ଚିତ୍ରରେ ଲୁଚିଥିବା ଅଙ୍କକୁ ଖୋଜିବାରେ ଅନେକ ହୋଇଛନ୍ତି ବିଫଳ; ତୀକ୍ଷ୍ଣ ନଜର ବ୍ୟକ୍ତି ହିଁ ଏହା ପାଇପାରିବେ

ଏପରି ଫଟୋ ଦେଖିବା ପରେ ଲୋକମାନେ ଚିନ୍ତାରେ ପଡ଼ିଯାଆନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇପାରିନ୍ତି ନାହିଁ । ଆପଣ କଣ ଭାବୁଛନ୍ତି ? ଏହି ଛବିରେ କେତେ ସଂଖ୍ୟା ଲୁଚି ରହିଛି ? ବୁଝିବିଚାରୀ ଉତ୍ତର ଦେବେ ।

ଏପରି ଫଟୋ ଦେଖିବା ପରେ ଲୋକମାନେ ଚିନ୍ତାରେ ପଡ଼ିଯାଆନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇପାରିନ୍ତି ନାହିଁ । ଆପଣ କଣ ଭାବୁଛନ୍ତି ? ଏହି ଛବିରେ କେତେ ସଂଖ୍ୟା ଲୁଚି ରହିଛି ? ବୁଝିବିଚାରୀ ଉତ୍ତର ଦେବେ ।

ଏପରି ଫଟୋ ଦେଖିବା ପରେ ଲୋକମାନେ ଚିନ୍ତାରେ ପଡ଼ିଯାଆନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇପାରିନ୍ତି ନାହିଁ । ଆପଣ କଣ ଭାବୁଛନ୍ତି ? ଏହି ଛବିରେ କେତେ ସଂଖ୍ୟା ଲୁଚି ରହିଛି ? ବୁଝିବିଚାରୀ ଉତ୍ତର ଦେବେ ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଇଣ୍ଟରନେଟ୍ ଦୁନିଆରେ, ଏହିପରି ଅନେକ ଚିତ୍ର ଭାଇରାଲ୍ (Viral ) ହୁଏ, ଯାହା ଦେଖିବା ପରେ ଲୋକମାନେ ଦ୍ୱନ୍ଦ୍ୱରେ ( Confusion ) ପଡଯାନ୍ତି । ଅନେକ ଥର ଏହା ଘଟେ ଯେ, ଫଟୋ ଦେଖିବା ପରେ ଲୋକମାନେ ଏହାର ସତ୍ୟତା ହିଁ ଜାଣିପାରନ୍ତି ନାହିଁ। ଆଜି ବି ସୋସିଆଲ ମିଡିଆରେ ଏପରି ଏକ ଚିତ୍ର ଭାଇରାଲ ହେଉଛି । ଏହି ଚିତ୍ରରେ ଏହା ଦେଖାଯାଉଛି କି କିଛି ସଂଖ୍ୟା ଲୁକ୍କାୟିତ ଅଛି । ଆଉ ଲୋକମାନେ ଏହି ସଂଖ୍ୟା ଖୋଜିବାରେ ସମର୍ଥ ହୋଇ ପାରୁନାହାଁନ୍ତି । ଯଦି ଆପଣଙ୍କର ଆଖି ତୀକ୍ଷ୍ଣ ତେବେ ଚିତ୍ରରେ ଥିବା ଲୁକ୍କାୟିତ ନମ୍ବର ଖୋଜନ୍ତୁ ।

ଚିତ୍ର ଦେଖନ୍ତୁ



ଚିତ୍ର ଦେଖିବା ପରେ ଲୋକମାନେ ଚିନ୍ତିତ ହୋଇଯାଉଛନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇପାରୁନାହାଁନ୍ତି । ଆପଣ କଣ ଭାବୁଛନ୍ତି? ଏହି ଛବିରେ କେତେ ସଂଖ୍ୟା ଲୁଚି ରହିଛି? ଚିନ୍ତା କରି ଉତ୍ତର ଦିଅନ୍ତୁ । ଫଟୋଟି କଳା ରଙ୍ଗର ଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ କିଛି ଅଙ୍କ ଲୁକ୍କାୟିତ ଅଛି, ଯାହା ଆପଣଙ୍କୁ କହିବାକୁ ପଡିବ । ଅନେକ ଲୋକ ଏହି ଚିତ୍ର ଦେଖିବାକୁ ଚେଷ୍ଟା କରିଛନ୍ତି । ଚିତ୍ର ଦେଖିବା ପରେ ଚାରିଆଡ଼ ଅନ୍ଧାର ଦେଖାଯାଉଛି । ୧୦ ସେକେଣ୍ଡରୁ ଅଧିକ ସମୟ ନିରନ୍ତର ଦେଖିବା ପରେ, ଆପଣଙ୍କ ଆଖିରେ କିଛି ପରିବର୍ତ୍ତନ ଅନୁଭବ କରିବେ ।

ଭାଇରାଲ୍ ହେଉଥିବା ଏହି ଚିତ୍ରକୁ @SJosephBurns ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି । ଅନେକ ଲୋକ ଏହି ଫଟୋରେ ସେମାନଙ୍କର ଉତ୍ତର ଦେଇଛନ୍ତି ।

https://twitter.com/SJosephBurns/status/1615311216791912449?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1615311571710005248%7Ctwgr%5E6d72fe2b5ce4d0b2e0f2d9e42ff9f2a28de90fb4%7Ctwcon%5Es2_&ref_url=https%3A%2F%2Fndtv.in%2Fzara-hatke%2Fpeople-are-having-trouble-finding-the-hidden-number-in-this-picture-only-those-with-a-keen-eye-will-be-able-to-find-it-3700361

ଆପଣ ଯାହା ଭାବୁଛନ୍ତି, କମେଣ୍ଟ ବକ୍ସରେ ନିଜର ଉତ୍ତର ଲେଖନ୍ତୁ । ବର୍ତ୍ତମାନ ଉପଭୋକ୍ତାମାନେ କିଛି ପ୍ରତିକ୍ରିୟା ଦେଇଛନ୍ତି ।



ଅଧିକ ପଢ଼ନ୍ତୁ -http://ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର କ୍ରସ ଓଭର ମ୍ୟାଚ୍; ଜିତିବା ଟିମ୍ ହାତେଇବ କ୍ୱାର୍ଟର ଫାଇନାଲ ଟିକଟ
Published by:Soubhagya Mishra
First published: