BasicFirst ର ସୁପର ସ୍ମାର୍ଟ ପାଠ୍ୟକ୍ରମ ସହ ଆପଣଙ୍କ ଶିକ୍ଷା ଲକ୍ଷ୍ୟ ହାସଲ କରନ୍ତୁ

ବିଶ୍ୱ ମହାମାରୀ ଯୋଗୁଁ ଏହି ପରିବର୍ତ୍ତନ ତ୍ବରାନ୍ବିତ ହୋଇଛି ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷା କର୍ଭ, ସେମାନଙ୍କ ଗ୍ରେଡ୍ ଏବଂ ଲକ୍ଷ୍ୟ ସମସ୍ତ ଜିନିଷକୁ ଏକକାଳୀନ ହାସଲ କରୁଛି । ଏହା ଏକ ପୂର୍ବାନୁମାନ ପରି ଲାଗିପାରେ, କିନ୍ତୁ ଭଲ ଖବର ଅଛି । ଯୋଗାଯୋଗହୀନ ଶିକ୍ଷାଦାନ କ୍ଷେତ୍ରର ବିପ୍ଳବୀ BasicFirstର କାର୍ଯ୍ୟକ୍ରମଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

BasicFirst ର ସୁପର ସ୍ମାର୍ଟ ପାଠ୍ୟକ୍ରମ ସହ ଆପଣଙ୍କ ଶିକ୍ଷା ଲକ୍ଷ୍ୟ ହାସଲ କରନ୍ତୁ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 13, 2020, 11:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବିଗତ କିଛି ବର୍ଷ ମଧ୍ୟରେ, ସମଗ୍ର ଭାରତରେ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କର ଭର୍ଚୁଆଲ୍ ପ୍ରୋଗ୍ରାମ୍ ରେ ଅବିବୃଦ୍ଧି ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏଭଳି କମ୍ପ୍ୟୁଟର ଲ୍ୟାବ୍ ଓ ଡିଜିଟାଲ୍ ଟ୍ୟୁସନ ପ୍ରଦାନ କରୁଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କ ଶିକ୍ଷା ସହ ତୁଳନା କରା ଯାଇପାରିବ । ବିଶ୍ୱ ମହାମାରୀ ଯୋଗୁଁ ଏହି ପରିବର୍ତ୍ତନ ତ୍ବରାନ୍ବିତ ହୋଇଛି  ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷା କର୍ଭ, ସେମାନଙ୍କ ଗ୍ରେଡ୍ ଏବଂ ଲକ୍ଷ୍ୟ ସମସ୍ତ ଜିନିଷକୁ ଏକକାଳୀନ ହାସଲ କରୁଛି ।

ଏହା ଏକ ପୂର୍ବାନୁମାନ ପରି ଲାଗିପାରେ, କିନ୍ତୁ ଭଲ ଖବର ଅଛି । ଯୋଗାଯୋଗହୀନ ଶିକ୍ଷାଦାନ କ୍ଷେତ୍ରର ବିପ୍ଳବୀ BasicFirstର କାର୍ଯ୍ୟକ୍ରମଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେମାନଙ୍କର ଦକ୍ଷତା ଭିତ୍ତିକ, କଷ୍ଟମାଇଜେବଲ୍ ମୋଡ୍ୟୁଲ୍ ସହ, ଛାତ୍ରମାନେ ସେମାନଙ୍କର ଭବିଷ୍ୟତ ଉପରେ ନିୟନ୍ତ୍ରଣ ରଖି ପାରିବେ ଏବଂ ଯେକୌଣସି ସ୍ଥାନରୁ ସେମାନଙ୍କର ଶିକ୍ଷା ଜାରି ରଖିପାରିବେ  ।



Unsplashରେ Wes Hicksଙ୍କ ଦ୍ବାରା ଫଟୋ

ସେମାନଙ୍କର ଅନୁସନ୍ଧାନ ସମର୍ଥିତ ଶିକ୍ଷଣ ମଡେଲ ଏକ ସୁପର ସ୍ମାର୍ଟ ପାଠ୍ୟକ୍ରମ ଉପରେ ଆଧାରିତ ଯାହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଦକ୍ଷତା ଏବଂ ଲକ୍ଷ୍ୟକୁ ଯୋଜନାର କେନ୍ଦ୍ରରେ ରଖିଥାଏ ।  ଏହି ନିଆରା ଢଙ୍ଗରେ ପରିକଳ୍ପିତ ପାଠ୍ୟକ୍ରମ ଅନ୍ୟ ଇ-ଲର୍ଣ୍ଣିଂ ପ୍ରୋଗ୍ରାମ ଅପେକ୍ଷା BasicFirst କୁ ଆଗରେ ରଖିଥାଏ ଏବଂ ଆପଣଙ୍କୁ ସର୍ବୋତ୍ତମ ଫଳାଫଳ ଦେଇଥାଏ  ।

