ଆଜି ପ୍ରକାଶ ପାଇବ ସିବିଏସି ଦଶମ ପରୀକ୍ଷା ଫଳ; ରେଜଲ୍ଟ ପାଇଁ ଏଠି କରନ୍ତୁ କ୍ଲିକ

ଆଉ ମାତ୍ର କିଛି ସମୟ । ଏହି ଲିଙ୍କରେ ଦେଖନ୍ତୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ।

ବୋର୍ଡ ପରୀକ୍ଷା ଫଳ

ବୋର୍ଡ ପରୀକ୍ଷା ଫଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

CBSE 10th Result: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ। ସକାଳ ୧୦ ଟାରେ ପ୍ରଥମେ ଅନଲାଇନ ଜରିଆରେ ଦଶମ ଓ ଦିନ ୧୨ ଟା ରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ।

ସାରା ରାଜ୍ୟରୁ ଚଳିତ ବର୍ଷ ୩୮,୮୩,୭୧୦ ଜଣ ଛାତ୍ର ଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀ ରେ ୨୧,୮୬,୯୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୬,୯୬,୭୭୦ ଦେଇଥିଲେ ଦ୍ୱାଦଶ ପରୀକ୍ଷା। Cbse.results.nic.in ରେ ରେଜଲ୍ଟ ଦେଖି ପାରିବେ ଛାତ୍ର ଛାତ୍ରୀ। ଏହାସହ ଉମଙ୍ଗ ଆପ୍ ଓ ଡିଜି ଲକର୍ ରେ ମଧ୍ୟ ଦେଖି ପାରିବେ ରେଜଲ୍ଟ।
Published by:Soumya Das
First published: