Today Horoscope: ଏହି ରାଶିମାନେ ରୁହନ୍ତୁ ସାବଧାନ; ଜାଣନ୍ତୁ ଅନ୍ୟ ରାଶି ବାବଦରେ

Today Horoscope: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରବିବାର ପାଇଁ ରାଶିଫଳ । ୨୦୨୧ ଡିସେମ୍ବର ୧୯ ପାଇଁ ଆପଣଙ୍କର ରାଶିଫଳ ଜାଣନ୍ତୁ ।

ଆଜିର ରାଶିଫଳ ଜାଣନ୍ତୁ ଆପଣଙ୍କ ରାଶିରେ କ'ଣ ଅଛି

ଆଜିର ରାଶିଫଳ ଜାଣନ୍ତୁ ଆପଣଙ୍କ ରାଶିରେ କ'ଣ ଅଛି

  • Share this:

News18 Odia Digital


 ମେଷ: ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଧ ଭରା ରହିବ ଦେହ ମନ ଭଲ ରହିବ ସେବା ଧର୍ମ ପ୍ରତି ମନ ବଳିବ ଆୟ ଅବ୍ୟାହତ ରହିବ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ



 ବୃଷ: ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ମନ ପ୍ରସନ୍ନ ରହିବ। ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ



 ମିଥୁନ: ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ ସେବା ପୂଜାରେ ମନ ନିବେଶ କରିବେ ଶରୀର ମନ ସୁସ୍ଥ ରହିବ ଆୟ ବ୍ୟୟ ସମାନ ରହିବ



 କର୍କଟ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ ଡିଲ୍ କରିବେ ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ  



 ସିଂହ: ଆଜି ଦିନଟି ଭୋଗ, ବିଳାସ ଦିଗକୁ ସ୍ୱତଃ ମନ ଟାଣିହୋଇଯିବ ଆଜି ବିଭିନ୍ନ ସୁତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ



 କନ୍ୟା: ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି



 ତୁଳା: ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ ଦୂରଯାତ୍ରା ବିପଦପୂର୍ଣ୍ଣ ହେବ ବୃଥା ନିନ୍ଦା ଅପବାଦ ମିଳିପାରେ ବାକ୍ ସଂଯମତା ରକ୍ଷା କଲେ ବିପଦରେ ପଡିବେ ଅର୍ଥହାନି ହେବ



 ବିଛା: କର୍ମ ଚଞ୍ଚଳ ରହିବେ ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍ଲିସରେ ଦିନ କାଟିବେ ଖର୍ଚ୍ଚ ବୃଦ୍ଧି ପାଇବ   ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ



 ଧନୁ: କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ ଦେହ ମନ ଭଲ ରହିବ ସୁସମ୍ବାଦ ପ୍ରାପ୍ତ ହେବ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ପରିବାରରେ ହସ ଖୁସିର ଲହରି ରହିବ ଦାମ୍ପତ୍ୟ ଜୀବନ ସୁଖମୟ ହେବ



 ମକର: ଦିନଟିରେ ଆପଣ କର୍ମ ତତ୍ପର ହେବେ ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ ପାରିବାରିକ ହସଖୁସି ଲାଗି ରହିବ



 କୁମ୍ଭ: ଆଜି ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ



ମୀନ: କର୍ତ୍ତବ୍ୟ ନିଷ୍ଠ ହେବେ କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ ଆୟ ବ୍ୟୟ ପ୍ରାୟ ସମାନ ରହିବ ଦାମ୍ପତ୍ୟ ଜୀବନ ସୁଖମୟ ହେବ

Published by:Soumya Das
First published: