କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ଟଙ୍କା : RBI ଗଭର୍ଣ୍ଣର

RBI Governor: ୨୦୦୦ ନୋଟ ବନ୍ଦ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବୟାନ । କହିଛନ୍ତି, କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ନୋଟ୍ ।

କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ଟଙ୍କା : RBI ଗଭର୍ଣ୍ଣର

କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ଟଙ୍କା : RBI ଗଭର୍ଣ୍ଣର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

RBI on Rs 2,000 note withdrawal: ୨୦୦୦ ନୋଟ ବନ୍ଦ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବୟାନ । କହିଛନ୍ତି, କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ନୋଟ୍ । ୨୦୦୦ ନୋଟ ପରିବର୍ତ୍ତନ ପାଇଁ ୪ ମାସ ସମୟ ଦିଆଯାଇଛି । ପୁରୁଣା ନୋଟ ପରିବର୍ତ୍ତନ ଡାଟା ପ୍ରସ୍ତୁତ କରାଯିବ ।

ନିଜ ଜମାଖାତାରେ ୨୦୦୦ ନୋଟ୍ ଜମା କରିପାରିବେ ଗ୍ରାହକ । ୫୦ ହଜାରରୁ ଅଧିକ ଟଙ୍କା ଉପରେ ତଥ୍ୟ ଦେବାକୁ ପଡ଼ିବ । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ଗୁଡ଼ିକ ବ୍ୟବସ୍ଥା କରିବେ । ୨୦୦୦ ନୋଟ୍ ପ୍ରିଣ୍ଟିଂ ବନ୍ଦ ହୋଇଛି । ୨୦୧୪ରେ ମଧ୍ଯ ନୋଟ୍ ପ୍ରତ୍ୟାହୃତ କରାଯାଇଥିଲା । ୨୦୦୦ ନୋଟ୍ ବନ୍ଦ ନେଇ ଅର୍ଥନୀତି ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ । ବଜାରରେ ଅନ୍ୟ ନୋଟର ଅଭାବ ନାହିଁ ।



ପଢନ୍ତୁ ଏହି ଖବର:  ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ
Published by:Sujit Swain
First published: