News18 Odia Digital
Budget 2023: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଉପସ୍ଥାପନା ଶେଷ ହୋଇଛି । ଏହା ପରେ ସାଧାରଣରେ କଣ ମହଙ୍ଗା ଓ କଣ ଶସ୍ତା ହେବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାଣନ୍ତୁ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ?
କଣ ମହଙ୍ଗା ହେବ- ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ
- ସୁନା
- କିଚେନ୍ ଚିମିନି
- ସିଗାରେଟ୍ ମହଙ୍ଗା
- ପୋଷାକ, ହେଡ୍ ଫୋନ୍ ମହଙ୍ଗା
-ପ୍ଲାଟିନମ୍
-ଇମ୍ପୋଟେଡ୍ ଡୋର
କଣ ଶସ୍ତା ହେବ- ଖେଳନା, ସାଇକେଲ୍, ଅଟୋମୋବାଇଲ୍
-କ୍ୟାମେରା ଲେନ୍ସ
-ଖେଳଣା
-ସାଇକେଲ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।