News18 Odia Digital
କୃଷ୍ଣ ଜନ୍ମ ବାର୍ଷିକୀ ଭାରତ ତଥା ବିଦେଶରେ ମଧ୍ୟ ବଡ଼ ଉତ୍ସବରେ ପାଳନ କରାଯାଏ। ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମ ତିଥି ରୋହଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। କୃଷ୍ଣ ଜନ୍ମାଷ୍ଟମୀ ଚଳିତ ବର୍ଷ ୧୮ ଓ ୧୯ ଅଗଷ୍ଟରେ ଦୁଇ ଦିନ ପାଳନ କରାଯିବ। ବାଳ ଗୋପାଳଙ୍କ ଜନ୍ମ ବାର୍ଷିକୀରେ ଉପବାସ ରହି ବିଶେଷ ଉପାସନା କରାଯାଇଥାଏ। ପୂଜାରେ କେଉଁ ସବୁ ସାମଗ୍ରୀ ଆବଶ୍ୟକ ହୋଇଥାଏ ଜାଣନ୍ତୁ।
ଜନ୍ମାଷ୍ଟମୀ ୨୦୨୨ ପୂଜା ସାମଗ୍ରୀଗୋପାଳ ବା କୃଷ୍ଣନ୍କ ଛବି ବା ପ୍ରତିମୂର୍ତ୍ତି , ସିଂହାସନ, ଆସନ, ପାନ ପତ୍ର, ଫୁଲ ମାଳ, ବଟେଲ ପତ୍ର, ପଦ୍ମ ଫୁଲ, ହଳଦିଆ ପୋଷାକ, କଦଳୀ ପତ୍ର
କୁଶ ବଟୁ, ପଞ୍ଚ ଶସ୍ଯ, ଗଙ୍ଗାଜଳ, ମହୁ, ଚିନି, ତୁଳସୀ ପତ୍ର, ଶୁଦ୍ଧ ଘି, ଦହି, କ୍ଷୀର, ଫଳ ଅନୁଯାୟୀ ଫଳ, ଅତର, ପଞ୍ଚାମୃତ, ଫୁଲ
କୁକୁମ, ଅକ୍ଷତ, ଅଳଙ୍କାର, ମାଳ, ସୂତା, ତୁଲସୀ ପତ୍ର, ଅଭିର, ହଳଦୀ
ନୈବେଦ୍ୟ କିମ୍ବା ମିଠା, ଛୋଟ ଅଳେଇଚ, ଲବଙ୍ଗ, ଧୂପ, କର୍ପୂର, କେଶର, ଚନ୍ଦନ, ଲହୁଣୀ, ମିଶ୍ରି, କଳସ, ଦୀପ, ଧୂପ, ନଡ଼ିଆ, ତମ୍ବା କିମ୍ବା ରୂପା ପାତ୍ର ଅଭିଷେକ ପାଇଁ।
ମୟୂର ପଙ୍ଖ, ବଂଶୀ, ଗୋମାତାର ଏକ ପ୍ରତିମୂର୍ତ୍ତି, ବୈଜୟନ୍ତି ମାଳ, ନାଲି କପଡା, ତୁଳସୀ ପତ୍ର, ଅଳଙ୍କାର, ମୁକୁଟ, କାକୁଡି, ଗଣେଶଙ୍କୁ ବସ୍ତ୍ର, ଅମ୍ବିକାଙ୍କୁ ବସ୍ତ୍ର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।