News18 Odia Digitalଭାରତୀୟ ବଜାରରେ କମ୍ ବଜେଟରେ ମିଳୁଥିବା ଅନେକ ସ୍ମାର୍ଟଫୋନଙ୍କ ଭିତରୁ ସବୁ ଠାରୁ ଭଲ ଫୋନ୍ ହେଉଛି HONOR 9S ସ୍ମାର୍ଟଫୋନ୍। ଏହି ଫୋନ୍ କେବଳ ଉତ୍ତମ ଫିଚର୍ସ ସହିତ ଆସିନାହିଁ, ବରଂ ଏହାକୁ ଏଭଳି ଡିଜାଇନ କରାଯାଇଛି ଯେ, ଏହା ପାଇଁ ଲୋକଙ୍କ ପକେଟ ଆଦୌ ଭାରି ହେବା ଜରୁରୀ ନୁହେଁ । ଏହା ସମସ୍ତଙ୍କ ବଜେଟରେ ଫିଟ୍ ହୋଇଯିବ। HONOR 9S ହେଉଛି କମ୍ପାକ୍ଟ ଏବଂ ଅଲ୍ଟ୍ରା ସିମ୍ ସ୍ମାର୍ଟ ଫୋନ୍ । ଏଥିରେ ଅଛି 5.45-ଇଞ୍ଚ (13.8 ସେମି)ର ଆକର୍ଷଣୀୟ ଫୁଲ୍ ଭ୍ୟୁ ଡିସପ୍ଲେ, ଆଇ କମ୍ଫର୍ଟ ମୋଡ୍, Android 10 ର ଡାର୍କମୋଡ୍ ଭଳି ଆଣ୍ଡ୍ରଏଡ୍ ଫିଚର୍ସ । ଏହା ସହ ଆପଣ ପାଇବେ 2GB RAM ଏବଂ 32GB ର ଷ୍ଟୋରେଜ୍ । ଏହା ସହିତ, ଏଥିରେ ଅଛି ଡୁଆଲ୍ 4G ନାନୋ-ସିମ୍ ଏବଂ ମେମୋରୀ କାର୍ଡ ଯାହା ବ୍ୟବହାରକାରୀଙ୍କୁ ଏହି ଫୋନରେ ମେମୋରୀ 512GB କୁ ବୃଦ୍ଧି କରିବାରେ ସାହାଯ୍ୟ କରେ । 7 ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 10 ଉପରେ ଆଧାରିତ, ଯାହା କମ୍ପାନୀର ଫ୍ଲାଗସିପ୍ ମ୍ୟାଜିକ୍ UI 3.1 ରେ କାମ କରେ ।
720x1440 ପିକ୍ସେଲ ସହ ଏହାର ଅତିଆକର୍ଷଣୀୟ 5.45-ଇଞ୍ଚ (13.8 ସେମି) ର HD+ସ୍କ୍ରିନରୁ ଆପଣଙ୍କୁ ମିଳିବ ଅସଲି ଥିଏଟର ଭଳି ଅନୁଭବ। କେବଳ ଏତିକି ନୁହେଁ ଏହି ଫୋନ୍ 16M କଲର୍ ଏବଂ 295 ppi ର ପିକ୍ସେଲ ଡେନ୍ସିଟି ସହିତ ସୁସଜ୍ଜିତ ଅଟେ। 144 ଗ୍ରାମ୍ ଓଜନ ଏବଂ8.35 ମିମି ପତଳା ଏହି ଫୋନ୍କୁ ଆପଣ ଯେ କୌଣସି ସ୍ଥାନକୁ ନେବା ପାଇଁ ଇଚ୍ଛା କରିବେ। ଏହା ଅତ୍ୟନ୍ତ ପତଳା, ଛୋଟ ଏବଂଖୁବ ସହଜରେ ଆପଣଙ୍କ ହାତ, ହ୍ୟାଣ୍ଡ ବ୍ୟାଗ୍ ଏବଂ ଆପଣଙ୍କ ପକେଟରେ ଫିଟ୍ ହୋଇ ଯାଇଥାଏ । ଯେଉଁଠାରେ TüVRheinland ଦ୍ଵାରା ପ୍ରମାଣିତ ଆଇ କମ୍ଫର୍ଟ ମୋଡ୍ ପାଇଁ ଉପଭୋକ୍ତା ସ୍ମାର୍ଟଫୋନରେ ଭିଡ଼ିଓ ଏବଂ ଅନ୍ୟାନ୍ୟ କଣ୍ଟେଣ୍ଟ ପଢିବାରେ ଆନନ୍ଦ ନେଇ ପାରିବେ ଏବଂସେଠାରେ ଅନ୍ୟ ପକ୍ଷରେ ଡାର୍କମୋଡ୍ ଆପଣଙ୍କୁ ରାତିରେ ଆରାମରେ ପଢିବା ପାଇଁ ସହାୟତା କରିବ। ଏହି ଫୋନ୍ ର ଆଉ ଏକ ବିଶେଷତ୍ଵ ଯାହା ଆପଣଙ୍କୁ ଦିନ କିମ୍ବା ରାତିରେ ବଢ଼ିଆ କାମ କରିବ ତାହା ହେଉଛି ଏହାର ଫେସିଆଲ୍ ଅନଲକ୍ ଟେକ୍ନୋଲୋଜି ଯାହା ଆପଣଙ୍କୁ ଅଧିକ ଗୋପନୀୟତା ଏବଂସୁରକ୍ଷା ଦେଇଥାଏ।
2GB RAM ସହିତ12nm MediaTek MT6762R ପ୍ରୋସେସର ଦ୍ବାରା ଚାଲୁଥିବା ଏହି ସ୍ମାର୍ଟ ଫୋନ୍ ଆପଣଙ୍କୁ ବିନା କୌଣସି ଅସୁବିଧାରେ ବହୁତ ବଢ଼ିଆ ପ୍ରୋସେସିଙ୍ଗ୍ ଅନୁଭବ ଦେଇଥାଏ । HONOR 9S ରେ 32GB ଷ୍ଟୋରେଜ୍ ଅଛି ଯାହାକି ଏହା ଭିତରେ ଥିବା ମେମୋରୀ କାର୍ଡ ସ୍ଲଟ୍ ବ୍ୟବହାର କରି ମାଇକ୍ରୋ ଏସ୍ ଡ଼ି କାର୍ଡ ସାହାଯ୍ୟରେ 512GB ପର୍ଯ୍ୟନ୍ତ ବଢାଯାଇ ପାରିବ । ଏହା ପାଇଁ ଆପଣ ଏକ ସମୟରେ ଦୁଇଟି 4G ସିମ୍ ଏବଂମେମୋରୀ କାର୍ଡ଼ ବ୍ୟବହାର କରିପାରିବେ। ବର୍ତ୍ତମାନ ଆପଣ ନିଜର ଅଫିସ୍ ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ଏକ ସମୟରେ ଦୁଇଟି ନାନୋ-ସିମ୍ କାର୍ଡ଼ ସହାୟତାରେ ଖୁବ ସରଳଭାବରେ ଅଲଗା କରି ରଖିପାରିବେ। କେବଳ ଏତିକି ନୁହେଁ, ଯଦି ଆପଣ 512 GB ମେମୋରୀ କାର୍ଡ଼ ଲଗାନ୍ତି, ତେବେ ଅନେକ ଫୋଟୋ, ସଙ୍ଗୀତ ଏବଂଭିଡିଓ ମଧ୍ୟ ପ୍ରସ୍ତୁତ କରି ରଖିପାରିବେ।

HONOR 9S ରେ ପଛରେଥିବା f/2.0 ଅପର୍ଚର ସହିତ 8 ମେଗା ପିକ୍ସେଲର ମେନ୍ କ୍ୟାମେରା ଏବଂ ଆଗରେ 5 ମେଗା ପିକ୍ସେଲ ଥିବା ସେଲଫୀ କ୍ୟାମେରା ଅଛି । ଯାହାକି ଆପଣଙ୍କର ଅମୂଲ୍ୟ ମୂହୁର୍ତ୍ତକୁ ଆଉ ହରେଇବାକୁ ଦେବ ନାହିଁ । ଫୋନ୍ ରେ ପାନୋରାମା ମୋଡ୍ ଓ ବିୟୁଟି ମୋଡ୍ ମଧ୍ୟ ଦିଆଯାଇଛି ଯାହାର ବ୍ୟବହାର ଦ୍ଵାରା ଆପଣ ଅତ୍ୟଧିକ ସୁନ୍ଦର ଫୋଟୋ ନେଇପାରିବେ। ଏହି ସ୍ମାର୍ଟଫୋନ୍ ରେ ଅଛି 3020mAh ବ୍ୟାଟେରୀ । ଯାହା ପାଇଁ ଫୋନ୍ କେବଳ ଗୋଟିଏ ଥର ଚାର୍ଜରେ ପୁରା ଦିନ ଚାଲଥାଏ ।
