ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୧୧୦ ଟଙ୍କା ବୃଦ୍ଧି ହେଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିକାର ସୁନା ଓ ରୂପା ମୂଲ୍ୟ

୧୧୦ ଟଙ୍କା ବୃଦ୍ଧି ହେଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିକାର ସୁନା ଓ ରୂପା ମୂଲ୍ୟ

ଆଜି ଭାରତରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ପାଇଁ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ନଭେମ୍ବର ୨୬ ରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୬୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ଗ୍ରାମ) ୪୩,୬୮୦ ଟଙ୍କା ଥିଲା।

୧୧୦ ଟଙ୍କା ବୃଦ୍ଧି ହେଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିକାର ସୁନା ଓ ରୂପା ମୂଲ୍ୟ
ସୁନା ଓ ରୂପା ଦର କେତେ ରହିଛି ଜାଣନ୍ତୁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 26, 2021, 11:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଭାରତରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ପାଇଁ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି। ନଭେମ୍ବର ୨୬ ରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୬୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ଗ୍ରାମ) ୪୩,୬୮୦ ଟଙ୍କା ଥିଲା।

ବିଭିନ୍ନ ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ଆଜି ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି।  ଚେନ୍ନାଇରେ ସୁନା ଦର ୨୪ କ୍ୟାରେଟ୍ (୧୦ g) ପାଇଁ ୪୯,୨୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ g) ୪୫,୧୧୮ଟଙ୍କା। ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୫୧,୧୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ସୁନା ୪୭,୮୫୦ ଟଙ୍କା ରହିଛି। କୋଲକାତାରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୪୯,୮୦୦ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ (୧୦ ଗ୍ରାମ) ମୂଲ୍ୟ ୪୭,୧୦୦ ଟଙ୍କା। ଏଥି ସହିତ ମୁମ୍ବାଇରେ ୨୪ କ୍ୟାରେଟ୍ (୧୦ ଗ୍ରାମ) ସୁନା ମୂଲ୍ୟ ୪୭,୬୩୦ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୬,୬୩୦ ଟଙ୍କା।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ସ୍ଥିର ରହିଛି। ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୯,୦୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ)ର ମୂଲ୍ୟ ୪୪,୭୦୦ଟଙ୍କା। ଗତ ୨୪ ଘଣ୍ଟା ପାଇଁ ୨୪ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଅପରିବର୍ତ୍ତିତ ଥିଲା।

ନଭେମ୍ବର ୧୭, ୨୦୨୧ ରେ ଭୁବନେଶ୍ୱରରେ ସୁନା ଦର (୨୪k ପାଇଁ ୫୦,୭୫୦ ଟଙ୍କା) ମାସ ପାଇଁ ସର୍ବକାଳୀନ ରେକର୍ଡ କରିଛି।
Published by: Soumya Das
First published: November 26, 2021, 11:06 AM IST