Diwali 2020: 'ଦୀପାବଳୀର ସଫାଈ' କୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି ମଜାଳିଆ ମିମ୍ସ; କିଏ କହୁଛି ଡିଲିଟ କରିଦିଅ

Diwali 2020: ଦୀପାବଳୀର ସଫାଇକୁ ନେଇ ତିଆରି ହେଉଥିବା ଏହି ମଜାଳିଆ ମିମ୍ସ ଓ ଜୋକ୍ସ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ଉପଭୋକ୍ତାମାନେ ଏହା ଉପରେ ମଜାଳିଆ କମେଣ୍ଟ ମଧ୍ୟ ପୋଷ୍ଟ କରୁଛନ୍ତି ।

Diwali 2020: 'ଦୀପାବଳୀର ସଫାଈ' କୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି ମଜାଳିଆ ମିମ୍ସ; କିଏ କହୁଛି ଡିଲିଟ କରିଦିଅ
ଦୀପାବଳି ସଫା କରିବା ଉପରେ ମଜାଳିଆ ମିମ୍ସ (ଟ୍ୱିଟର- @ ଆୟୁଷ)
  • News18 Odia
  • Last Updated: October 27, 2020, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଦୀପାବଳୀ ୨୦୨୦: ଦୀପାବଳୀ ପର୍ବ ପାଇଁ ଅଳ୍ପ ଦିନ ବାକି ଅଛି ଓ ଲୋକମାନେ ନିଜ ନିଜ ଘରକୁ ସଫା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି ସମୟ ମଧ୍ୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଘର ସଫା କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଘର ସଫା କରିବାରେ ସମସ୍ତେ ସାମିଲ ହେବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ସୋସିଆଲ ମିଡ଼ିଆରେ ମଜାଳିଆ ମିମ୍ସ ଓ ଜୋକ୍ସ ସେୟାର କରୁଛନ୍ତି । ଏଗୁଡ଼ିକ କ୍ରମାଗତ ଭାବରେ ଅନଲାଇନରେ ଟ୍ରେଣ୍ଡ ହେବାରେ ଲାଗିଛି ।

ପ୍ରତିବର୍ଷ ଦୀପାବଳୀ ପର୍ବ ଆସିବା ପୂର୍ବରୁ ଘରଗୁଡ଼ିକର ସ୍ୱଚ୍ଛତା କରିବା କାମ ଆରମ୍ଭ ହୋଇଥାଏ । ଏଥିରେ ଗୃହର ସମସ୍ତ ସଦସ୍ୟଙ୍କ ସହଯୋଗ ନିଆଯାଏ । ପିଲାମାନଙ୍କୁ ଛୋଟ ଘର କାମ ଯୋଗାଇ ଦିଆଯାଉଥିବା ବେଳେ ଯେଉଁମାନଙ୍କର ଉଚ୍ଚତା ଅଧିକ ବା ଡେଙ୍ଗା ସେମାନଙ୍କୁ କାନ୍ଥର ଥିବା ଜାଲି ଓ ପଙ୍ଖାକୁ ସଫା କରିବାକୁ ଦିଆଯାଏ । ଏପରି ପରିସ୍ଥିତିରେ ଯୁବଗୋଷ୍ଟି ଦୀପାବଳୀର ସଫାଇ ସହିତ ଜଡିତ ଅନେକ ମଜାଳିଆ ମିମ୍ସ ଓ ଜୋକ୍ସ ସେୟାର କରୁଛନ୍ତି । ଏହି ସମୟରେ ଘରେ ଚାଲିଥିବା ଦୀପାବଳୀର ସଫାଈ ଅଭିଯାନର ମିମ୍ସ ସୋସିଆଲ ମିଡିଆରେ (Social Media) ଯୁବକଙ୍କ ସ୍ଥିତିକୁ ବର୍ଣ୍ଣନା କରିବା ସହିତ ଉପଭୋକ୍ତାମାନଙ୍କୁ ହସାଇ ହସାଇ ବେଦମ କରୁଛି ।