ଆପଣଙ୍କ ଡିଭାଇସ୍ ଆଉ ବୋରିଂ ହୋଇ ରହିବ ନାହିଁ । ୟୁଥ୍ ସେଣ୍ଟ୍ରିକ୍ ନୀଳ ଏବଂ କ୍ଲାସିକ୍ କଳା ଆଦି ଦୁଇଟି ବିକଳ୍ପରେ ଉପଲବ୍ଧ ଏହି ସ୍ମାର୍ଟଫୋନ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ବଢେଇ ଦେବ। କେବଳ ଏତିକି ନୁହେଁ, ଏଥିରେ 3.5mm ଅଡିଓ ଜ୍ୟାକ୍ ଦିଆଯାଇଛି, ଯାହା ପାଇଁ ଆପଣ ନିଜର ହେଡଫୋନ୍ କୁ ଏହି ଫୋନ୍ ସହିତ କନେକ୍ଟ କରି ନିଜର ପ୍ରିୟ ସଙ୍ଗୀତକୁ ଶୁଣିପାରିବେ ଏବଂ ତା ସହିତ ଖୁବ ଆରାମରେ ସିନେମାର ମଜା ମଧ୍ୟ ନେଇପାରିବେ।

ଏ ଫୋନ୍ କୁ ଆପଣ ଯେଭଳି ଅଧିକ ଶୈଳୀରେ ଉପଭୋଗ କରି ପାରିବେ ସେଥିପାଇଁ HONOR ସୁନିଶ୍ଚିତ କରିଛି । ଏହାର ନୂଆ App Gallery ପ୍ରି ଇନଷ୍ଟଲ୍ ହୋଇଥାଏ ଏବଂ ଏଠାରୁ ଆପଣ ସମସ୍ତ ଲୋକପ୍ରିୟ ଏବଂ ଫଙ୍କସନାଲ୍ ଆପ୍ ଗୁଡ଼ିକୁ ଡାଉନଲୋଡ କରିପାରିବେ। ଏହା ବର୍ତ୍ତମାନ ବିଶ୍ଵସ୍ତରରେ ତୃତୀୟ ସବୁଠାରୁ ବଡ ଆପ୍ଲିକେସନ୍ ପ୍ଲାଟଫର୍ମ ଅଟେ।ଏହା Android 10 ଆଧାରିତ ଫ୍ଲାଗ୍ ସିପ୍ ମ୍ୟାଜିକ୍ UI 3.1 ରେ ଚାଲିଥାଏ ।
ଗତ ଛଅ ମାସରେ ହିଁ AppGalleryର 1 ମିଲିଅନ୍ ନୂଆ ୟୁଜର୍ ଏଂବ 100+ ମିଲିଅନ୍ରୁ ଅଧିକ ଡାଉନଲୋଡ ହୋଇସାରିଛି। କେବଳ ସେତିକି ନୁହେଁ, AppGalleryରେ ଉପଲବ୍ଧ 60,000+ ଆପ୍ ମଧ୍ୟରେ, ଏହି ଫୋନ୍ AppGalleryରେ ଭାରତର ଶୀର୍ଷ160 ମଧ୍ୟରୁ 95% ଏବଂଶୀର୍ଷ 500 ଆପ୍ଗୁଡ଼ିକର 85% ଆପ୍ଗୁଡ଼ିକ ମଧ୍ୟ ଅଛି, ଯାହାକି ଏହାକୁ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଅଧିକ ଅନୁକୂଳ କରିଛି। ଆପଣଙ୍କର ଉପଭୋକ୍ତାଙ୍କୁ ଅତି ଭବ୍ୟ ଅନୁଭବ ଦେବା ପାଇଁ କମ୍ପାନୀ ଅନେକ ଭାରତୀୟ ଡେଭଲପର୍ସଙ୍କ ସହିତ ମିଶି କାମ କରୁଛି ଏବଂ ଏଥିରେ ଆହୁରି ଅନେକ ଆପ୍ଲିକେସନ୍ଗୁଡ଼ିକୁ ସାମିଲ କରାଯାଉଛି।

