ICICI Lombard’ର Home healthcare ର ଲାଭ ଯାହାକି ଆପଣଙ୍କୁ #RestartRightର ଆଶ୍ବାସନା ଦିଏ

ବର୍ତ୍ତମାନର ଆବଶ୍ୟକତା ଏବଂ ଆଶା କରାଯାଉଥିବା ସେବାକୁ ଧ୍ୟାନରେ ରଖି, ICICI Lombard ଏଭଳି ପଦକ୍ଷେପ ଆରମ୍ଭ କରିଛି, ଯାହା ଗ୍ରାହକଙ୍କୁ ଲକଡାଉନ୍ ରେ ମଧ୍ୟ ସାହାଯ୍ୟ କରୁଛି ।

ICICI Lombard’ର Home healthcare ର ଲାଭ ଯାହାକି ଆପଣଙ୍କୁ #RestartRightର ଆଶ୍ବାସନା ଦିଏ
ICICI Lombard'ର ଅଭିନବ ନୂଆ home healthcare ଲାଭ ନିଅନ୍ତୁ
  • News18 Odia
  • Last Updated: November 9, 2020, 2:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବର୍ତ୍ତମାନର ମହାମାରୀ ଆରମ୍ଭ ହେବା ଦିନଠାରୁ ସାରା ଜଗତ ସହ ଯୋଗାଯୋଗ କରିବାର ଶୈଳୀ, ଯେପରି ଶୈଳୀରେ ଆମେ ବ୍ୟବସାୟ କରୁଛେ ଏବଂ ଯେଉଁଭଳି ଭାବେ ଆମ ସ୍ବାସ୍ଥ୍ୟର ଯତ୍ନ ନେଉଛେ ତାହା ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହୋଇଛି । ତେବେ ଯଦିଓ ସ୍ବାସ୍ଥ୍ୟ ସବୁବେଳେ ଆମର ପ୍ରମୁଖ ଚିନ୍ତାର ପ୍ରସଙ୍ଗ ରହିଛି, ଏବେ କିନ୍ତୁ ଏହାର ଗୁରୁତ୍ତ୍ବ ଆହୁରି ଅଧିକ ବଢ଼ିଯାଇଛି । ଆଉ ଏ ସମୟରେ ସ୍ବାସ୍ଥ୍ୟ ବୀମା ଯାହା କରି ପାରିବ ତାହା ବର୍ତ୍ତମାନ ସମୟ ପାଇଁ ନିହାତି ଜରୁରୀ ଅଟେ । ଏହା ଉଭୟ ଉପଭୋକ୍ତାଙ୍କ ପାଇଁ ଉପଯୋଗୀ ହେବ ଏବଂ ଆମର ବର୍ତ୍ତମାନ ସମୟ ସହିତ ପ୍ରାସଙ୍ଗିକତା ରଖିବା ଆବଶ୍ୟକ କରୁଛି ।

ବର୍ତ୍ତମାନର ମହାମାରୀ ଯେଉଁଭଳି ବ୍ୟାପିଛି, ତାହାକୁ ଦେଖି ଲୋକମାନେ ଘରେ ରହି ଚିକିତ୍ସିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି କାରଣ ଡାକ୍ତରଖାନାର ଚିକିତ୍ସା ଖର୍ଚ୍ଚ ଅଧିକ ଏବଂ ସେଠାକାର ପରିବେଶ ମଧ୍ୟ ଆରୋଗ୍ୟ ହେବା ପାଇଁ କମ ଉପଯୋଗୀ ମନେ ହେଉଛି । ଏଠାରେ ଗୋଟିଏ କଥା ସ୍ପଷ୍ଟ  - ବର୍ତ୍ତମାନ ସମୟରେ ସମସ୍ତ ପୁରୁଣା ନିୟମର କିଛି ଗୁରୁତ୍ତ୍ବ ହିଁ ନାହିଁ ।

ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ #RestartRight ର କେବଳ ଏକମାତ୍ର ପନ୍ଥା ହେଉଛି 'ନୂଆ ସାଧାରଣ ବା ନ୍ୟୁ ନର୍ମାଲ୍' ସହିତ ତାଳ ଦେଇ ଚାଲିବା, ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ବାସ୍ଥ୍ୟ ବୀମା ନେବା ଯାହା ଆମକୁ ସବୁ ଆବଶ୍ୟକତା ପୂରଣ କ୍ଷେତ୍ରରେ ସାହାଯ୍ୟ କରି ପାରିବ ।

ICICI Lombard'ର ଅଭିନବ ନୂଆ home healthcare ଲାଭ ନିଅନ୍ତୁ । ଏହା ହେଉଛି ଅନିଶ୍ଚିତ ସମୟର ସଠିକ୍ ସମଧାନ, ଯାହା ଆପଣଙ୍କ ଘରର ଆରାମଦାୟକ ପରିବେଶରେ ଭରସାଯୋଗ୍ୟ ସ୍ବାସ୍ଥ୍ୟସେବା ପାଇବା ନେଇ ଆଶ୍ବସ୍ତ କରେ ।



ହୋମ୍ ହେଲଥ୍ କେୟାର୍ବର୍ତ୍ତମାନ ଆବଶ୍ୟକତା ପାଇଁ ପ୍ରସ୍ତୁତ

ଯେ କୌଣସି ବୟସ ବର୍ଗ ଏବଂ ଲିଙ୍ଗର ବ୍ୟକ୍ତି ଯିଏ ଡାକ୍ତରଖାନାରେ ସଂକ୍ରମଣର ଆଶଙ୍କାରୁ ଦୂରେଇ ରହିବାକୁ ଚାହାଁନ୍ତି,  ସେମାନେ ହୋମ୍ ହେଲଥ୍ କେୟାର୍ (Home healthcare) ସୁବିଧାର ଉପଯୋଗ କରି ପାରିବେ । ଏହାର ଲାଭ ହେଉଛି ଯେ କୌଣସି ଚିକିତ୍ସା ପାଇଁ ଡାକ୍ତର ଘରେ ଚିକିତ୍ସା ପାଇଁ ପରାମର୍ଶ ଦିଅନ୍ତି ଏବଂ ରୋଗୀ ସହମତ ହୋଇଥାନ୍ତି । ଏହା ସାଧାରଣତଃ ଡାକ୍ତରୀ ପରିଚାଳନା ବ୍ୟବସ୍ଥା, ଅପରେସନ୍ ପରବର୍ତ୍ତୀ ଯତ୍ନ ଏବଂ ଅନେକ ଦିନରୁ ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସବୁଠାରୁ ଭଲ ସମାଧାନ ।

ବିଭିନ୍ନ ପ୍ରକାର ଲାଭ

ପଲିସି କରିଥିବା ବ୍ୟକ୍ତି ଘରେ ରହି କଭରେଜ୍ ଉପଭୋଗ କରନ୍ତି  । ଏହି ପଲିସିର କଭରେଜ ଅନୁୟାୟୀ ଦୂରରେ ଥାଇ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରାଯାଇ ଥାଏ ଏବଂ ଆବଶ୍ୟକ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ମାନ୍ୟତାପ୍ରାପ୍ତ ନର୍ସଙ୍କ ଠାରୁ ଅରମ୍ଭ କରି ଡାକ୍ତର ତାଙ୍କ ଘରେ ପରିଦର୍ଶନ କରିବା ସୁବିଧା ମଧ୍ୟ ମିଳିଥାଏ । ଏଥିସହିତ ମେଡିକାଲ୍ ଷ୍ଟାଫ୍ ସମ୍ବନ୍ଧୀୟ ନର୍ସିଂ ଚାର୍ଜ, ଲ୍ୟାବ୍ ଟେଷ୍ଟିଂ, ଫାର୍ମାସୀ ସୁବିଧା ଏବଂ ଆହୁରି ଅନେକ କିଛି ଏହି କଭରେଜ୍ ଅନ୍ତର୍ଭୁକ୍ତ ଥାଏ ।