ଗୋଟିଏ ସୁପର ସ୍ମାର୍ଟ ପାଠ୍ୟକ୍ରମ

ଏହି ପ୍ରକାରର ଶିକ୍ଷଣୀୟ ମୋଡ୍ୟୁଲଗୁଡିକ ଏକ ନିର୍ଦ୍ଦିଷ୍ଟ କ୍ରମରେ ଡିଜାଇନ୍ ହୋଇଛି ଯାହା ପ୍ରତ୍ୟେକ ଛାତ୍ରଙ୍କୁ ବିଭିନ୍ନ ଚ୍ୟାୱେଞ୍ଜ ସାମ୍ନା କରିବା ଏବଂ ସେମାନଙ୍କର ଶକ୍ତିଗୁଡିକର ଉପଯୋଗ କରିବାରେ ସାହାଯ୍ୟ କରେ ।  ବ୍ୟକ୍ତିଗତ ଶିକ୍ଷଣୀୟ ପଦ୍ଧତି ଉପରେ ଆଧାର କରି, ଏବଂ ଯତ୍ନର ସହ ଆତ୍ମ-ଅଧ୍ୟୟନର ଅଭ୍ୟାସ ସୃଷ୍ଟି କରିବାକୁ, ଏହି ମୋଡ୍ୟୁଲଗୁଡିକ ନିଶ୍ଚିତ କରେ ଯେପରି ବିଦ୍ୟାର୍ଥୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରାଞ୍ଜଳ ଭାବେ ବୁଝିବା ପାଇଁ ପର୍ଯ୍ୟାପ୍ତ ସମୟ ପାଉଛି । ବିଭିନ୍ନ ଶିକ୍ଷଣୀୟ ପ୍ରସଙ୍ଗକୁ ଛୋଟ ଛୋଟ ଅଧ୍ୟାୟରେ ବିଭାଜନ କରି ଏବଂ କୌଣସି କିମ୍ବା ପ୍ରତି ସନ୍ଦେହକୁ ସହଜରେ ଏବଂ ଧୈର୍ଯ୍ୟର ସହ ବୁଝାଇ ଅଭିଜ୍ଞ ‘edu coaches’ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ସହଜ କରିଥାନ୍ତି  ।



Unsplashରେ Steve Halamaଙ୍କ ଦ୍ବାରା ଫଟୋ

ବ୍ୟକ୍ତିଗତ ଯୋଜନା କାହିଁକି ଗୁରୁତ୍ୱପୂର୍ଣ୍ଣ

ଜଣେ ଛାତ୍ର, ଜଣେ ପ୍ରଶିକ୍ଷକ: ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଜେଣେ ବ୍ୟକ୍ତିଗତ କୋଚ୍ ରହିଥାନ୍ତି, ଯିଏ କିପରି ପଢ଼ାଯିବ, ପ୍ରତିଦିନ କଣ ସଂପୂର୍ଣ୍ଣ କରାଯିବ ଏବଂ ବିଦ୍ୟାର୍ଥୀର ସାମଗ୍ରିକ ଅଗ୍ରଗତି ଉପରେ ନଜର ରଖନ୍ତି । ଯାଞ୍ଚ ଏବଂ ସନ୍ତୁଳନର ଏକ ଶୃଙ୍ଖଳା ମାଧ୍ୟମରେ, ଛାତ୍ରଙ୍କୁ ବ୍ୟକ୍ତିଗତ ସ୍ତରରେ ଆତ୍ମବିଶ୍ୱାସ ଏବଂ ସମର୍ଥନ ଦେବା ପାଇଁ ପାଠ୍ୟକ୍ରମ ବିକଶିତ ହେଉଛି ।

ଏଥିସହ, ପ୍ରତ୍ୟେକ ଛାତ୍ର ବର୍ତ୍ତମାନ ଦେଶର ଶ୍ରେଷ୍ଠ ଆଇଆଇଟି ଏବଂ ଆଇଆଇଏମ୍ ର ଶିକ୍ଷକ  ଏବଂ ମେଣ୍ଟରଙ୍କୁ ପାଇ ପାରିବେ ଯେଉଁମାନେ ବିଭିନ୍ନ ସମୟରେ ସେମାନଙ୍କ ପ୍ରତି  ସନ୍ଦେହ ଦୂର କରିବାରେ ସାହାଯ୍ୟ କରିପାରିବେ । ସାହାଯ୍ୟକାରୀ, ଜ୍ଞାନୀ ଏବଂ ଧୈର୍ଯ୍ୟବାନ ଶିକ୍ଷକମାନେ କେବଳ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ । ଆପଣଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ, ସେମାନେ ଏକ ଆପ୍, ଭଏସ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚି ପାରିବେ ।

