ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୂଚନା ମିଳିଛି।

ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ

ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୂଚନା ମିଳିଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ, ସେମାନେ ରେଜଲ୍ଟ ଦେଖିପାରିବେ । ଏହି ରେଜଲ୍ଟ ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ (jeemain.nta.nic.in.)

ଚଳିତ ଥର ୮. ୬ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯାହାକି ପୂର୍ବ ରେକର୍ଡକୁ ଭାଙ୍ଗିଛି । ପୂର୍ବରୁ କୌଣସି ବର୍ଷ ଏତେ ପରିମାଣରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇନଥିଲେ । ସେହିପରି ଆସନ୍ତା ୨ଦିନ ମଧ୍ୟରେ ଜେଇଇ (ମେନ୍‌) ସେସନ୍‌-୨ ଲାଗି ଆରମ୍ଭ ହେବ ରେଜିଷ୍ଟ୍ରେସନ। ପରୀକ୍ଷା ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ।
Published by:Soumyashree Mishra
First published: