ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Gold Rate Today: ଆଜି ଏତିକି ଟଙ୍କା ବୃଦ୍ଧି ହେଲା ସୁନା ଦାମ୍; ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଦାମ୍?

Gold Rate Today: ଆଜି ଏତିକି ଟଙ୍କା ବୃଦ୍ଧି ହେଲା ସୁନା ଦାମ୍; ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଦାମ୍?

Gold Price Today: ସୁନା-ରୂପା ଦରରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି । ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦରରେ (Gold Price Today) ଆଜି ପ୍ରତି ୧୦୦ ଗ୍ରାମ ପିଛା ୧୨୦୦ ଟଙ୍କା ବୃଦ୍ଧି ହୋଇଛି ।

Gold Rate Today: ଆଜି ଏତିକି ଟଙ୍କା ବୃଦ୍ଧି ହେଲା ସୁନା ଦାମ୍; ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଦାମ୍?
ସୁନା-ରୂପା ଦରରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି
  • News18 Odia
  • Last Updated: March 18, 2021, 1:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୁନା-ରୂପା ଦରରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି । ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ଦରରେ (Gold Price Today) ଆଜି ପ୍ରତି ୧୦୦ ଗ୍ରାମ ପିଛା ୧୨୦୦ ଟଙ୍କା ବୃଦ୍ଧି ହୋଇଛି । ଆଜି (ମାର୍ଚ୍ଚ ୧୮) ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ସୁନା ଦାମ୍ ପ୍ରତି ୧ ଗ୍ରାମରେ ୧୨ ଟଙ୍କା ବୃଦ୍ଧି ପାଇଛି । ଆଜି ଭାରତରେ ୨୨ କ୍ୟାରେଟ୍ (୧୦ ଗ୍ରାମ) ସୁନା ଦାମ୍ ୪୩,୯୬୦ ଟଙ୍କା ଓ ୧୦୦ ଗ୍ରାମ (୨୨ କ୍ୟାରେଟ୍) ସୁନା ଦାମ୍ ୪,୩୯,୬୦୦ ଟଙ୍କା ରହିଛି । ଜାଣନ୍ତୁ ଆଜି ଆପଣଙ୍କ ସହରରେ ପ୍ରତି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ୍ରେ ଓ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ କ’ଣ ରହିଛି?

ସହର - ପ୍ରତି ୧୦ ଗ୍ରାମ ସୁନା ଦାମ୍ (୨୨ କ୍ୟାରେଟ୍)

ଚେନ୍ନାଇ - ୪୨,୩୭୦ ଟଙ୍କା
ମୁମ୍ବାଇ - ୪୩,୯୬୦ ଟଙ୍କା
ଦିଲ୍ଲୀ - ୪୪ ,୧୫୦ଟଙ୍କା
କୋଲକାତା - ୪୪,୨୭୦ ଟଙ୍କା
ବେଙ୍ଗାଲୁରୁ - ୪୨,୦୧୦ ଟଙ୍କା
ହାଇଦ୍ରାବାଦ - ୪୨,୦୧୦ ଟଙ୍କା
କେରଳ - ୪୨,୦୧୦ ଟଙ୍କା
ପୁଣେ - ୪୩,୯୬୦ ଟଙ୍କା
ଗୁଜୁରାଟ - ୪୪,୫୦୦ ଟଙ୍କା
ଅହମ୍ମଦାବାଦ - ୪୪,୫୦୦ ଟଙ୍କା
ସୁରଟ- ୪୪,୫୦୦ ଟଙ୍କା
ଜୟପୁର - ୪୪,୧୫୦ ଟଙ୍କା
ଉତ୍ତରପ୍ରଦେଶ (UP) - ୪୪,୧୫୦ ଟଙ୍କା
ତାମିଲନାଡୁ - ୪୨,୩୭୦ ଟଙ୍କା
ମଦୁରାଇ - ୪୨,୩୭୦ ଟଙ୍କା
ବିଜୟୱାଡା - ୪୨,୦୧୦ ଟଙ୍କା
ପାଟନା - ୪୩,୯୬୦ ଟଙ୍କା
ନାଗପୁର - ୪୩,୯୬୦ ଟଙ୍କା
ଚଣ୍ଡିଗଡ଼ - ୪୪,୧୫୦ ଟଙ୍କା
ଭୁବନେଶ୍ୱର - ୪୨,୦୧୦ ଟଙ୍କା
ମାଙ୍ଗାଲୋର - ୪୨,୦୧୦ ଟଙ୍କା
ବିଶାଖାପାଟନମ୍ - ୪୨,୦୧୦ ଟଙ୍କା
ନାଶିକ୍ - ୪୩,୯୬୦ ଟଙ୍କା
ମସୁରୀ - ୪୨,୦୧୦ ଟଙ୍କା