କେହି କେହି ଏହି ମିମ୍ସର ବାହାନା କରି ଦୀପାବଳୀର ସଫା କରିବା ସମୟରେ ନିଜ ମା’ଙ୍କ ପ୍ରେମ ଚିଠି ପାଇଥିବା ବିଷୟରେ କହୁଥିବାବେଳେ କେହି କେହି ଫିଲ୍ମର ମଜାଳିଆ ମିମ୍ସ ସେୟାର କରି ହସୁଛନ୍ତି ।





Diwali ki safai ki wajah se cockroaches Rahneke liye kaha jayenge uskeliye meeting bulai hai. pic.twitter.com/9PFTstSXGE

— Priyanshu karia (@PriyanshuKaria7) October 19, 2020



No one

My Mom during Diwali ki safai:- pic.twitter.com/ZJLWcJNmqL

— MainKiyaanJi👄 (@shalusterr) October 19, 2020



When mom says she’ll give jalebi fafda only if you help her in diwali ki safai - pic.twitter.com/ULiTDiT9Qp

— jethiya (@kunalgt) October 25, 2020



Diwali ki safai khatm hone ke baad

My mom :- pic.twitter.com/kRIwBl2MmS


— Yogesh Jaimini 🇮🇳 (@yogeshcasm) October 25, 2020



Mummy - beta Diwali ki saaf safai mein mera thoda hath bata de

Me - mummy kisi mahapurush ne kaha hai baar baar kaam karne se uski adat lag jati hai

Mummy - Acha beta woh mahapurush kon hai ??? pic.twitter.com/7kSZvS7leA

— Sanjay 🥀... (@zidii_tongue) October 25, 2020



*flying chappal recieved moment*

Mom : diwali ki safai me help kr wao, ye kaam de rahi hun kr logi na?
Me: .......
mom: bolo?
Me: pic.twitter.com/xQhFqZfsPN

— Phunny hai (@PhunnyHai) October 26, 2020



peacefully reading newspaper in the morning.

Mom :- Aaj Diwali ki safai krwani hai.

Me :- pic.twitter.com/aN1H4Y56AL

— || ठंडा-PAY-जल || (@oreoganesh) October 21, 2020



My mom has got no chills when it comes to "Diwali Ki Safai". 😌#diwalikisafai pic.twitter.com/2JzqJOPhF3

— Rakshanda Vyas (@PulseAndProse) October 23, 2019



When mom/dad wakes you up for "Diwali ki saaf safai " in the morning. pic.twitter.com/tBrEaQtmyW

— आयुष 👹 (@Most_Savage_Guy) October 22, 2020



ଦୀପାବଳି ହେଉଛି ଆଲୋକର ପର୍ବ । ଏହାର ପ୍ରସ୍ତୁତି ପ୍ରାୟ ୧୫ଦିନ ପୂର୍ବରୁ ଆରମ୍ଭ ହୋଇଥାଏ । ଘର ସଫା କରିବା ବ୍ୟତୀତ ଲୋକମାନେ ମଧ୍ୟ ଘରର ରଙ୍ଗ କରନ୍ତି । ଏହି କାରଣରୁ ଯୁବକମାନଙ୍କୁ ମଧ୍ୟ ନିଜ ଘରର ଏହି ସଫେଇ କାର୍ଯ୍ୟରେ ଲଗାଇବାକୁ ପଡିଥାଏ । ଏହି ମିମ୍ସ ଓ ଜୋକ୍ସ ଏହି ସ୍ଥିତିକୁ ଏକ ମଜାଳିଆ ଢଙ୍ଗରେ ବର୍ଣ୍ଣନା କରୁଛି ।
Published by: Jagdish Barik
First published: October 27, 2020, 6:43 PM IST
corona virus btn
corona virus btn
Loading