖା କରନ୍ତି କିମ୍ବା ଏହାର ସଠିକ୍ ଚିକିତ୍ସା ନକରନ୍ତି ତେବେ ଏହା ଏତେ ଅଧିକ ଶକ୍ତିଶାଳୀ ହେବ ଯେ ପରେ ଏହା ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରେ ।
ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ-୨ ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେଆପଣଙ୍କ ଏହା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ଓ କିଛି ସମୟ ପାଇଁ ଏହା ବିଷୟରେ ଚିନ୍ତା କରନ୍ତୁ ଯାହା ଦ୍ୱାରା ଆପଣଙ୍କ ସାଥି ଅନୁଭବ କରିବେ ଯେ ଆପଣ ତାଙ୍କ ପ୍ରତି ଧ୍ୟାନ ଦେଉଛନ୍ତି ଓ ତା’ପରେ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ । ଆପଣ କଳ୍ପନା କରିପାରିବେ ଯେ ଆପଣ ଏହି ବିଭ୍ରାଟକୁ 'କାମ ପରେ' କରିବା ଫୋଲ୍ଡରରେ ରଖିଦେଇଛନ୍ତି । ଏହା ପରେ ଆପଣଙ୍କ ଧ୍ୟାନ ଆପଣଙ୍କ ଶରୀରରେ ଥିବା ଉତ୍ତେଜନା ଉପରେ ଧ୍ୟାନ ଦିଅନ୍ତୁ ଯାହା ଆଡକୁ ଆପଣଙ୍କ ସାଥୀ ଆପଣଙ୍କୁ ଉତ୍ସାହିତ କରୁଛନ୍ତି ।
ପରିଶେଷରେ ଏହି କାର୍ଯ୍ୟ ପାଇଁ ଆପଣଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆପଣ ନିଜକୁ ଏକ ଉନ୍ନତ ସାଧନ କରିବାକୁ ସମର୍ଥ ହେବେ ।
ଯଦି ଏହା ପରେ ମଧ୍ୟ ଆପଣଙ୍କର ସମସ୍ୟା ଅଛି ତେବେ ଆପଣ ଜଣେ ପରାମର୍ଶଦାତାଙ୍କ ସାହାଯ୍ୟ ନେଇପାରିବେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।