ଘରର ଆରାମଦାୟକ ପରିବେଶରୁ ସ୍ବାସ୍ଥ୍ୟସେବା

ହୋମ୍ ହେଲଥ୍ କେୟାର୍ (Home healthcare)ର ଲାଭ ହେଉଛି ଏହା ବୀମାଧାରୀଙ୍କୁ କଭରେଜ୍ ର ସୁବିଧା ଦେଇଥାଏ ଏବଂ ଯେ କୌଣସି ସ୍ଥିତିରେ ସୁରକ୍ଷିତ ରଖିଥାଏ । ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ଗ୍ରହଣ କରିବାର ଏହା ହେଉଛି ଏକ ସୁବିଧାଜନକ ବିକଳ୍ପ । ଡାକ୍ତରଖାନାରେ ସଂକ୍ରମଣର ସମ୍ଭାବନା ଅଧିକ ଥିବା ବେଳେ ନିଜ ଘରେ ସ୍ବାସ୍ଥ୍ୟସେବା (Home Health care) ସୁବିଧା ଗ୍ରାହକଙ୍କୁ ଉପଯୁକ୍ତ ସାମାଜକ ଦୂରତ୍ବ ରକ୍ଷା କରି ସେମାନଙ୍କ ଆବଶ୍ୟକତା ପ୍ରଭାବଶାଳୀ ଢଙ୍ଗରେ ପୂରଣ କରିବାର ସୁଯୋଗ ଦେଇଥାଏ । କିନ୍ତୁ ସବୁଠାରୁ ଭଲ ଖବର ହେଉଛି, ଏହା ମଧ୍ୟ ଆମର ସ୍ବାସ୍ଥ୍ୟ ସମୃଦ୍ଧକାରୀ ପଲିସି ଯେପରି ICICI Lombard Complete Health Insurance, Health booster, ଏବଂ Healthcare plus ଆଦିରେ ମଧ୍ୟ ଲାଗୁ ହେବ ।

ବର୍ତ୍ତମାନର ଆବଶ୍ୟକତା ଏବଂ ଆଶା କରାଯାଉଥିବା ସେବାକୁ ଧ୍ୟାନରେ ରଖି, ICICI Lombard ଏଭଳି ପଦକ୍ଷେପ ଆରମ୍ଭ କରିଛି, ଯାହା ଗ୍ରାହକଙ୍କୁ ଲକଡାଉନ୍ ରେ ମଧ୍ୟ ସାହାଯ୍ୟ କରୁଛି ।



ଯଦି ଆପଣ ଗୋଟିଏ ବଢ଼ିଆ ସ୍ବାସ୍ଥ୍ୟ ଯୋଜନା ଆବଶ୍ୟକ କରୁଛନ୍ତି, ତାହାଲେ ଅଧିକ ଜାଣିବା ପାଇଁ ଏବଂ ଆପଣଙ୍କୁ #RestartRight କରିବାକୁ ସୁରକ୍ଷା ଓ ଶାନ୍ତି ପ୍ରଦାନ ପାଇଁ ଏଠାରେ କ୍ଲିକ୍ କରନ୍ତୁ  ।

ଏହା ଏକ ସହଭାଗୀ ପୋଷ୍ଟ

* ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ, ଚିକିତ୍ସାର ଗୋଟିଏ ସକ୍ରିୟ ଧାରା ଯେଉଁଥି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ଜରୁରୀ ଏବଂ ଏହା ଯୋଗ୍ୟତାପ୍ରାପ୍ତ ଡାକ୍ତରୀ ବିଶେଷଜ୍ଞ ଯେପରି ନର୍ସ, ଡାକ୍ତର ଏବଂ ଫିଜିଓଥେରାପିଷ୍ଟଙ୍କ ଦ୍ବାରା ପରିଚାଳିତ ହୋଇପାରିବ



DISCLAIMER: Home Healthcare benefit is available with ICICI Lombard Complete Health Insurance, Health Booster & Health Care Plus and it is applicable till March 31, 2021   The advertisement contains only an indication of the cover offered. For complete details on risk factors, terms, conditions, coverages and exclusions, please read the sales brochure carefully before concluding a sale.  ICICI trade logo displayed above belongs to ICICI Bank and is used by ICICI Lombard GIC Ltd. under license and Lombard logo belongs to ICICI Lombard GIC Ltd. ICICI Lombard General Insurance Company Limited, ICICI Lombard House, 414, Veer Savarkar Marg, Prabhadevi, Mumbai – 400025. IRDA Reg.No.115. Toll Free 1800 2666. Fax No – 022 61961323. CIN (L67200MH2000PLC129408). customersupport@iciclombard.com.
www.icicilombard.com   Product Name: ICICI Lombard Complete Health Insurance, Misc 128, ICIHLIP21383V052021 Health Booster, Misc 140,

UIN: ICIHLIP21516V022021, Health Care Plus, MISC 113 UIN ICIHLGP213090V032021.ADV/10414.
Published by: Jagdish Barik
First published: November 9, 2020, 1:45 PM IST
corona virus btn
corona virus btn
Loading