- News18 Odia
- Last Updated :
- Other, India
News18 Odia Digital
Gambian Vice-President Badara Joof Dies: ଆଫ୍ରିକୀୟ ଦେଶ ଗାମ୍ବିଆର ଉପ-ରାଷ୍ଟ୍ରପତି ବଦରା ଅଲି ଜୋଫେଙ୍କ(Badara Alli)ର ଭାରତ(India)ରେ ଦେହାନ୍ତ ହୋଇଛି। ୬୫ ବର୍ଷୀୟ ବଦାରା ଜୋଫ ୩ ସପ୍ତାହ ପୂର୍ବରୁ ଚିକିତ୍ସା ପାଇଁ ଭାରତ ଆସିଥିଲେ। ଗାମ୍ବିଆର ରାଷ୍ଟ୍ରପତି ଆଦାମା ବାରୋ(Adama Bora) ତାଙ୍କ ଡେପୁଟିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କର ବଦାରାଙ୍କ ଅସୁସ୍ଥତା ବିଷୟରେ ଉଲ୍ଲେଖ କରିନାହାଁନ୍ତି।
ଜାଡେଜାଙ୍କ ଆଗରେ କର ବା ମର ସ୍ଥିତି: ମଇଦାନକୁ ଓହ୍ଲାଇବା ଆଗରୁ ମାନିବାକୁ ପଡିବ BCCIର ଏହି ସର୍ତ୍ତ
ରାଷ୍ଟ୍ରପତି ଆଦାମା ବାରୋ (President Adama Bora)ଏକ ଟୁଇଟ୍ରେ କହିଛନ୍ତି ଯେ ଉପରାଷ୍ଟ୍ରପତି ବଦରା ଅଲି ଜୋଫେଙ୍କର କିଛି ସମୟ ଧରି ଚାଲିଥିବା ଅସୁସ୍ଥତା ହେତୁ ଭାରତରେ ଦେହାନ୍ତ ହୋଇଛି। ତେବେ ସେ ଏହି ରୋଗ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଦାରା ଦୀର୍ଘ ଦିନ ଧରି ସର୍ବସାଧାରଣରେ ଦେଖାଯାଇନଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।