AppGallery ଛଡ଼ା ଆପଣ Phone Clone କୁ ବ୍ୟବହାର କରି ଆପଣଙ୍କର ପୁରୁଣା ଫୋନରୁ ମଧ୍ୟ ଆପ୍ ଗୁଡ଼ିକୁ କପି କରି ପାରିବେ। ଉପଭୋକ୍ତାମାନଙ୍କ ସହଜତା ପାଇଁ, HONOR ନିକଟରେ ପେଟାଲ୍ ସର୍ଚ୍ଚ ଫିଚର୍ମ ମଧ୍ୟ ଉପସ୍ଥାପନ କରିଛି, ଯାହା ହେଉଛି ପଣଙ୍କର ଆପ୍ ସର୍ଚ୍ଚ, ଡାଉନଲୋଡ୍ ଏବଂ ଅପଡେଟ୍ ପାଇଁ ୱାନ୍ ଷ୍ଟପ୍ ସଲ୍ୟୁସନ୍ । ଏହାଛଡ଼ା, ପେଟାଲ୍ ସର୍ଚ୍ଚ ଆପଣଙ୍କୁ ଆପ୍ ବ୍ୟବହାର କରି ତାଜାଖବର, ଦୈନନ୍ଦିନ ପାଣିପାଗ ପୂର୍ବାନୁମାନ, ଲାଇଭ୍ ସ୍ପୋର୍ଟସ୍, କାର୍ଯ୍ୟସୂଚୀ ଏବଂ ସ୍କୋର, ସଙ୍ଗୀତ, ଫୋଟୋ ଏବଂ ଭିଡିଓ ଆଦିର ସୁବିଧା ଦେଇଥାଏ। ମେମୋରୀକୁ ନେଇ ସଚେତନ ଥିବା ଉପଭୋକ୍ତାମାନଙ୍କପାଇଁ କୁଇକ୍ ଆପ୍ ହେଉଛି ଏକ ଉତ୍ତମ ବିକଳ୍ପ ମଧ୍ୟ ଅଛି। ଏହାକୁ ବ୍ୟବହାର କରି, ଉପଭୋକ୍ତାମାନେ ପ୍ରକୃତରେ ଆପ୍ ଡାଉନଲୋଡ୍ ନକରି ଲୋକପ୍ରିୟ ଆପ୍ଗୁଡ଼ିକର ସମସ୍ତ ସର୍ବୋତ୍ତମ ଫିଚର ଗୁଡିକୁ ପାଇପାରିବେ। ଯାହା ପାଇଁ ଉପଭୋକ୍ତା ନିଜର ଫୋଟୋ, ସଙ୍ଗୀତ ଏବଂଭିଡିଓ ପାଇଁ ଫୋନରେ ଅନେକ ସ୍ଥାନ ବଞ୍ଚାଇ ପାରିବେ।
ଭାରତରେ10 ହଜାରରୁ କମ ଦରରେ ଅତି ଆକର୍ଷଣୀୟ ସ୍ମାର୍ଟଫୋନ୍ ପାଇଁ ଚାହିଦାରେ ଅଧିକ ବୃଦ୍ଧି ଦେଖିବାକୁ ମିଳୁଛି ଏବଂ HONOR 9S ହେଉଛି ଏହାପାଇଁ ଏକ ଉତ୍ତମ ବିକଳ୍ପ । ଅତି ଉତ୍ତମ ଫିଚର୍ ସହିତ ଥିବା
HONOR 9S ନିଜର
‘ସ୍ମାର୍ଟ ହୁଇ ଖୁସିଆଁ’ ’ର ଟ୍ୟାଗଲାଇନ୍କୁ ସାର୍ଥକ କରିଛି। ଉତ୍ତମ ଷ୍ଟୋରେଜ୍, ବ୍ୟାଟେରୀ ଲାଇଫ୍ ଏବଂ ଭଲ ଭାବେ ଦେଖିବା ଅଭିଜ୍ଞତା ଥିବା ସ୍ମାର୍ଟଫୋନ୍ ରୁ ଆହୁରି ଅଧିକ କଣ ଆଶା କରାଯିବ!
HONOR 9S ର ଦ୍ଵିତୀୟ ସେଲ୍ Flipcart ରେ 14 ଅଗଷ୍ଟ, 2020 ଦ୍ଵିପହର 12:00 ରୁ ଆରମ୍ଭ ହେବ, ଫୋନ୍ 6,499 ଟଙ୍କାରେ ଉପଲବ୍ଧ ହେବ। ଏହି ଡିଭାଇସ କୁ 6 ମାସ ପର୍ଯ୍ଯନ୍ତ କୌଣସି EMI ନଦେଇ ନିଅନ୍ତୁ ।
ଏହି ସ୍ମାର୍ଟଫୋନର ଫିଚର୍ସ, ଦାମ୍ ଓ Dଫର୍ ବିଷୟରେ ଜାଣିବାକୁ ଏଇଠି କ୍ଲିକ୍ କରନ୍ତୁ:
https://bit.ly/2EJ4Dwnକଲ୍ କରନ୍ତୁ ଏବଂ କଣ୍ଟେଷ୍ଟ ଜିତନ୍ତୁ - ଆପଣ HONOR Band 3ର ନୂଆ ମାଲିକ ହୋଇ ପାରନ୍ତିଯଦି ଆପଣ HONOR 9S କିଣିଛନ୍ତି ତାହାଲେ ଆପଣ ଆପେ HONOR କଲ୍ କରନ୍ତୁ ଏବଂ ଜିତନ୍ତୁ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯୋଗ୍ୟତା ପ୍ରାପ୍ତ କରନ୍ତି । HONOR 9S କିଣିଥିବା ଯେ କୌଣସି ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିବା ପାଇଁ HONOR ଇଣ୍ଡିଆର ଗ୍ରାହକ ସହାୟତା ନମ୍ବର 18002109999 ରେ କଲ୍ କରି ପାରିବେ । ଏହି ଅବସର 5 ଅକ୍ଟୋବର 2020 ପର୍ଯ୍ୟନ୍ତ ମିଳିବ । ପ୍ରତି ସପ୍ତାହରେ ତିନିଜଣ ଭାଗ୍ୟଶାଳୀ ବିଜେତା HONOR Band 3 ଜିତି ପାରିବେ !
ଏହି ଡିଲ୍ କୁ ଅଧିକ ମଜାଦାର କରି, ସମସ୍ତ ନୂଆ ମାଲିକଙ୍କୁ ମଧ୍ୟ ମିଳିବ HONOR VIP ସେବାର ଲାଭ ଏବଂ ସମ୍ପୂର୍ଣ୍ଣ 3 ମାସ ପାଇଁ ହଙ୍ଗାମା ମ୍ୟୁଜିକ୍ ଆପ୍ ପ ମାଗଣା ସବସ୍କ୍ରିପସନ୍ ।
*ଅଫର୍ ସୀମିତ ସମୟ ପାଇଁ । ନୀୟମ ଏବଂ ସର୍ତ୍ତାବଳୀ ଲାଗୁ
ଅଧିକ ବିସ୍ତୃତି ଏବଂ ବିଶେଷତା ଓ ଅଫର୍ ପାଇଁ,
ଏଠାରେ କ୍ଲିକ୍ କରନ୍ତୁପ୍ରଡକ୍ଟ ବିଷୟରେ ଅଧିକ ସୂଚନା ଅର୍ଥାତ ସ୍ପେଶିଫିକେସନ୍, ମୂଲ୍ୟ ଏବଂ ଅଫର ସମ୍ବନ୍ଧୀୟ ସୂଚନା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ:
https://bit.ly/2EJ4Dwnଅଧିକ ରୋମାଞ୍ଚକର ଖବର - HONOR Magic Book 15 ମଧ୍ୟ ଆସିଯାଇଛି !