ଗୋଟିଏ ପ୍ରସଙ୍ଗ , ଗୋଟିଏ ପ୍ରଶ୍ନ: ଅଭିଜ୍ଞ ଶିକ୍ଷକ ଭାବେ BasicFirst ବୁଝିଥାଏ ଯେ ବିଭିନ୍ନ ଛାତ୍ରମାନଙ୍କର ଶିକ୍ଷଣୀୟ ଆବଶ୍ୟକତା ଏବଂ ଶିକ୍ଷଣୀୟ ପଦ୍ଧତି ଭିନ୍ନ  । କେତେକ ଭିଜୁଆଲ୍ କିମ୍ବା ଅଡିଟୋରୀ ପ୍ରୋଗ୍ରାମ୍ ସହ ଭଲ କାମ କରିପାରନ୍ତି, ଅନ୍ୟମାନେ ଲେଖିବା କିମ୍ବା ପଢ଼ିବା ଆଧାରିତ ଯୋଜନା ମାଧ୍ୟମରେ ଅଧ୍ୟୟନ କରି ପାରନ୍ତି ।  ପ୍ରତ୍ୟେକ ପାଠ୍ୟକ୍ରମକୁ ସହଜରେ ବୁଝି ହେଉଥିବା ଉପ ପ୍ରସଙ୍ଗ ଏବଂ ସହାୟକ କାର୍ଯ୍ୟକଳାପରେ ବିଭକ୍ତ କରାଯାଏ, ଯାହାଦ୍ବାରା ବିଦ୍ୟାର୍ଥୀମାନେ ଅଧିକ ଜଟିଳ ବିଷୟଗୁଡ଼ିକୁ ସହଜରେ ଶିଖିବାକୁ ଉପଭୋଗ କରନ୍ତି ।  |

ସଫଳତା ପାଇଁ ପ୍ରତିବଦ୍ଧ

ଆପଣ ଆଇଆଇଟି କିମ୍ବା ମେଡିକାଲ୍ ପାଠ୍ୟକ୍ରମ ପାଇଁ ପଢ଼ୁଛନ୍ତି କିମ୍ବା ବିଭିନ୍ନ ରାଜ୍ୟରେ କ୍ଲାସ୍ 10 ଏବଂ 12 ବୋର୍ଡ ପରୀକ୍ଷା ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାହାଯ୍ୟ ଆବଶ୍ୟକ କରନ୍ତି, BasicFirst ଶିକ୍ଷକମାନେ ଆପଣଙ୍କ ପ୍ରକୃତ ଆବଶ୍ୟକତା ବୁଝନ୍ତି । ଏହି କାରଣରୁ ଛାତ୍ରମାନେ ପ୍ରତ୍ୟେକ ପର୍ଯ୍ୟାୟ, ସ୍ତର ଏବଂ ଚ୍ୟାୱେଞ୍ଜର ସାମ୍ନା କରିବା ପାଇଁ  ସବୁବେଳେ ପାଖରେ ଜଣେ ଗାଇଡ୍ ପାଇବେ  ।



Unsplashରେ Baim Hanifଙ୍କ ଦ୍ବାରା ଫଟୋ

ପ୍ରଥମେ ପାଠପଢ଼ା ଆରମ୍ଭ କରିବା ନୁହେଁ ଶିକ୍ଷକମାନଙ୍କ ଲକ୍ଷ୍ୟ ହେଉଛି ପ୍ରଥମେ ଛାତ୍ରଙ୍କୁ ବୁଝିବା ।  SWOT ବିଶ୍ଳେଷଣ ଉପରେ ଆଧାର କରି,  ପୂର୍ବ-ମୂଲ୍ୟାଙ୍କନ ଏବଂ ପରବର୍ତ୍ତୀ ମୂଲ୍ୟାଙ୍କନ ପାଠ୍ୟକ୍ରମ ପ୍ରସଙ୍ଗ ଏଭଳି ବିକଶିତ ହୋଇଛି ଏବଂ ଯୋଜନା ହୋଇଛି, ଯାହା ଅଧିକ ଭଲ ଫଳାଫଳକୁ ସୁନିଶ୍ଚିତ କରେ ।  ତେଣୁ, ଯଦି ଆପଣ ନିଜର ଗ୍ରେଡ୍ ଉନ୍ନତି ଏବଂ ଭଲ ଶିଖିବା ପାଇଁ ସଠିକ୍ ଉପାୟ ଖୋଜୁଛନ୍ତି, ଏହା ହେଉଛି ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ।

BasicFirst  ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ଏବଂ ଆଜି ହିଁ ନାମାଙ୍କନ କରନ୍ତୁ

ଏହା ଏକ ସହଭାଗୀ ପୋଷ୍ଟ ଅଟେ
Published by: Jagdish Barik
First published: October 13, 2020, 10:58 AM IST
corona virus btn
corona virus btn
Loading