ସେହି ସେଲିବ୍ରିଟିମାନଙ୍କର ପ୍ରେରଣାଦାୟୀ କାହାଣୀ ଦେଖନ୍ତୁ; ଯେଉଁମାନେ ସେମାନଙ୍କ ସ୍ବପ୍ନର ଘର ତୋଳିବା ପାଇଁ ହୃଦୟର ସହ ଚେଷ୍ଟା କରିଛନ୍ତି

Asian Paints’ ପୁଣିଥରେ ‘ହୋୟାର୍ ଦ ହାର୍ଟ ଇଜ୍’ର ସିଜିନ୍ 4 ରେ ଏହା କରି ଦେଖାଇଛି। ଏଥିରେ ସେଲିବ୍ରିଟିଙ୍କ ଘରକୁ ଏପରି ଦେଖାଯାଇଛି ଯାହା ଆଗରୁ କେବେ ଦେଖାଯାଇ ନଥିଲା।

ସେହି ସେଲିବ୍ରିଟିମାନଙ୍କର ପ୍ରେରଣାଦାୟୀ କାହାଣୀ ଦେଖନ୍ତୁ; ଯେଉଁମାନେ ସେମାନଙ୍କ ସ୍ବପ୍ନର ଘର ତୋଳିବା ପାଇଁ ହୃଦୟର ସହ ଚେଷ୍ଟା କରିଛନ୍ତି
Asian Paints’ ପୁଣିଥରେ ‘ହୋୟାର୍ ଦ ହାର୍ଟ ଇଜ୍’ର ସିଜିନ୍ 4 ରେ ଏହା କରି ଦେଖାଇଛି
  • Share this:
  • Byline Facebook
  • Byline Twitter
  • Byline Linkedin
ଏହି ସୁନ୍ଦର ଘର ସବୁ ଦେଖିବାରେ କିଛି ଏମିତି କଥା ଅଛି, ଯାହା ଆପଣଙ୍କୁ ଆପଣଙ୍କ ନିଜ ଆଖପାଖରେ ମଧ୍ୟ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଯୋଗାଇବ। ଯେହେତୁ ଲକଡାଉନ୍ ପ୍ରତିବନ୍ଧକ ସାରା ଦେଶରେ ବଳବତ୍ତର ରହିଛି, ଏ ସମୟରେ ସୁନ୍ଦର ସୁନ୍ଦର ଘର ଦେଖିବା ଏବଂ ସେଗୁଡ଼ିକୁ ପ୍ରେରଣା ନେବା ସହ ସେଥିରୁ ନିଜର ଘରକୁ କଳ୍ପନା କରିବାଠାରୁ ଆହୁରି ଅଧିକ ଭଲ କଥା କଣ ହୋଇପାରେ।

ଏଥିପାଇଁ Asian Paint ର ସିରିଜ୍ ‘ହୋୟାର୍ ଦ ହାର୍ଟ ଇଜ୍’ ରହିଛି, ଏକ ଶୋ ଯାହା ସେଲିବ୍ରିଟି ସେମାନଙ୍କ ଘର, ଶ୍ରେଷ୍ଠ କୋଣ, ସୌନ୍ଦର୍ଯ୍ୟ, ରଙ୍ଗ ଏବଂ ତାଙ୍କ ସ୍ବପ୍ନ ଘର ତିଆରିର ସମସ୍ତ କଥା କହୁଥିବା ଦେଖାଏ। ଏହା ଆପଣଙ୍କ ପାଇଁ ଏକ ସୁନ୍ଦର ପରାମର୍ଶ ହୋଇପାରେ। ଏହାର ଚତୁର୍ଥ ସିଜିନରେ ଆପଣଙ୍କୁ ଏହି ହୃଦୟସ୍ପର୍ଶୀ ସିରିଜ୍ ଦେଖିବା ଆବଶ୍ୟକ ଅଛି।

ରାଜକୁମାର ରାଓ:

ଆର୍ଦି ଟୋନ୍ ଏବଂ ଜୀବନ୍ତ ରଙ୍ଗର ଏକ ସଠିକ ମିଶ୍ରଣ ସହ ଅଭିନେତା ରାଜକୁମାରଙ୍କ ଘର ଉଜ୍ବଳ ଶକ୍ତି ଏବଂ ପ୍ରାକୃତିକ ଆଲୋକକୁ ସନ୍ତୁଳିତ କରେ । ଏବଂ ସାରା ଦିନର କାମ ପରେ ଘରକୁ ଫେରିଲେ ଏହା ଅଭିନେତାଙ୍କ ମନକୁ ଶାନ୍ତି ଆଣିଦିଏ।

ତମନ୍ନା ଭାଟ୍ଟିଆ:

ମ୍ୟୁଟେଡ୍ ରଙ୍ଗ, ଟେକ୍ସଚରଡ୍ କାନ୍ଥ ଏବଂ ଚଟାଣ ସହ ତମନ୍ନା ଭାଟ୍ଟିଆଙ୍କ ଘର ହେଉଛି ସୁନ୍ଦରତା ଏବଂ ସରଳତାର ଉଦ୍ଦାହରଣ, ଯାହା ତାଙ୍କ ଗ୍ଲାମରସ୍ ଭୂମିକା ଠାରୁ ଭିନ୍ନ। କେବଳ ଏତିକି ନୁହେଁ, ତାଙ୍କ ଘରର ବିସ୍ତୃତି ଏବଂ ସୌନ୍ଦର୍ଯ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ମୋହିତ କରିବାକୁ ଯଥେଷ୍ଟ।