ସହର - ୧୦ ଗ୍ରାମ ସୁନା ମୂଲ୍ୟ (୨୪ କ୍ୟାରେଟ୍) - ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ଦାମ
ଚେନ୍ନାଇ - ୪୬,୨୨୦ ଟଙ୍କା
ମୁମ୍ବାଇ - ୪୪,୯୬୦ ଟଙ୍କା
ଦିଲ୍ଲୀ - ୪୮,୧୬୦ ଟଙ୍କା
କୋଲକାତା - ୪୬,୯୧୦ ଟଙ୍କା
ବେଙ୍ଗାଲୁରୁ - ୪୫,୮୩୦ ଟଙ୍କା
ହାଇଦ୍ରାବାଦ - ୪୫,୮୩୦ ଟଙ୍କା
କେରଳ - ୪୫,୮୩୦ ଟଙ୍କା
ପୁଣେ - ୪୪,୯୬୦ ଟଙ୍କା
ଗୁଜୁରାଟ ଓ ଭଦୋଦରା - ୪୬,୩୬ ଟଙ୍କା
ଅହମ୍ମଦାବାଦ - ୪୬,୩୬୦ ଟଙ୍କା
ସୁରଟ- ୪୬,୩୬୦ ଟଙ୍କା
ଜୟପୁର - ୪୮,୧୬୦ ଟଙ୍କା
ଉତ୍ତର ପ୍ରଦେଶ (UP) - ୪୮,୧୬୦ ଟଙ୍କା
ତାମିଲନାଡୁ - ୪୬,୨୨୦ ଟଙ୍କା
ମଦୁରାଇ - ୪୬,୨୨୦ ଟଙ୍କା
ବିଜୟୱାଡା - ୪୫,୮୩୦ ଟଙ୍କା
ପାଟନା - ୪୪,୯୬୦ ଟଙ୍କା
ନାଗପୁର - ୪୪,୯୬୦ ଟଙ୍କା
ଚଣ୍ଡିଗଡ଼ - ୪୮,୧୬୦ ଟଙ୍କା
ଭୁବନେଶ୍ୱର - ୪୫,୮୩୦ ଟଙ୍କା
ମାଙ୍ଗାଲୋର - ୪୫,830 ଟଙ୍କା
ବିଶାଖାପାଟନମ୍ - ୪୫,୮୩୦ ଟଙ୍କା
ନାଶିକ୍ - ୪୪,୯୬୦ ଟଙ୍କା
ମସୁରୀ - ୪୫,୮୩୦ ଟଙ୍କା

ଉପରଲିଖିତ ଉଭୟ ୨୨-କ୍ୟାରେଟ୍ ଓ ୨୪-କ୍ୟାରେଟ୍ ସୁନା ଦରରେ ଜିଏସ୍ଟି, ଟିସିଏସ୍ ଓ ଅନ୍ୟାନ୍ୟ ଶୁଳ୍କ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।

ଦର ଆହୁରି ବୃଦ୍ଧି ପାଇବ: ବିଶେଷଜ୍ଞ
ବିଶେଷଜ୍ଞଙ୍କ ଅନୁଯାୟୀ ପୁଣି ଥରେ ହଳଦିଆ ଧାତୁର ଦର ବୃଦ୍ଧି ହୋଇପାରେ । ଭାରତରେ ବିବାହ ସିଜିନ ଯୋଗୁଁ ସୁନା ଓ ରୂପାର କିଣା ବିକା ଦ୍ୱାରା ଦର ବର୍ତ୍ତମାନ ବୃଦ୍ଧି ପାଇବ । ଯଦି ଏହା ବର୍ତ୍ତମାନର ଦରରେ ସୁନାରେ ବିନିଯୋଗ ହୁଏ, ତେବେ ଏହା ଦୀର୍ଘ ସମୟ ମଧ୍ୟରେ ବଡ ଲାଭ ଦେଇପାରେ । ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ୨୦୨୧ ମସିହାରେ ସୁନା ଦର ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଆକଳନ କରାଯାଇଛି ଯେ ସୁନା ଦାମ୍ ଚଳିତ ବର୍ଷ ୬୩,୦୦୦ ଟଙ୍କାକୁ ଅତିକ୍ରମ କରିବ । ଯଦି ଏହା ଘଟେ ତେବେ ନିବେଶକମାନେ ଦୃଢ଼ ଲାଭ ପାଇବା ନିଶ୍ଚିତ ।

ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍
ଆନ୍ତର୍ଜାତୀୟ ବଜାରରେ ସୁନା ଦ୍ରୁତ ଗତିରେ କାରବାର କରୁଛି । ଆମେରିକାରେ ସୁନା ୧.୧୪ ଡ଼ଲାର ବୃଦ୍ଧି ପାଇ ୧,୭୧୭.୨୨ ଡଲାରରେ ରହିଛି । ଏଥି ସହିତ, ରୂପା ୦.୦୯ ଡଲାର ବୃଦ୍ଧି ସହିତ ୨୬.୦୨ ଡଲାର ସ୍ତରରେ କାରବାର କରୁଛି ।
Published by: Jagdish Barik
First published: March 18, 2021, 1:10 PM IST