ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦେଶରେ ୩୫୦ ଟଙ୍କା ହ୍ରାସ ପାଇଲା ସୁନା ଦର; ଯାଞ୍ଚ କରନ୍ତୁ ଆଜିର Gold Price

ଦେଶରେ ୩୫୦ ଟଙ୍କା ହ୍ରାସ ପାଇଲା ସୁନା ଦର; ଯାଞ୍ଚ କରନ୍ତୁ ଆଜିର Gold Price

ସୁନା ମୂଲ୍ୟ ଆଜି ଭାରତରେ ଯଥାକ୍ରମେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ହ୍ରାସ ପାଇଛି। ନଭେମ୍ବର ୧୪ ରେ ଏହି ଦର ୩୫୦ ଟଙ୍କା ହ୍ରାସ ପାଇଛି।

ଦେଶରେ ୩୫୦ ଟଙ୍କା ହ୍ରାସ ପାଇଲା ସୁନା ଦର; ଯାଞ୍ଚ କରନ୍ତୁ ଆଜିର Gold Price
ଦେଶରେ ୩୫୦ ଟଙ୍କା ଖସିଲା ସୁନା ଦର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 10:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୁନା ମୂଲ୍ୟ ଆଜି ଭାରତରେ ଯଥାକ୍ରମେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ହ୍ରାସ ପାଇଛି। ନଭେମ୍ବର ୧୪ ରେ ଏହି ହାର ୩୫୦ ଟଙ୍କା ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୯,୦୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ମାତ୍ର ୪୪,୮୯୦ଟଙ୍କା।

ଭାରତରେ ନଭେମ୍ବର ୧୩ ରେ ୨୪ କ୍ୟାରେଟ୍ / ୧୦ ଗ୍ରାମ ପାଇଁ ସୁନା ରେଟ ୪୯,୦୦୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ୨୨ କ୍ୟାରେଟ୍ / ୧୦ ଗ୍ରାମ ପାଇଁ ସୁନା ହାର ହେଉଛି ୪୪,୮୯୦ ଟଙ୍କା।

ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ମୂଲ୍ୟ ୫୦,୫୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୬,୩୩୭ ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ହାର ୫୨,୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୮,୦୫୦ ଟଙ୍କା। କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ପାଇଁ ସୁନା ରେଟ ୫୧,୨୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ୪୮,୫୦୦ ଟଙ୍କା।  ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୪୯,୨୭୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦  ଗ୍ରାମ)ର ମୁଲ୍ୟ ୪୮,୨୭୦ ଟଙ୍କା ରହିଛି।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ କ୍ରମାଗତ ତିନି ଦିନ ଧରି ସ୍ଥିର ରହିଛି। ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ର ମୂଲ୍ୟ ୫୦,୨୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୬,୨୦୦ ଟଙ୍କା।
Published by: Soumya Das
First published: November 14, 2021, 10:22 AM IST