ଅନୀତା ଡୋଙ୍ଗ୍ରେ :

ଅନୀତା ଡୋଙ୍ଗ୍ରେଙ୍କ ଘର ହେଉଛି ପ୍ରଚୁର ପ୍ରାକୃତିକ ଆଲୋକ, ସବୁଜିମାରେ ଭରା ବଗିଚା ଏବଂ ସ୍ବଳ୍ପ ତଥାପି ଆଭିଜାତ୍ୟପୂର୍ଣ୍ଣ ସାଜସଜ୍ଜା ସହ ଏର ଶାନ୍ତ ଏବଂ ଶାନ୍ତିର ବାତାବରଣ ପ୍ରଦାନ କରିଥାଏ। ବାସ୍ତବରେ ଏବି ଫ୍ୟାସନ୍ ଆଇକନଙ୍କ ବିସ୍ତୃତ ବଙ୍ଗଳା ହେଉଛି ଏକ କଳାକୃତି ସଦୃଶ।

ଶଙ୍କର ମହାଦେବନ :

ଶଙ୍କର ମହାଦେବନଙ୍କ ହଲିଡେ ହୋମ୍ ଗୋଟିଏ ଝରଣା ନିକଟସ୍ଥ ଏକ ଗ୍ରାମାଞ୍ଚଳରେ ରହିଛି । ଉଚ୍ଚ ସିଲିଂ, ମିକ୍ସ ଆଣ୍ଡ୍ ମ୍ୟାଚ୍ ରଙ୍ଗ ଓ ଦୁଇଟି ଆକର୍ଷଣୀୟ କୁକୁର ଏହି ସ୍ଥାନକୁ ମହାଦେବନଙ୍କ ସଂଗୀତ ଭଳି ବ୍ୟାପକ କରିଥାଏ।

ସ୍ମୃତି ମନ୍ଦାନା:

ଭାରତୀୟ କ୍ରିକେଟର୍ ସ୍ମୃତି ମନ୍ଦାନା ନିଜ ପସନ୍ଦରେ ନିଜର ଘରକୁ ମ୍ୟୁଟେଟ୍ ରଙ୍ଗ, ଟେକ୍ସଚର୍ କାନ୍ଥ ରେ ସଜ୍ଜାଇଛନ୍ତି ଏବଂ ଏହାର ପରିଚ୍ଛନ୍ନତା ପ୍ରତି କୋଣରେ ଭରି ରହିଥିବା ସରଳତା ଏବଂ ଶାନ୍ତ ଭାବକୁ ପ୍ରଦର୍ଶନ କରେ।  ନିଜର ଖେଳ ଏବଂ ପାରିବାରିକ ସମୟ ମଧ୍ୟରେ ଏକ ସଠିକ୍ ନିୟନ୍ତ୍ରଣ ବଜାୟ ରଖିଥିବା ତାଙ୍କ ଘରେ ସ୍ମୃତି ଏବଂ ସଫଳତାର ମିଶ୍ରଣ ପ୍ରଦର୍ଶିତ ହୋଇଛି ଏବଂ ଏସବୁ ବୁଲି ଦେଖିବା ବାସ୍ତବରେ ବଢ଼ିଆ।

ଶକ୍ତି ମୋହନ ଏବଂ ମୁକ୍ତି ମୋହନ :

ଛାତଠାରୁ ଆରମ୍ଭ କରି ନୃତ୍ୟ ଅଭ୍ୟାସ ପାଇଁ ବ୍ୟବହାର କରାଯାଉଥିବା ବେସ୍ ଓସାରିଆ ବଡ଼ ହଲ୍ ଏବଂ ସେମାନଙ୍କ ବ୍ୟକ୍ତିଗତ କୋଠରୀ ସହ ଡ୍ୟାଜଲିଂ ଡିଓ ଶକ୍ତି ଓ ମୁକ୍ତି ମୋହନଙ୍କ ଘର ଏହି ଦୁଇ ଭଉଣୀଙ୍କ ଭଳି ବ୍ୟକ୍ତିଗତ ଏବଂ ସ୍ବତନ୍ତ୍ର ଅନୁଭବ କରାଏ।

ସୂକ୍ଷ୍ମ ରଙ୍ଗ ଏବଂ ସୁନ୍ଦର ଟୋନ୍ ରେ ଆବୃତ ସେମାନଙ୍କ ଘର, ସେମାନଙ୍କ ଇଲେକ୍ଟ୍ରିଫାଇଁ ପ୍ରଦର୍ଶନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।



କୋଭିଡ- 19ର ଦ୍ବିତୀୟ ଲହରୀ ସହ ଲଢୁଥିବା ବେଳେ ଯେତେବେଳେ ଆମେମାନେ ପୁଣିଥରେ ନିଜ ନିଜ ଘରକୁ ଫେରିଛନ୍ତି, ଏହି ସିରିଜ୍ ଗୁଡ଼ିକ ଦେଖିବା ହେଉଛି ଏର ରିମାଇଣ୍ଡର୍, ଯାହା ଆମକୁ ଅନୁଭବ କରାଏ ଯେ, ଆମ ସମସ୍ତଙ୍କ ଘର କେତେ ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବ।

ତେଣୁ, ଆଗେଇ ଯାଆନ୍ତୁ ଏବଂ here ରେ ‘ହୋୟାର୍ ଦ ହାର୍ଟ ଇଜ୍’ର ସମ୍ପୂର୍ଣ୍ଣ ସିଜିନ୍ ଦେଖନ୍ତୁ ।
Published by: Jagdish Barik
First published: May 1, 2021, 2:27 PM IST