ମେସ୍କିକୋ ପରେ ଆମେରିକାର ମିଚିଗାନରେ ଫାଇରିଂ
- News18 Odia
- Last Updated :
- Cuttack, India
News18 Odia Digital
ୱାଶିଂଟନ: ଗୁରୁବାର ଦିନ ଆମେରିକାର ମେସ୍କିକୋ ସିଟିରେ ଫାଇରିଂ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସେହିପରି ଆଜି ମଧ୍ୟ ଆମେରିକାର ମିଚିଗାନରେ ପୁଣି ଥିରେ ଫାଇରିଂ କେସ୍ ସାମ୍ନାକୁ ଆସିଛି।
ବନ୍ଧୁକଧାରୀ ଡିୟରବୋର୍ନ ହାମ୍ପଟନ୍ର ହୋଟେଲରେ ଗୁଳି ଚଳାଇଥିଲା।
କୁହାଯାଉଛି ଯେ ବନ୍ଧୁକଧାରୀ ହୋଟେଲର ତୃତୀୟ ମହଲାରୁ ଗୁଳି ଚଳାଇଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ହୋଟେଲ ଖାଲି କରିବାକୁ ପୋଲିସ ଚେଷ୍ଟା କରୁଛି। ପୂରା ହୋଟେଲରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।