News18 Odia Digital
ମୁମ୍ବାଇ: ମୁମ୍ବାଇରେ ଗଣେଶ ପୂଜା ୧୦ ଦିନ ଧରୀ ଚାଲେ। ମୁମ୍ବାଇର ସବୁଠାରୁ ଫେମସ ସ୍ଥାନ ଲାଲବାଗଚା ରାଜାରେ ଭଗବାନ ଗଣେଶଙ୍କ ଦର୍ଶନ କରିବାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନଙ୍କ ଭିଡ଼ ଜମିଥାଏ।
ସେହିପରି ଗୁରୁବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭଗବାନଙ୍କ ଦର୍ଶନ ପାଇଁ ସେଠାରେ ପହଞ୍ଚିଲେ।
ବିର୍ସଜନର ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁମ୍ବାଇର ଲାଲବାଗଚା ରାଜା ଗଣେଶ ପେଣ୍ଡାଲର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେଠାରେ ନଜର ଆସିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।