ଗଣପତି ଦର୍ଶନ ପାଇଁ ଲାଲବାଗଚା ରାଜାରେ ସାନ ପୁଅ ସହ ପହଞ୍ଚିଲେ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁମ୍ବାଇର ଲାଲବାଗଚା ରାଜାରେ ଗଣେଶଙ୍କ ଦର୍ଶନ କରିଛନ୍ତି। ସେଠାରେ ସେ ଦର୍ଶନ କରିବା ସହ ପ୍ରାର୍ଥନା ମଧ୍ୟ କରିଥିଲେ। ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଗଣପତି ଦର୍ଶନ ପାଇଁ ଲାଲବାଗଚା ରାଜାରେ ସାନ ପୁଅ ସହ ପହଞ୍ଚିଲେ ମୁକେଶ ଅମ୍ବାନୀ

ଗଣପତି ଦର୍ଶନ ପାଇଁ ଲାଲବାଗଚା ରାଜାରେ ସାନ ପୁଅ ସହ ପହଞ୍ଚିଲେ ମୁକେଶ ଅମ୍ବାନୀ

  • News18 Odia
  • Last Updated :
  • Share this:
News18 Odia Digital

ମୁମ୍ବାଇ: ମୁମ୍ବାଇରେ ଗଣେଶ ପୂଜା ୧୦ ଦିନ ଧରୀ ଚାଲେ। ମୁମ୍ବାଇର ସବୁଠାରୁ ଫେମସ ସ୍ଥାନ ଲାଲବାଗଚା ରାଜାରେ ଭଗବାନ ଗଣେଶଙ୍କ ଦର୍ଶନ କରିବାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନଙ୍କ ଭିଡ଼ ଜମିଥାଏ।

ସେହିପରି ଗୁରୁବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭଗବାନଙ୍କ ଦର୍ଶନ ପାଇଁ ସେଠାରେ ପହଞ୍ଚିଲେ।


ବିର୍ସଜନର ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁମ୍ବାଇର ଲାଲବାଗଚା ରାଜା ଗଣେଶ ପେଣ୍ଡାଲର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ମଧ୍ୟ ସେଠାରେ ନଜର ଆସିଥିଲେ।
Published by:Lipina Das
First published: