ୱର୍କ ଫ୍ରମ୍ ହୋମ୍: ଏହି ମେସିନଗୁଡ଼ିକ ସାହାଯ୍ୟରେ ଆପଣଙ୍କ କାମ ଆଖି ପିଛୁଳାକେ ହୋଇଯିବ

Work from Home made easy by these home appliances | ଅଫିସ୍ କାମ, ପାରିବାରିକ କାମ ଓ ପାରିବାରିକ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ । ଠିକ୍ ଅଛି, ଏହି ସ୍ମାର୍ଟ୍ ଘରୋଇ ଉପକରଣଗୁଡ଼ିକ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକୁ ସରଳ କରିବାରେ ବହୁତ ସାହାଯ୍ୟ କରିବ ।

ୱର୍କ ଫ୍ରମ୍ ହୋମ୍: ଏହି ମେସିନଗୁଡ଼ିକ ସାହାଯ୍ୟରେ ଆପଣଙ୍କ କାମ ଆଖି ପିଛୁଳାକେ ହୋଇଯିବ
ଆରାମରେ କରନ୍ତୁ ୱର୍କ ଫ୍ରମ୍ ହୋମ୍ ।
  • News18 Odia
  • Last Updated: June 28, 2020, 10:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି - ବିଶ୍ଵର ମହାମାରୀ - ଯାହା ସହିତ ଆପଣ ବୋଧହୁଏ ଅଭ୍ୟସ୍ତ ହୋଇସାରିଛନ୍ତି, ଅର୍ଥାତ ଘରୁ କାମ କରିବା ଏକ ନୂତନ ଆଦର୍ଶରେ ପରିଣତ ହୋଇଛି। ଏବଂ ଅଫିସ୍ କାର୍ଯ୍ୟ, ଘରୋଇ କାର୍ଯ୍ୟ ଏବଂ ପାରିବାରିକ ଦାୟିତ୍ଵ ମଧ୍ୟରେ କାମ କରିବା ଏକ ଦୈନନ୍ଦିନ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ବାସ୍ତବରେ, ରୋଷେଇ କରିବାର ଅର୍ଥ ଯାହା ସବୁଠାରୁ ଶୀଘ୍ର ରନ୍ଧା ହୋଇପାରିବ ଏବଂ ତାହା ମଧ୍ୟ କମ କଷ୍ଟରେ ।

ବାସନ ଧୋଇବା ଠାରୁ ଆରମ୍ଭ କରି ଘର ପୋଛିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଭାର ବର୍ତ୍ତମାନ ଆପଣଙ୍କ କାନ୍ଧରେ ପଡିଛି। ଏବଂ ଯେତେ ସମ୍ଭବ ଚେଷ୍ଟା କରନ୍ତୁ, କିନ୍ତୁ ଏହି କାର୍ଯ୍ୟଗୁଡ଼ିକ ବୋଧହୁଏ ଆପଣଙ୍କର କାର୍ଯ୍ୟ ସମୟକୁ ନଷ୍ଟ କରୁଛି। ତେବେ, ଆପଣ ଏହାକୁ କିପରି ସହଜ କରିପାରିବେ? ଠିକ୍ ଅଛି, କିଛି ଘରୋଇ ଉପକରଣ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବାରେ ବହୁ ମାତ୍ରାରେ ସହାୟତା କରିପାରେ।

  1. ରୋବଟ୍ ଭାକ୍ୟୁମ୍ କ୍ଲିନର୍ସ




କଠିନ, ଭାରୀ ଏବଂ ପୁରୁଣାକାଳିଆ ହାତରେ ଧରି ବ୍ୟବହାର କରାଯାଉଥିବା ଭ୍ୟାକ୍ୟୁମ୍ ବିଷୟରେ ଭୁଲିଯାଆନ୍ତୁ ଯାହା ଆପଣଙ୍କ ଘରକୁ ସଫା କରିବା ସମୟରେ ମେସିନକୁ ଠେଲିବା, ଟାଣିବା, ଅଲଗା କରିବା ଏବଂ ଲଗାଇବା ଆବଶ୍ୟକ କରେ | ଆଜିର ରୋବଟ୍ ଭାକ୍ୟୁମ୍ କ୍ଲିନର୍ସ ଟାଇଲ୍, କାର୍ପେଟେଡ୍ ଏବଂ କାଠ ତିଆରି ଚଟାଣକୁ ସଫା କରିବାରେ ସକ୍ଷମ ଅଟେ | ସେଗୁଡ଼ିକ ଅନ୍ୟମାନଙ୍କ ତୁଳନାରେ ନ୍ୟାଭିଗେସନ୍ ସେନ୍ସର, ପାଣି ଟାଙ୍କି, ଇନଫ୍ରାରେଡ୍ ଇଣ୍ଡକ୍ସନ୍ ଏବଂ ଧୁଳି ଚିହ୍ନଟ କରିବା ଟେକ୍ନୋଲୋଜୀ ଭଳି ସ୍ମାର୍ଟ ବୈଶିଷ୍ଟ୍ୟ ସହିତ ଆସେ | କିଛି ରୋବଟ୍ ଭାକ୍ୟୁମ୍ କ୍ଳିନର୍ସ ଏକ ମୋବାଇଲ୍ ଆପ୍ ଏବଂ ଭଏସ୍ କମାଣ୍ଡ ମାଧ୍ୟମରେ ମଧ୍ୟ ନିୟନ୍ତ୍ରିତ କରାଯାଇପାରିବ | ଏହି ଛୋଟ ରୋବଟଗୁଡିକ ଆପଣଙ୍କ ଘରକୁ ପରିଷ୍କାର ପରିଛନ୍ନ କରି ରଖିବା ପାଇଁ ଏତେ ସହଜ କରିପାରେ |

ସେଗୁଡ଼ିକର ଦକ୍ଷତା ହେତୁ, ସେଗୁଡ଼ିକ ଟିକେ ମହଙ୍ଗା ହୋଇପାରେ। କିନ୍ତୁ HDFC Bank Summer Treats ର ସହାୟତା ପାଇଁ, ଆପଣ ନଗଦ ଫେରସ୍ତ ପାଇପାରିବେ କିମ୍ବା କ୍ରୋମା ଠାରେ ଆପଣଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି ସରଳ କିସ୍ତିରେ କିଣିପାରିବେ।

  1. ଡିସୱାଶର୍




ଏକ ବିସ୍ତୃତ ଭୋଜନ ରାନ୍ଧିବା ମଜାଳିଆ ହୋଇପାରେ, କିନ୍ତୁ ଏହା ପରେ ସିଙ୍କରେ ଗଦା ହୋଇଥିବା ମଇଳା ବାସନଗୁଡିକ ପାଇଁ ମୁଣ୍ଡବ୍ୟଥା ହୋଇପାରେ। ଏବଂ ଯଦି ଆପଣ ଏକ ବଡ ପରିବାରରେ ରୁହନ୍ତି, ତେବେ ଦିନକୁ ତିନିଥର ବାସନ ଧୋଇବା କେବଳ ଯନ୍ତ୍ରଣାଦାୟକ ନୁହେଁ ବରଂ ତା ସହିତ ବହୁତ ସମୟ ଲାଗିଥାଏ । ଏହିଠାରେ ହିଁ ଏକ ଡିସୱାଶର୍ ଜୀବନ ରକ୍ଷାକାରୀ ହୋଇପାରେ | ଆଜିକା ସମୟରେ ଡିସୱାଶର୍ ଜଳ ଏବଂ ବିଦ୍ୟୁତ ପାଇଁ କୁଶଳ ଅଟେ ଏବଂ କେତେକ ମେସିନକୁ ସ୍ମାର୍ଟ୍ ଡିଭାଇସ୍ ସହିତ ପ୍ରତି ସେଟ୍ ଧୋଇବା ପାଇଁ ସିଙ୍କ୍ କରାଯାଇପାରେ। ଏହି ଉପାୟରେ, ଏହା ଜଳ ଏବଂ ବିଦ୍ୟୁତ୍ ପରି ସମ୍ବଳ ବ୍ୟବହାର କରି ଆପଣଙ୍କ ପାଇଁ ସହଜ ହୋଇପାରେ।

  1. ଏଚଡ଼ି ସ୍ମାର୍ଟ ଟିଭି ଓ ହୋମ୍ ଥିଏଟର ସିଷ୍ଟମ




ଘର ଭିତରେ ରହିବା ଏକ ଦାୟିତ୍ଵ ଏବଂ କିଛି ପ୍ରକାରର ସତର୍କତା ହୋଇପାରିଛି, ଏବଂ ଦୁର୍ଭାଗ୍ୟବଶତଃ, ଏହାର ଅର୍ଥ ହେଉଛି ସୀମିତ ମନୋରଞ୍ଜନର ବିକଳ୍ପ । ତଥାପି ଭଲ ଖବର ହେଉଛି, ଆପଣ ନିଜ ଘରର ମନୋରଞ୍ଜନକୁ ଏକ ସ୍ମାର୍ଟ HD ଟିଭି ସହିତ ବୃଦ୍ଧି କରିପାରିବେ । ଏବଂ ଯେହେତୁ OTT ପ୍ଲାଟଫର୍ମରେ ପ୍ରତ୍ୟେକ ପ୍ରକାରର ଗ୍ରାହକଙ୍କ ପାଇଁ ଚଳଚ୍ଚିତ୍ର, ଟିଭି ଶୋ ଏବଂ ଡକ୍ୟୁମେଣ୍ଟାରୀ ଶୋ ଉପଲବ୍ଧ ଅଛି, ଏକ ହୋମ୍ ଥିଏଟର ରହିବା ଦ୍ଵାରା ଏକ ସିନେମା ହଲ୍ ର ଅଭିଜ୍ଞତାକୁ ପୁନରାବୃତ୍ତି କରାଯାଇପାରିବ।

ତେଣୁ, ଯେକୌଣସି ଦୋକାନ‌କୁ ଯାଇ ଆପଣଙ୍କର ଚଳଚ୍ଚିତ୍ର ଦେଖିବାର ଅଭିଜ୍ଞତାକୁ ଅପଗ୍ରେଡ୍ କରନ୍ତୁ, ଯେଉଁଠାରେ ଆପଣ HDFC Bank Summer Treats ର ଅଫର୍ ଅନ୍ତର୍ଗତ ନଗଦ ଫେରସ୍ତ ପାଇ ଆନନ୍ଦ ହୋଇପାରିବେ। ଆପଣ ମଧ୍ୟ  ଅନଲାଇନ୍ ସପିଂ କରିପାରିବେ ଏବଂ ଏକ HDFC Bank ଡେବିଟ୍ / କ୍ରେଡିଟ୍ କାର୍ଡ କିମ୍ବା PayZapp ମାଧ୍ୟମରେ ଦେୟ ଉପରେ ପୁରସ୍କାର ପଏଣ୍ଟ ମଧ୍ୟ ପ୍ରାପ୍ତ କରିପାରିବେ।

  1. 5-ଇନ୍-1 ସ୍ମାର୍ଟ କଂଭର୍ଟେବଲ ରେଫ୍ରିଜିରେଟର




ଆପଣ ସପ୍ତାହ ଶେଷରେ ଖାଦ୍ୟ ରାନ୍ଧୁଛନ୍ତି ଏବଂ ଏହାକୁ ସପ୍ତାହ ପାଇଁ ସଂରକ୍ଷଣ କରୁଛନ୍ତି କିମ୍ବା ଖାଦ୍ୟ ଦୋକାନକୁ ଯିବା କମାଇବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକୁ ଷ୍ଟକ୍ କରୁଛନ୍ତି, ତେବେ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣଙ୍କୁ ଏକ ବିଶାଳ ରେଫ୍ରିଜରେଟର ଦରକାର। ଏବଂ ନ୍ୟୁ ଏଜ୍ 5-ଇନ୍ -1 ସ୍ମାର୍ଟ କଂଭର୍ଟେବଲ୍ ରେଫ୍ରିଜରେଟର କେବଳ ତାହା ପାଇଁ ଅଟେ! ତାହାର ଆକାର ସହିତ, ସେଥିରେ ଖୁବ ଶୀଘ୍ର ଫ୍ରିଜିଂ ହୁଏ, ସେଥିରେ ପନିପରିବାକୁ ସତେଜ ରଖିବା ପାଇଁ ବିଭିନ୍ନ ପ୍ରକାରର କୁଲିଂ ମୋଡ୍ ଥାଏ ଏବଂ ତାହା ଦୁର୍ଗନ୍ଧକୁ ମଧ୍ୟ ଭଲ ଭାବରେ ନିୟନ୍ତ୍ରଣ କରିପାରେ।

ଆପଣଙ୍କୁ ଏହି ଉପକରଣଗୁଡ଼ିକ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଯାହାକି ଆପଣଙ୍କର ୱାଲେଟ ଉପରେ ଅଧିକ ଭାର ପକେଇବ ନାହିଁ। HDFC Bank Summer Treats ର ଅଫର ମାଧ୍ୟମରେ ଆପଣ ନଗଦ ଫେରସ୍ତ ଏବଂ Samsung ଏବଂ LG ର ବୈଦୁତିକ ଉପକରଣକୁ ଦୋକାନରୁ କିଣିଲେ ବିନା ଅଧିକ ମୂଲ୍ୟରେ EMI ର ବିକଳ୍ପ ପାଇପାରିବେ।



ଏହି ନୂଆ ଘରୁ କାମ କରିବା ସଂସ୍କୃତିର ଅର୍ଥ ହେଉଛି ଆପଣ ପ୍ରତିଦିନ ଅଫିସ୍ କାର୍ଯ୍ୟ ଏବଂ ଘରର କର୍ତ୍ତବ୍ୟକୁ ସନ୍ତୁଳିତ କରିବା ପାଇଁ ଏକ ଉପାୟ ଖୋଜିବା ଆବଶ୍ୟକ କରନ୍ତି । ଏବଂ ସଠିକ୍ ଗ୍ୟାଜେଟଗୁଡିକ ଆପଣଙ୍କୁ ସ୍ମାର୍ଟ, ମଲ୍ଟିଟାସ୍କ ଗୁଡ଼ିକୁ ଭଲ ଭାବରେ କାମ କରିବାରେ ସାହାଯ୍ୟ କରିପାରିବ ଏବଂ ଘରୁ ନିଜକୁ ଅଧିକ ବୃତ୍ତିଗତ ଭାବରେ ପରିଚାଳନା କରିପାରିବେ।

ବ୍ଲୁଟୁଥ୍ ହେଡସେଟ୍: ଅତ୍ୟଧିକ ଶବ୍ଦ ଏବଂ କଥାବାର୍ତ୍ତା ଚାଲୁଥିବା ସମୟରେ କିମ୍ବା ଘରର ଛୋଟ ଛୋଟ କାମ ଅର୍ଥାତ କବାଟ ଖୋଲିବା କିମ୍ବା ଗୋଟେ କପ୍ ଚାହା ତିଆରି କରିବା ସମୟରେ ଶବ୍ଦ-ବାତିଲ୍ କରୁଥିବା ଏକ ଭଲ ବ୍ଲୁଟୁଥ୍ ହେଡସେଟ୍ ଅତ୍ୟଧିକ ଶବ୍ଦ ରଦ୍ଦ କରି ଆପଣଙ୍କୁ କଲ୍ ନେବାକୁ, କଂଫରେନ୍ସ ମିଟିଂଗୁଡ଼ିକରେ ଶୁଣିବାକୁ ଦେଇଥାଏ।

