SBI କୋଟି କୋଟି ଗ୍ରାହକଙ୍କୁ ଦେଲା ଖୁସି ଖବର! FD ଉପରେ ବୃଦ୍ଧି କଲା ସୁଧ ହାର, ଚେକ୍ କରନ୍ତୁ ଲାଟେଷ୍ଟ ଷ୍ଟାଟସ
ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି କୋଟି ଗ୍ରାହକଙ୍କୁ ଏକ ଖୁସି ଖବର ଦେଇଛି । ଏସିବିଆଇ ସିଲେକ୍ଟ ପରିପକ୍ୱତା ଅବଧିର ଫିକ୍ସ ଡିପୋଜିଟ (Fixed Deposit) ଉପରେ ସୁଧ ହାର ବୃଦ୍ଧି କରିଛି ।

SBI କୋଟି କୋଟି ଗ୍ରାହକଙ୍କୁ ଦେଲା ଖୁସି ଖବର!
- News18 Odia
- Last Updated: January 10, 2021, 5:16 PM IST
ନୂଆ ଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି କୋଟି ଗ୍ରାହକଙ୍କୁ ଏକ ଖୁସି ଖବର ଦେଇଛି । ସିବିଆଇ ସିଲେକ୍ଟ ପରିପକ୍ୱତା ଅବଧିର ଫିକ୍ସ ଡିପୋଜିଟ (Fixed Deposit) ଉପରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ FDs ସୁଧ ହାର ଉପରେ ୧୦ ବିଶେଷ ପଏଣ୍ଟ ପର୍ଯ୍ୟନ୍ତ ସୁଧ ବୃଦ୍ଧି କରିଛି । ନୂତନ ସୁଧ ହାର ୮ ଜାନୁୟାରୀ ୨୦୧୧ ରୁ କାର୍ଯ୍ୟକାରୀ ହୋଇଛି । ଚେକ୍ କରନ୍ତୁ ଲାଟେଷ୍ଟ ଷ୍ଟାଟସ
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ ପରୀକ୍ଷା ଫି ଛାଡ଼ ହେଲା; ଆଦେଶ ଦେଲେ CM; ୬ ଲକ୍ଷରୁ ଅଧିକ ପିଲା ଲାଭ ପାଇବେ
ଚେକ୍ କରନ୍ତୁ ଲାଟେଷ୍ଟ FDs ଷ୍ଟାଟସ
>> ୪୬ ଦିନରୁ ୧୭୯ ଦିନର FD ରେ, ୩.୯ ପ୍ରତିଶତ ହାରରେ ସୁଧ ଦିଆଯିବ
>> ୧୮୦ ଦିନରୁ ୧ ବର୍ଷରୁ କମ୍ FD ପାଇଁ ୪.୪ ପ୍ରତିଶତ ହାରରେ ସୁଧ ଦିଆଯିବ
>> ୨୧୧ ଦିନରୁ, ୧ ବର୍ଷରୁ କମ୍ FD ଗୁଡିକ ୪.୪ ପ୍ରତିଶତ ହାରରେ ସୁଧ ପାଇବେ
>> ୧ ବର୍ଷରୁ ୨ ବର୍ଷ ତଳେ ଥିବା FD ଗୁଡିକ ୫% ସୁଧ ପାଇବେ
ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ
>> ୨ ରୁ ୩ ବର୍ଷ ତଳେ ଥିବା FD ଗୁଡିକ ୫.୧ ପ୍ରତିଶତ ହାରରେ ସୁଧ ପାଇବେ
>> ୩ ରୁ ୫ ବର୍ଷର FD ଗୁଡିକ ୫.୩ ପ୍ରତିଶତ ହାରରେ ସୁଧ ପାଇବେ
>> ୫ ବର୍ଷ ଏବଂ ୧୦ ବର୍ଷର FD ଗୁଡିକ ୫.୪ ପ୍ରତିଶତ ହାରରେ ସୁଧ ପାଇବେ
ବରିଷ୍ଠ ନାଗରିକମାନଙ୍କୁ କେତେ ସୁଧ ଦିଆଯିବ
ବରିଷ୍ଠ ନାଗରିକଙ୍କ ବିଷୟରେ କହିବାକୁ ଗଲେ ସେମାନେ ସାଧାରଣ ଗ୍ରାହକଙ୍କ ଅପେକ୍ଷା ୫୦ ଆଧାର ପଏଣ୍ଟ ଅଧିକ ସୁଧ ପାଇଥାନ୍ତି । ବ୍ୟାଙ୍କ ଦ୍ୱାରା କରାଯାଇଥିବା ସଂଶୋଧନ ଅନୁଯାୟୀ ବରିଷ୍ଠ ନାଗରିକମାନେ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ପରିପକ୍ୱତା ଥିବା FD ଉପରେ ପ୍ରାୟ ୩.୪ ପ୍ରତିଶତରୁ ୬.୨ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇବେ ।
ଚେକ୍ କରନ୍ତୁ ସୁଧ ହାର
୭ ଦିନରୁ ୪୫ ଦିନର FD ଉପରେ ୩.୪% ପ୍ରତିଶତ ସୁଧ ହାର ମିଳିବ
>> ୪୬ ଦିନରୁ ୧୭୯ ଦିନର FD ଉପରେ ୪.୪ ପ୍ରତିଶତ ସୁଧ ହାର ମିଳିବ
>> ୧୮୦ ଦିନରୁ ୨୧୦ ଦିନର FD ଉପରେ ୪.୯% ପ୍ରତିଶତ ସୁଧ ହାର ମିଳିବ
>> ୨୧୧ ଦିନରୁ ୧ ବର୍ଷରୁ କମ୍ FD ଉପରେ ୪.୯% ପ୍ରତିଶତ ସୁଧ ହାର ମିଳିବ
>> ୧ ରୁ ୨ ବର୍ଷ ପର୍ଯ୍ୟନ୍ତ FD ଉପରେ ୫.୫% ପ୍ରତିଶତ ସୁଧ ହାର ମିଳିବ
>> ୨ ରୁ ୩ ବର୍ଷ ତଳେ ଥିବା FD ଉପରେ ୫.୬% ପ୍ରତିଶତ ସୁଧ ହାର ମିଳିବ
>> ୩ ରୁ ୫ ବର୍ଷ ତଳେ ଥିବା FD ଉପରେ ୫.୮% ପ୍ରତିଶତ ସୁଧ ହାର ମିଳିବ
>> ୫ ବର୍ଷ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ FD ଉପରେ ୬.୨% ପ୍ରତିଶତ ସୁଧ ହାର ମିଳିବ