ନିକଟରେ HONOR ଭାରତରେ ନିଜର ପ୍ରଥମ ଲ୍ୟାପଟପ୍ -
HONOR MagicBook 15 ଲଞ୍ଚ୍ କରିଛି। ଜବରଦସ୍ତ ଫିଚର୍ ଥିବା ଏହି ଲ୍ୟାପଟପ୍
Flipkart ମାଧ୍ୟମରେ ଉପଭୋକ୍ତାଙ୍କୁ ମିଳିପାରିବ ଏବଂ ଏଥିରେ ରହିଛି ଅନେକ କିଛି ସୁବିଧା ଏବଂ ବିଶେଷତା । HONOR MagicBook 15 ହେଉଛି ଭାରତର ପ୍ରଥମ ଲ୍ୟାପଟପ୍ ଯାହାକି 45 ହଜାରର ରେଞ୍ଜ୍ ଅନ୍ତର୍ଗତ 3 ଟି ସଫଳ ଇନୋଭେସନ୍ ସହ ଆସିଛି। ଏହି ଫିଚରଗୁଡିକ ମଧ୍ୟରେ ରହିଛି ପପ୍- ଅପ୍ ୱେବ୍ କ୍ୟାମ୍, 2-ଇନ୍ -1 ଫିଙ୍ଗରପ୍ରିଣ୍ଟ ପାୱାର୍ ବଟନ୍ ଏବଂ 65W ଟାଇପ୍-ସି କମ୍ପାକ୍ଟ ମଲ୍ଟି-ଡିଭାଇସ୍ ଫାଷ୍ଟ ଚାର୍ଜିଂ । ଏଥିରେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍10 ହୋମ୍ ପ୍ରି ଇନଷ୍ଟଲ୍ ହୋଇଥାଏ ଏବଂ ଏହା ମାଇକ୍ରୋସଫ୍ଟ 365 ପର୍ସନାଲ୍ ସବସ୍କ୍ରିପସନ୍ ର ଗୋଟିଏ ମାସର ମାଗଣା ଟ୍ରାଏଲ୍ ସହ ଆସିଥାଏ।
HONOR MagicBook 15 ବିଷୟରେ ଅଧିକ ସୂଚନା ପାଇଁ, ନିମ୍ନରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍କ କରନ୍ତୁ:
https://bit.ly/33qtXBKଧ୍ୟାନଦିଅନ୍ତୁ: ସମସ୍ତ ଟ୍ରେଡ୍ ମାର୍କ, ବ୍ରାଣ୍ଡ ନାମ ହେଉଛି ସେମାନଙ୍କର ସମ୍ପୃକ୍ତ ମାଲିକମାନଙ୍କ ସମ୍ପତ୍ତି। ନିୟମ ଏବଂସର୍ତ୍ତବାଳୀ ଲାଗୁ। ବ୍ରାଣ୍ଡ, ଉତ୍ପାଦ, ଅଫର ଏବଂକଣ୍ଟେଷ୍ଟ ବିବରଣୀ ଇତ୍ୟାଦି ବିଷୟରେ ଅଧିକ ସୂଚନା ପାଇଁ ଆମର ଅଫିସିଆଲ୍ ୱେବସାଇଟ୍
www.hihonor.com/in ଏବଂସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ (
Facebook,
Twitter,
Instagram ଏବଂ
YouTube) ରେ ଆମକୁ ଫଲୋ କରନ୍ତୁ।
ଏହା ଏକ ସହଭାଗୀ ପୋଷ୍ଟ ଅଟେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।