ଲ୍ୟାପଟପ୍: ଯଦି ଆପଣ ଏକ ଧିରେ ଚାଲୁଥିବା ଲ୍ୟାପଟପ୍ ପାଇଁ ଥକିଯାଉଛନ୍ତି ଯାହାକି ଆପଣଙ୍କ କାର୍ଯ୍ୟର ଉତ୍ପାଦନକୁ ପ୍ରଭାବିତ କରୁଛି, ତେବେ ଆପଣଙ୍କୁ ଗୋଟିଏ ନୂଆ ଲ୍ୟାପଟପ୍ ଦରକାର, ଯାହାକି ଏକାଧିକ କାମକୁ ଯଥେଷ୍ଟ ଶକ୍ତି ପ୍ରଦାନ କରିଥାଏ ଏବଂ ବିନା ବିଳମ୍ବରେ କାର୍ଯ୍ୟର ଗତିକୁ ବଦଳାଇଦେଇଥାଏ | ଏକ ଉଚ୍ଚ ରିଜୋଲୁସନ୍ ଏବଂ ଦ୍ରୁତ ସଞ୍ଚାଳକ କୁ ଆପଣ କାମ ପାଇଁ ହେଉ କିମ୍ବା ଖେଳ ପାଇଁ ବ୍ୟବହାର କରନ୍ତୁ, ତାହା ଉତ୍କୃଷ୍ଟ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ କରିପାରିବ! ଏଭଳି ଏକ କମ୍ପ୍ୟୁଟର ଦେଖନ୍ତୁ, ଯାହାର ଭଲ ବ୍ୟାଟେରୀ ଜୀବନ ଅଛି ଯାହା ପାଇଁ ବିଦ୍ୟୁତ୍ କାଟ ହେଲେ ମଧ୍ୟ ତାହା ପାଇଁ ଆପଣ ବିନା କୌଣସି ବାଧାରେ କାମ କରିପାରିବେ।

ସମଗ୍ର ବିଶ୍ଵ କରୋନାଭାଇରସ୍ ର ସଙ୍କଟ ସହିତ ମୁକାବିଲା ଜାରି ରଖିଥିବାବେଳେ ଘରେ ଥିବା ଚାପକୁ କମ କରିବା ଏବଂ ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ଆପଣ ଯାହା କରିପାରିବେ ତାହା କରନ୍ତୁ । ଏହି ଅଧିକ କ୍ଷମତାଶାଳୀ ଘରୋଇ ଉପକରଣକୁ ଶ୍ରମ-ସମ୍ବଳିତ କାର୍ଯ୍ୟ ହସ୍ତାନ୍ତର କରି ଆପଣ ନିଜର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ । ଆପଣଙ୍କର କ୍ରୟକୁ ସହଜ କରିବାକୁ HDFC Bank Summer Treats ର ଯୋଜନା ଗୁଡ଼ିକୁ ଦେଖନ୍ତୁ । ଅତି ରୋମାଞ୍ଚକର ନଗଦ ଫେରସ୍ତ ଅଫର୍ ପୂର୍ଣ୍ଣ ଥିବା ଯୋଜନା ଯାହାକି ବିନା କୌଣସି ଅତିରିକ୍ତ ମୂଲ୍ୟର EMI ସହିତ ଉପଲବ୍ଧ ଅଛି; ଆପଣ ବର୍ତ୍ତମାନ ନିରାପଦରେ ରହିପାରିବେ ଏବଂ ନୂତନ ସାଧାରଣ ଜୀବନ ସହିତ ଖାପ ଖୁଆଇବା ପାଇଁ ଆପଣ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ପାଇପାରିବେ।

This is a partnered post.
First published: June 28, 2020, 10:08 PM IST
corona virus btn
corona virus btn
Loading