Petrol-Diesel prices: ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲର ଦର 

Petrol-Diesel prices: ବିଭିନ୍ନ ସହର ପେଟ୍ରୋଲ ଓ ଡିଜେଲ ଦର ପ୍ରକାଶ ପାଇଛି। ଜାଣନ୍ତୁ କେଉଁ ସହରରେ କେତେ ମୂଲ୍ୟ ରହିଛି।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ନୂଆ ଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପ୍ରକାଶ ପାଇଛି  ମଧ୍ୟ ଆଜି ସେଗୁଡ଼ିକରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ହ୍ରାସ ସତ୍ତ୍ୱେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ। ୨୨ ମେ'ରୁ ସ୍ଥିର ରହିଛି। ଗତଥର ମେ ୨୧ ରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ମେ ୨୨ରେ ପେଟ୍ରୋଲ ଓ ଡିଜେଲର ଦର କମ୍ କରାଯାଇଥିଲା। ଆଜି ଅଶୋଧିତ ତୈଳର ମୂଲ୍ୟ ପୁଣି ହ୍ରାସ ପାଇଛି।

ଅଶୋଧିତ ତୈଳ ଦର

ଅଶୋଧିତ ତୈଳ ହାରରେ ଆଜି  ବ୍ୟାରେଲ ପିଛା ୯୬.୧୮ ଡଲାର ଓ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୪.୫ ଡଲାର ରହିଛି।

ବିଭିନ୍ନ ସହରର ତୈଳ ଦର 

ଦିଲ୍ଲୀରେ  ଆଜି ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଓ ଡିଜେଲରେ ଲିଟର ପିଛା ୮୯.୬୨ ଟଙ୍କା ରହିଛି।

ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି।

ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି।

କୋଲକାତା ପେଟ୍ରୋଲ ଲିଟର ପିଛା ୧୦୬.୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି।

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୧.୯୪ ଟଙ୍କା ଓ ଡିଜେଲ ୮୭.୮୯ ଟଙ୍କା ରହିଛି।

ହାଇଦ୍ରାବାଦରେ ପେଟ୍ରୋଲ ଲିଟର ପିଛା ୧୦୯.୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା ରହିଛି।

ପାଟନାରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୪ ଟଙ୍କା ରହିଛି।

ଥିରୁବନନ୍ତପୁରମରେ ପେଟ୍ରୋଲ ଲିଟର ପିଛା ୧୦୭.୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଓ ଡିଜେଲରେ ଲିଟର ପିଛା ୯୪.୭୬ ଟଙ୍କା ରହିଛି।

ଜୟପୁରରେ ପେଟ୍ରୋଲ  ୧୦୮.୪୮ ଟଙ୍କା ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା ରହିଛି।
Published by:Sujit Swain
First published: