ICICI Lombard ଗ୍ରାହକଙ୍କୁ ଘରୋଇ ସ୍ୱାସ୍ଥ୍ୟ ସେବାର ସୁବିଧା ପ୍ରଦାନ କରେ!

ICICI Lombard ଗ୍ରାହକଙ୍କୁ ଘରୋଇ ସ୍ୱାସ୍ଥ୍ୟ ସେବାର ସୁବିଧା ପ୍ରଦାନ କରେ!
  • News18 Odia
  • Last Updated: January 6, 2021, 12:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମହାମାରୀ ଯିବାର କୌଣସି ଲକ୍ଷଣ ନଥିବାବେଳେ, ଯେତେବେଳେ ଆପଣ ସାହାଯ୍ୟ ଆବଶ୍ୟକ କରନ୍ତି ଡାକ୍ତରଖାନା ଯିବାର ଅର୍ଥ ଆବଶ୍ୟକଠାରୁ ନିଜକୁ ଅଧିକ ବିପଦରେ ଆପଣଙ୍କୁ ପକାଇପାରେ। ଏହା ବ୍ୟତୀତ, ଯେତେବେଳେ ଆପଣ ଫେରନ୍ତି ପଡ଼ୋଶୀ ଏବଂ ସାଙ୍ଗସାଥିମାନଙ୍କ ସହିତ ସେହି ପରିସ୍ଥିତିରେ ତାଙ୍କର ବ୍ୟବହାର ଯୋଗୁଁ ଅତିରିକ୍ତ ଚାପ ଆମମାନଙ୍କ ପାଇଁ ଚିନ୍ତାର ଅନ୍ୟ ଏକ ସ୍ତର ହୋଇପାରେ। ଏହି ସମସ୍ଯାପୂର୍ଣ୍ଣ ସମୟରେ, ଆପଣ ଘରେ ଥିବାବେଳେ ଆବଶ୍ୟକ ସେବା ଯତ୍ନ ନେବା ହେଉଛି ସବୁଠାରୁ ସୁବିଧାଜନକ ବିକଳ୍ପ।

ICICI Lombard ସ୍ୱାସ୍ଥ୍ୟ ବୀମା ବିଭିନ୍ନ ସ୍ୱାସ୍ଥ୍ୟ ବୀମା ପଲିସି ପ୍ରଦାନ କରେ ଯାହା ଆପଣଙ୍କୁ କ୍ୟାଶଲେସ୍ ଏବଂ ଦକ୍ଷ ଉପାୟରେ ସ୍ୱାସ୍ଥ୍ୟସେବା ପାଇଁ ହେଉଥିବା ଖର୍ଚ୍ଚ ପରିଚାଳନା କରିବାରେ ସାହାଯ୍ୟ କରେ। ICICI Lombard ର ଘରୋଇ ସ୍ୱାସ୍ଥ୍ୟ ସେବାର ଲାଭ କମ୍ପାନୀ ଦ୍ଵାରା ପ୍ରଦାନ କରାଯାଇଥିବା ଏପରି ଏକ କଭର ଯାହାକି ବିଶେଷତଃ କୋରୋନା ଭାଇରସ୍ ସହିତ ମୁକାବିଲା ପାଇଁ ପଦକ୍ଷେପଗୁଡ଼ିକୁ ଧ୍ୟାନରେ ରଖି ଆବଶ୍ୟକ କଭରେଜ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଏହି କଭର ଆପଣଙ୍କୁ ଘରେ ରହିବାକୁ ଅନୁମତି ଦେଇ ଡାକ୍ତର କିମ୍ବା ପରୀକ୍ଷା ଇତ୍ୟାଦି ଆପଣଙ୍କ ନିକଟକୁ ଆସି କରେଇବାକୁ ଅନୁମତି ଦେଇ ଜୀବନକୁ ଅଧିକ ଆରାମଦାୟକ ଏବଂ ନିରାପଦ କରିଥାଏ।



ଘରୋଇ ସ୍ୱାସ୍ଥ୍ୟସେବାର ଲାଭ

  • ମାର୍ଚ୍ଚ 31, 2021 ପର୍ଯ୍ୟନ୍ତ ଗ୍ରାହକମାନେ ଘରୋଇ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇପାରିବେ।

  • ଏହା ଏହି କଥା ଉପରେ ନିର୍ଭର କରେ ଯେ, ଚିକିତ୍ସା କରୁଥିବା ଡାକ୍ତର ଏକ ସକ୍ରିୟ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି କି ଯେଉଁଥି ପାଇଁ ଡାକ୍ତରଖାନାରେ ଆଡମିଶନ ହେବା ପାଇଁ ପରାମର୍ଶ କରାଯାଇଛି। ତଥାପି, ଯଦି ସମାନ ଚିକିତ୍ସା ଯୋଗ୍ୟ କର୍ମଚାରୀଙ୍କ ଦ୍ଵାରା ମଧ୍ୟ ପରିଚାଳିତ ହୋଇପାରିବ, ତେବେ କ୍ଳେମ୍ ର ଲାଭ ଡାକ୍ତରଖାନା ଯିବା ପରିବର୍ତ୍ତେ ଘରେ ରହି ଚିକିତ୍ସା କରେଇବା ପାଇଁ ବିସ୍ତାରିତ ହୋଇଥାଏ। ବୀମାଭୁକ୍ତ ବ୍ୟକ୍ତିଙ୍କୁ ମେଡିକାଲ ଅଭ୍ୟାସକାରୀଙ୍କ ଦ୍ଵାରା ଅଣ-ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥାଏ ଏବଂ ବୀମାଭୁକ୍ତ ବ୍ୟକ୍ତି ନିଜ ଇଚ୍ଛାରେ ଘରେ ଚିକିତ୍ସିତ ହେବାକୁ ଥିବା ବିକଳ୍ପ ବାଛିଛନ୍ତି।


ଏହି ସୁବିଧା ପାଇଁ ସେହି ଗ୍ରାହକମାନେ ଯଥେଷ୍ଟ ଲାଭବାନ ହେବେ ଯେଉଁମାନେ ସେମାନଙ୍କର ସାମାଜିକ ଦୂରତା ବଜାୟ ରଖିବାକୁ ଚାହାଁନ୍ତି ଏବଂ ନିଜ ଘରର ସୁରକ୍ଷାରେ ଚିକିତ୍ସା କରେଇବାକୁ ଚାହାଁନ୍ତି। ଏହି କଭରରେ ଡାକ୍ତରୀ ଅଭ୍ଯାସକାରୀ ଚିକିତ୍ସକଙ୍କ ଦ୍ଵାରା ରିମୋଟରୁ ମନିଟରିଂ କରିବା ସାମିଲ ଅଟେ ଏବଂ ନର୍ସ, ଡାକ୍ତର ଏବଂ ଫିଜିଓଥେରାପିଷ୍ଟ ଇତ୍ୟାଦିଙ୍କର ପରିଦର୍ଶନ ମଧ୍ୟ ସାମିଲ ହୋଇପାରେ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ମାର୍ଗଟି ଅନେକଙ୍କ ଦ୍ୱାରା ପସନ୍ଦ କରାଯାଏ କାରଣ ଏଥିରେ ଚିକିତ୍ସାଳୟରୁ ପ୍ରାପ୍ତ ସଂକ୍ରମଣର ଆଶଙ୍କା କମ୍ କରିଥାଏ, ଶସ୍ତା, ସୁବିଧାଜନକ ଏବଂ ସମସ୍ତ ସମ୍ବନ୍ଧିତ ମାନଙ୍କ ପାଇଁ କମ୍ ଚାପଗ୍ରସ୍ତ ହୋଇଥାଏ। ଘରୋଇ ଯତ୍ନରେ ଅନ୍ତର୍ଭୁକ୍ତ ଚିକିତ୍ସାରେ କ୍ଲେଶଦାଯକ ଚାପ ପରିଚାଳନା, ପୋଷ୍ଟ ସର୍ଜିକାଲ୍ କେୟାର, ଷ୍ଟିଚ୍ ଅପସାରଣ, ୟୁରିନାରୀ କ୍ୟାଥେରାଇଜେସନ୍, ଫିଜିଓଥେରାପୀ ଏବଂ ଏହି ଭଳି ଅନେକ ସେବା ଅନ୍ତର୍ଭୁକ୍ତ।

ଭିଡ଼ିଓ ଦେଖନ୍ତୁ:



ଏହା ହେଉଛି ଏକ ପ୍ରକାର ଚତୁର ପ୍ରତିକ୍ରିୟା, ଯାହା ପାଇଁ ICICI Lombard ବର୍ଷ ବର୍ଷ ଧରି ସର୍ବଦା ଜଣାଶୁଣା। ICICI Lombard ସର୍ବଦା ନିଜର ଗ୍ରାହକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଥାଏ, ଯାହାକି ବ୍ୟବହାରିକ, ଉପଯୋଗୀ ଏବଂ ସର୍ବୋପରି, ବ୍ୟବହାର ସହଜ ସେବା ଅଟେ ଏବଂ ଉଚିତ ଲାଭ ପ୍ରଦାନ କରିଥାଏ।

କେତେକ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଏବଂ ଆଜି ହିଁ ଶୀଘ୍ର, ଅସୁବିଧା-ମୁକ୍ତ ସ୍ୱାସ୍ଥ୍ୟସେବା କଭରେଜ୍ ଅନୁଭବ କରିବାର ଅନେକ ଉପାୟ ଯାଞ୍ଚ କରିବାକୁ  ଏଠାରେ  କ୍ଲିକ୍ କରନ୍ତୁ।

ଏହା ଏକ ପ୍ରାୟୋଜିତ ପୋଷ୍ଟ ଅଟେ

DISCLAIMER: Home Healthcare benefit is available with ICICI Lombard Complete Health Insurance, Health Booster & Health Care Plus and it is applicable till March 31, 2021   The advertisement contains only an indication of the cover offered. For complete details on risk factors, terms, conditions, coverages and exclusions, please read the sales brochure carefully before concluding a sale.  ICICI trade logo displayed above belongs to ICICI Bank and is used by ICICI Lombard GIC Ltd. under license and Lombard logo belongs to ICICI Lombard GIC Ltd. ICICI Lombard General Insurance Company Limited, ICICI Lombard House, 414, Veer Savarkar Marg, Prabhadevi, Mumbai – 400025. IRDA Reg.No.115. Toll Free 1800 2666. Fax No – 022 61961323. CIN (L67200MH2000PLC129408). customersupport@iciclombard.com.

www.icicilombard.com   Product Name: ICICI Lombard Complete Health Insurance, Misc 128, ICIHLIP21383V052021 Health Booster, Misc 140,

UIN: ICIHLIP21516V022021, Health Care Plus, MISC 113 UIN ICIHLGP21390V032021.ADV/10925
Published by: Jagdish Barik
First published: January 6, 2021, 12:16 PM IST
corona virus btn
corona virus btn
Loading