Today Gold Price: ଦେଶରେ ସ୍ଥିର ରହିଛି ସୁନା ଓ ରୂପା ଦର; ଜାଣନ୍ତୁ ଆଜିର ସୁନା ଦର

ଆଜି ଭାରତରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ସ୍ଥିର ରହିଛି। ଡିସେମ୍ବର ୧୨ ସୁଦ୍ଧା ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ସୁନା ମୂଲ୍ୟ ୪୭,୮୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୩,୮୦୦ ଟଙ୍କା ରହିଛି।

ଜାଣନ୍ତୁ ଆଜିର ରୂପା ଦର ବାବଦରେ (ପ୍ରତୀକାତ୍ମକ ଛବି)

ଜାଣନ୍ତୁ ଆଜିର ରୂପା ଦର ବାବଦରେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଭାରତରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ସ୍ଥିର ରହିଛି। ଡିସେମ୍ବର ୧୨ ସୁଦ୍ଧା ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ସୁନା ମୂଲ୍ୟ ୪୭,୮୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୩,୮୦୦ ଟଙ୍କା।

ଆଜି ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ। ଚେନ୍ନାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ର ସୁନା ମୂଲ୍ୟ ୪୯,୩୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୫,୨୧୦ ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୧,୪୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୧୧୦ ଟଙ୍କା ରହିଛି।  କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୪୯,୮୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୭,୧୨୦ ଟଙ୍କା।  ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୪୭,୮୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୬,୮୫୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ମୂଲ୍ୟ ମଧ୍ୟ ସ୍ଥିର ରହିଛି। ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୯,୩୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୫,୯୬୦ ଟଙ୍କା।
Published by:Soumya Das
First published:
)}